Odisha Link
Bridging the Missing Links in Odisha
Daily Archives

April 24, 2020

କଳାହାଣ୍ଡି ଯୁବ ଲେଖକ ସମାବେଶର ବିଶ୍ୱ…

ଭିଡିଓ କନ୍‌ଫରେନ୍‌ସିଂରେ ଏକତ୍ରିତ ହେଲେ ଲେଖକ କଳାହାଣ୍ଡି: କରୋନା ମହାମାରୀ ଯୋଗୁଁ ସମଗ୍ର ରାଜ୍ୟ, ଦେଶ ତଥା ବିଶ୍ୱର ଅନେକ ଅଂଚଳ ଲକ୍‌ଡାଉନ୍‌ରେ ଥିବା ତଥା ସାମାଜିକ ଦୂରତ୍ୱ ରକ୍ଷା ଯୋଗୁଁ ସାହିତ୍ୟିକ ସମାବେଶମାନ ଏକପ୍ରକାର ଠପ୍ ହୋଇଯାଇଛି। ତେବେ ଏହି ପ୍ରତିବନ୍ଧକ କମାଇ ଦେଇପାରିନି…

ଅମାନିଆଙ୍କୁ ମିଛ କରୋନା ରୋଗୀଙ୍କ ପାଖରେ…

ଚେନ୍ନାଇ: ଲକ୍‌ଡାଉନ୍‌ କଟକଣା ସତ୍ତ୍ବେ ବାହାରକୁ ବିନା କାରଣରେ ବାହାରୁଥିବା ଲୋକଙ୍କୁ ଦଣ୍ଡ ଦେବା ଲାଗି ଅଭିନବ ଉପାୟ ଅବଲମ୍ବନ କରି ଚର୍ଚ୍ଚାରେ ତାମିଲନାଡ଼ୁ ପୁଲିସ। ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ବାଇକରେ ଯାଉଥିବା ୩ ଜଣ ଯୁବକଙ୍କୁ ଅଟକାଇ ଏକ ଆମ୍ବୁଲାନ୍ସ ଭିତରେ ଛାଡ଼ୁଛନ୍ତି ପୁଲିସ କର୍ମଚାରୀ।…

କରୋନା: ଆମେରିକାରେ ଫସିଛନ୍ତି ମୁଖ୍ୟ…

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ସାରା ଦେଶ ଲକ୍‌ଡାଉନ୍। ଏପରିକି ବିମାନ ସେବା ବନ୍ଦ କରାଯାଇଛି ଏହି ସମୟରେ। ଭାରତର ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା କରୋନା କଟକଣା କାରଣରୁ ଆମେରିକାର ମିଚିଗାନରେ ଫସି ରହିଛନ୍ତି। ସେ ବ୍ୟକ୍ତିଗତ କାରଣରୁ ଗତ ମାର୍ଚ୍ଚ ୭ରେ ଆମେରିକା ଯାଇଥିଲେ। ଏବଂ ସେ…

ଗଜପତି ମହାରାଜଙ୍କ ମତକୁ ରାଜ୍ୟ ବିଜେପିର…

ଭୁବନେଶ୍ବର: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଦେଇଥିବା ବାର୍ତାକୁ ରାଜ୍ୟ ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି ବୋଲି ଟ୍ୱିଟ କରି କହିଛନ୍ତି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି। ଶ୍ରୀ ମହାନ୍ତି ଉଲ୍ଲେଖ କରିଛନ୍ତି ଯେ, ଶ୍ରୀମନ୍ଦିର ପରିଚାଳନା କମିଟିର…

କରୋନା ମୁକାବିଲା: ଓଡ଼ିଶାରେ ୩୩କୁ ବୃଦ୍ଧି…

ଭୁବନେଶ୍ୱର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଥିସହିତ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ ବ୍ୟବସ୍ଥା କରିଛନ୍ତି। ରାଜ୍ୟରେ ବର୍ତ୍ତମାନ କୋଭିଡ ହସ୍ପିଟାଲ ସଂଖ୍ୟା ୩୩ରେ ପହଞ୍ଚିଛି।…

