Odisha Link
Bridging the Missing Links in Odisha
Daily Archives

April 21, 2020

ନୃଶଂସ: କରୋନା ଯୋଦ୍ଧାଙ୍କ ମୁହଁରେ…

ନୟାଗଡ଼: ଜିଲ୍ଲାର ଦଶପଲ୍ଲା ବ୍ଲକ ନୂଆଗାଁ ପଞ୍ଚାୟତ ଗେନେଗେଣ୍ଡା ଗାଁରେ ଏକ ଅତି ନାରକୀୟ କାର୍ଯ୍ୟ ଦେଖିବାକୁ ମିଳିଛି। କରୋନା ଯୁଦ୍ଧରେ ସାମିଲ ଜଣେ ଆଶାକର୍ମୀ ଗାଁକୁ ଯାଇ କରୋନା ସମ୍ପର୍କରେ ସଚେତନ କରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ମୁହଁରେ ଗରମ ପେଜ ଢାଳି ଦେଇଥଇବା ଅଭିଯୋଗ ହୋଇଛି। ତେବେ ପୂର୍ବ…

୧ ହଜାରରୁ ଉର୍ଦ୍ଧ୍ୱ ଏଲପିଜି ବିତରକଙ୍କ…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ୧ ହଜାରରୁ ଉର୍ଦ୍ଧ୍ୱ ଏଲପିଜି ବିତରକଙ୍କ ସହ ଆଲୋଚନା କରିଥିବା ବେଳେ ଗରିବଙ୍କ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣାରେ ଅଧିକରୁ ଅଧିକ ଉଜ୍ଜ୍ୱଳା ରିଫିଲ୍ ଉପରେ ଗୁରୁତ୍ୱାରୋପ…

ଏଣିକି ଓ୍ବେବସାଇଟରେ ବିକ୍ରି ହେବ ପରିବା

ଭୁବନେଶ୍ବର: କରୋନା ଭୂତାଣୁ (କୋଭିଡ୍‌-୧୯) କୁ ପ୍ରତିହତ କରିବା ନିମନ୍ତେ ସମଗ୍ର ଦେଶ ସମେତ ରାଜ୍ୟରେ ଲକଡାଉନ ଜାରି କରାଯାଇଥିବାବେଳେ ଚାଷୀମାନେ ଯେପରି ଉଦ୍ୟାନ ଭିତ୍ତିକ ଫସଲ ଯଥା ଫଳ, ପନିପରିବା, ଫୁଲ, ମସଲା ଆଦି ସୁବିଧାରେ ବିକି୍ର କରିପାରିବେ ସେଥିପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ…

ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହିତ କଥା…

ଭୁବନେଶ୍ବର: ୨ ଦିନରେ ରାଜ୍ୟରେ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମହାମାରୀ କରୋନା ଭାଇରସ୍‌ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ବିଶେଷ କରି ରାଜ୍ୟ ପାଇଁ ଅଡ଼ୁଆ ହୋଇଛି ପଶ୍ଚିମବଙ୍ଗ ଫେରନ୍ତା କରୋନା ଆକ୍ରାନଙ୍କ ପାଇଁ। ଏହାକୁ ନଜରରେ ରଖି ରାଜ୍ୟ ସରକାର ଏବେ ପଞ୍ଚାୟତଗୁଡ଼ିକ ମାଧ୍ୟମରେ…

କରୋନା ଲଢ଼େଇରେ ମୃତ ସ୍ବାସ୍ଥ୍ୟକର୍ମୀଙ୍କୁ…

ଭୁବନେଶ୍ବର: ଯୁଦ୍ଧରେ ସୈନିକର ମୃତ୍ୟୁ ଘଟିଲେ ତାଙ୍କୁ ଶହୀଦ ମାନ୍ୟତା ମିଳୁଥିଲା। କରୋନା ଲଢ଼େଇକୁ ମଧ୍ୟ ପ୍ରଥମ ରାଜ୍ୟ ଭାବରେ ଯୁଦ୍ଧ ଭଳି ମର୍ଯ୍ୟାଦା ଦେଇଛନ୍ତି ଓଡ଼ିଶା ସରକାର। କରୋନା ମହାମାରୀ ବେଳେ ଜୀବନକୁ ବାଜି ଲଗାଇ ସ୍ବାସ୍ଥ୍ୟସେବା ଯୋଗାଉଥିବା ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀ ଯଦି ଏହି ଲଢ଼େଇରେ…

