Odisha Link
Bridging the Missing Links in Odisha
Monthly Archives

April 2020

୩ କରୋନା ରୋଗୀଙ୍କୁ ନେଇ ଆସୁଥିବା…

କଟକ: ଯାଜପୁରରୁ ୩ ଜଣ କରୋନା ଆକ୍ରାନ୍ତଙ୍କୁ ନେଇ ଭୁବନେଶ୍ୱର ଆସୁଥିବା ବେଳେ କଟକ ଠାରେ ଜାତୀୟ ରାଜପଥ ୧୬ ଉପରେ ଓଲଟି ପଡ଼ିଛି ଆମ୍ବୁଲାନ୍ସ। ପାଞ୍ଚଟି ଆମ୍ବୁଲାନ୍ସରେ ପ୍ରାୟ ୧୪ ଜଣ ରୋଗୀ ଆସୁଥିଲେ। ସେଥିରୁ ଗୋଟିଏ ଆମ୍ବୁଲାନ୍ସରେ ଗୋଟିଏ ପରିବାରର ୩ ଜଣ ଆକ୍ରାନ୍ତ ଥିଲେ ଯାହା କଟକ ଠାରେ ଦୁର୍ଘଟଣାର…

ସାନିଟାଇଜର ପିଇଦେଲେ କରୋନା ଆକ୍ରାନ୍ତ,…

କାନପୁର: ଉତ୍ତରପ୍ରଦେଶରେ ଜଣେେ କରୋନା ଆକ୍ରାନ୍ତ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଡାକ୍ତରମାନେ ତାଙ୍କୁ କରୋନା ଚିକିତ୍ସା ସହ ବିଷାକ୍ତ ସାନିଟାଇଜରର ଚିକିତ୍ସା ବି କରୁଛନ୍ତି। କାନପୁର ଦେହାତ ଅନ୍ତର୍ଗତ ସରସୁଆଲ ଆଇସୋଲେସନ୍‌ ସ୍ବାର୍ଡରେ ଏହି…

ଆଉ ୨ ସୁସ୍ଥ: ରାଜ୍ୟରେ ୧୦୦ କରୋନା ରୋଗୀ…

ଭୁବନେଶ୍ବର: ରାଉରକେଲାରେ ଆଜି ଦୁଇ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏମାନଙ୍କୁ ମିଶାଇ ଏଯାବତ୍‌ ଓଡ଼ିଶାରେ ମୋଟ ୪୧ ଜଣ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ ମୋଟ ୧୪୨ କୋଭିଡ୍‌ ପଜିଟିଭ୍‌ଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଥିବା ବେଳେ ୧୦୦ ଜଣ ସକ୍ରିୟ ରୋଗୀ ଏବେ ବିଭିନ୍ନ କୋଭିଡ୍‌…

ଭୁବନେଶ୍ବର: ମଲ୍‌ ଓ ମାର୍କେଟ୍‌…

ଭୁବନେଶ୍ବର: ସହରରେ ଦୋକାନ ଖୋଲିବା ନେଇ ବ୍ୟବସାୟୀଙ୍କ ମଧ୍ୟରେ ଥିବା ଦ୍ବନ୍ଦ୍ବ ଦୂର କିଛନ୍ତି ଭୁବନେଶ୍ବର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସମସ୍ତ ନୀତିନିୟମ ସ୍ପଷ୍ଟ କରିଛନ୍ତି ଶ୍ରୀ ଚୌଧୁରୀ। ସପିଂ ମଲ୍, ମାର୍କେଟ୍‌ କମ୍ପ୍ଳେକ୍ସ, ଏକକ ବା ବହୁ…

ଓଡ଼ିଶା: ଅତିରିକ୍ତ ନିର୍ଦ୍ଦେଶକ ପଦବୀକୁ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୬୨୯ ଜଣ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ଅତିରିକ୍ତ ନିର୍ଦ୍ଦେଶକ (ସ୍ତର ୨) ପଦବୀକୁ ପଦୋନ୍ନତି ଦିଆଯାଇଛି। Dynamic Assured Career Progression Schemeରେ ଏହି ପଦୋନ୍ନତି ଦିଆଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ଅନୁଗୁଳ: ଭିଡିଓ କଲ୍‌ରେ ଆତ୍ମହତ୍ୟା !