କରୋନା: ୬ ମାସର ଶିଶୁ ନାମରେ ପୁଲିସ…

ଡେରାଡୁନ୍: ଉତ୍ତରାଖଣ୍ଡ ରାଜ୍ୟର ଉତ୍ତରକାଶୀ ଜିଲ୍ଲାରେ ଏକ ବିଚିତ୍ର ବ୍ୟବସ୍ଥା ଦେଖିବାକୁ ମିଳିଛି। ଲକ୍‌ଡାଉନ୍‌ ଆଇନ ଉଲ୍ଲଂଘନ ଅଭିଯୋଗରେ ସ୍ଥାନୀୟ ପୁଲିସ ଜଣେ ୬ ମାସର ଶିଶୁ ଓ ଆଉ ଜଣେ ୨ ବର୍ଷ ବୟସର ଶିଶୁଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୋଟ ୫୧ ଜଣଙ୍କ ନାମରେ ମାମଲା ହୋଇଥିବା ବେଳେ ସେମାନଙ୍କ…

କରୋନା ଭୂତାଣୁ ମାରିବ ନିକୋଟିନ୍:…

ଫ୍ରାନ୍ସରେ ହୋଇଥିବା ଏକ ଗବେଷଣା ଅନୁସାରେ ନିକୋଟିନ୍‌ (ଧୂଆଁପତ୍ର) ଦ୍ବାରା କରୋନା ଭୂତାଣୁ ସଂକ୍ରମଣ ବନ୍ଦ କରିହେବ ବୋଲି ସେଠାକାର ଗବେଷକମାନେ ଦାବି କରିଛନ୍ତି। ତେବେ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇ ସାରିଥିବା ବ୍ୟକ୍ତିଙ୍କୁ ନିକୋଟିନ୍‌ ମାଧ୍ୟମରେ ଚିକିତ୍ସା କରାଯାଇ ପାରିବ କି ନାହିଁ ଜାଣିବା…

୩ ମେ’ ପର୍ଯ୍ୟନ୍ତ ଶ୍ରୀ ମନ୍ଦିର…

ଭୁବନେଶ୍ବର: କରୋନା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ କଟକଣା ଜାରି କରିଥିବାରୁ ଏହି ସମୟରେ ବାହାରେ କୌଣସି ଧାର୍ମିକ କାର୍ଯ୍ୟ କରାଯାଇ ପାରିବ ନାହିଁ। ୩ ମେ' ପର୍ଯ୍ୟନ୍ତ ଶ୍ରୀ ମନ୍ଦିର ବାହାରେ ହେବନି କୌଣସି ଉତ୍ସବ। ଏଭଳି କହିଛନ୍ତି ପୁରୀ ଗଜପତି ମହାରାଜ। ଗଜପତି ମହାରାଜ…

ସରକାରଙ୍କ ବଡ଼ ନିଷ୍ପତ୍ତି: ଫେରସ୍ତ ହେବ…

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ଭାରତକୁ ଆସିଥିବା ଖରାପ ଆଣ୍ଟିବଡି ଟେଷ୍ଟ କିଟ୍‌କୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ, ଖରାପ ଆଣ୍ଟିବଡି ଟେଷ୍ଟ କିଟ୍‌ ଗୁଡ଼ିକ ଯେଉଁ ଦେଶର ଆସିଛି ସେହି ଦେଶକୁ ଫରୋଇ ଦିଆଯିବ। ସେହି ମଧ୍ୟରେ…

କରୋନା: ଭଦ୍ରକରୁ ଆଉ ୪ ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟରେ ଆଉ ୪ଜଣ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୯୪ରେ ପହଁଞ୍ଚିଛି। ଆକ୍ରାନ୍ତ ୪ଜଣ ଭଦ୍ରକ ଜିଲ୍ଲାର ବୋଲି ସୂଚନା ରହିଛି। ଫଳରେ ଏହାକୁ ମିଶାଇ ଭଦ୍ରକ ଜିଲ୍ଲାରେ ୧୬ରେ ପହଁଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟ ସ୍ବାସ୍ଥ୍ୟ ଓ…