କରୋନା ପ୍ରକୋପ: ସରପଞ୍ଚଙ୍କୁ ସର୍କାରଙ୍କ…

ଶଙ୍କର୍ଷଣ ପରିଡ଼ା ସଂକୀର୍ଣ୍ଣ, ସଂକୁଚିତ ଓ ସାମୟିକଭାବେ ରାଜ୍ୟସରକାର ପଞ୍ଚାୟତକୁ ଯେଉଁ କ୍ଷମତା ଦେଇଛନ୍ତି ତାହାର ବାସ୍ତବତାକୁ ଉପଲବ୍ଧି କରି ସାମ୍ବିଧାନିକ ବିଧି ଆଧାରରେ ''ପଞ୍ଚାୟତକୁ କ୍ଷମତା ଓ ଲୋକଙ୍କୁ କ୍ଷମତା'' ଅର୍ପଣ କରାଗଲେ ତାହା ନିଶ୍ଚିତ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୁକୁଟରେ ଆଉ ଏକ…

ବାଂଲା ଜାତିର ପିତା ମୁଜିବୁରଙ୍କ…

କୋଲକାତା: ବାଂଲା ମୁକ୍ତିଯୁଦ୍ଧର ଅଗ୍ରଣୀ ସାରଥି, ବାଂଲାଦେଶର ଜାତିର ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଶେଖ୍‌ ମୁଜିବୁର ରହେମାନ୍‌ଙ୍କ ଦୁଇଜଣ ହତ୍ୟାକାରୀକୁ ଭାରତରେ ଠାବ କରାଯାଇଛି। ୧୯୭୫ ମସିହାରେ ତତ୍‌କାଳୀନ ମୁଜିବୁର ବାଂଲାର ପ୍ରଧାନମନ୍ତ୍ରୀ ଥିବା ସମୟରେ ତାଙ୍କର ହତ୍ୟା…

କରୋନାରୁ ସୁସ୍ଥ ହେବା ପରେ ବି ଜୀବନ ଗଲା

ଭୁବନେଶ୍ବର: ଆଜି ୪୪ ନମ୍ବର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କରୋନା ଭାଇରସରୁ ସୁସ୍ଥ ହେବା ପରେ ତାଙ୍କର ମୃତ୍ୟୁ ହୋଇଛି। ପଶ୍ଚିମବଙ୍ଗ ମେଦିନପୁରରୁ ଆସିଥିବା ୭୦ ବର୍ଷିୟ ବ୍ୟକ୍ତିଙ୍କ ଆଜି ସକାଳେ ମୃତ୍ୟୁ ହୋଇଛି। ସେ ଭୁବନେଶ୍ୱରରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ୪୪ ନମ୍ବର କରୋନା ଆକ୍ରାନ୍ତ…

ମୁମ୍ବାଇ ପରେ ଚେନ୍ନାଇ: ୨୫ ସାମ୍ବାଦିକ…

ଚେନ୍ନାଇ: ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ମୁମ୍ବାଇ ପରେ ଏବେ ଚେନ୍ନାଇର ଏକ ନ୍ୟୁଜ୍‌ ଚ୍ୟାନେଲର ୨୫ ଜଣ କର୍ମଚାରୀ କରୋନା ପଜିଟିଭ ଆକ୍ରାନ୍ତ ହୋିଥିବା ଖବର ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ବୟାନରେ କୁହାଯାଇଛି ଯେ, ତାମିଲ ନ୍ୟୁଜ…

ଭଲ ଖବର: ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟ ପାଇଁ ଆଶ୍ବସ୍ତି ଖବର। ଆଜି ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାରର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।। ରାଜ୍ୟରେ ପୂର୍ବରୁ ୨୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ଆଜି ୫କୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ୨୯ ଜଣ…