ଅନୁଗୁଳ: ସ୍ଥାନୀୟ ନାଲକୋ ନଗର ଥାନା ଅନ୍ତର୍ଗତ କୁଲାଡ଼ ହନୁମାନ ମନ୍ଦିର ସମ୍ମୁଖ ଏକ ଭଡ଼ା ଘରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ବେଳେ ସେ ଟେବୁଲ ଉପରେ ମୋବାଇଲ ଫୋନ୍‌କୁ ନିଜ ଆଡ଼କୁ ସାମନା କରାଇ ଆତ୍ମହତ୍ୟା କରିଥିଲେ। ସେ କହାହାକୁ ଭିଡିଓ କଲ୍‌ କରି ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି…

ଜୁନ୍ ୧୭ ପରେ ବିଶ୍ୱବିଦ୍ୟାଳୟ ପରୀକ୍ଷା:…

ଭୁବନେଶ୍ବର: ଜୁନ୍ ୧୭ ତାରିଖ ଯାଏଁ ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଥିବା ବେଳେ ଏହା ପରେ ଯେକୌଣସି ସମୟରେ ବିଶ୍ୱବିଦ୍ୟାଳୟ ସ୍ତରର ପରୀକ୍ଷାଗୁଡ଼ିକ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି। ୟୁଜିସି ଗାଇଡ୍‌ଲାଇନ୍‌କୁ ତଜର୍ମା କରିବା ପରେ ଏ ନେଇ ନିଷ୍ପତ୍ତି…

ଲକ୍‌ଡାଉନ୍‌ ପରେ ସକାଳ ୧୦ରୁ ସଂଧ୍ୟା ୬…

ଭୁବନେଶ୍ବର: ଲକ୍‌ଡାଉନ୍‌ ହଟିବା ପରେ ଉଡ଼ାଣ କଟକଣା ଜାରି ରହିବ। ଭୁବନେଶ୍ବର ବିମାନବନ୍ଦର ଗୋଟିଏ ମାତ୍ର ଶିଫ୍ଟ (୮ ଘଣ୍ଟା) ଖୋଲା ରହିବ। ଅର୍ଥାତ୍‌ ସକାଳ ୧୦ ଠାରୁ ସଂଧ୍ୟା ୬ ପର୍ଯ୍ୟନ୍ତ ବିମାନବନ୍ଦର କାର୍ଯ୍ୟକ୍ଷମ ରହିବ ଓ ସେହି ସମୟ ଭିତରେ ବିମାନ ଚଳାଚଳ କରିବ ବୋଲି ଭୁବନେଶ୍ବର ବିମାନବନ୍ଦର…

କରୋନା: ଯାଜପୁରରେ ପୁଣି ୧୪ ଆକ୍ରାନ୍ତ

ଭୁବନେଶ୍ବର: ଯାଜପୁରରେ ଆଉ ୧୪ ଜଣ ବ୍ୟକ୍ତିଙ୍କ ଠାରେ କୋଭିଡ୍‌ ପଜିଟିଭ୍‌ ମିଳିଛି। ଏହି ଜିଲ୍ଲାରେ ଆଜି ସକାଳୁ ୩ ଜଣ ରୋଗୀ ଚିହ୍ନଟ ହୋଇଥିଲେ। ଆଜି ଜିଲ୍ଲାରେ ୧୭ ଜଣ ଚିହ୍ନଟ ହୋଇଥିବା ବେଳେ ଯାଜପୁରରେ ମୋଟ ଅକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି। ସଂକ୍ରିୟ ରୋଗୀ ସଂଖ୍ୟାକୁ ଦୃଷ୍ଟିଦେଲେ ରାଜ୍ୟରେ…

କାଳବୈଶାଖୀ: ଓଡ଼ିଶାର ୧୦ ଜିଲ୍ଲାରେ ବର୍ଷା…

ଭୁବନେଶ୍ୱର: ରାଜ୍ୟରେ ୧୦ଟି ଜିଲ୍ଲା ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ କୁଆ ବର୍ଷା ଦେଖିବାର ସମ୍ଭବନା ରହିଥିବା କହିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ। ଏହା ସହ ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି…