Odisha Link
Bridging the Missing Links in Odisha
Daily Archives

April 24, 2020

ସରପଞ୍ଚଙ୍କ ଅଭିଯୋଗ: କେବଳ କାଗଜପତ୍ରରେ…

ଜଗତସିଂହପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କରୋନା ମୁକାବିଲା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିଲେ ହେଁ, ତୃଣମୂଳ ସ୍ତରରେ ଏବେ ବି ବାବୁରାଜ ଚାଲିଛି। ସରପଞ୍ଚମାନଙ୍କ ଅଜ୍ଞାତସାରରେ ପଞ୍ଚାୟତରେ କୋଭିଡ୍‌ ପରିଚାଳନା କରୁଛି ବ୍ଲକ୍‌ ପ୍ରଶାସନ। କେବଳ କାଗଜପତ୍ରରେ…

କରୋନା ସହୟତା: ମୁଖ୍ୟମନ୍ତ୍ରୀ ରିଲଫ୍‌…

ଭୁବନେଶ୍ୱର : ରାଜ୍ୟର କୋଭିଡ-୧୯ ସ୍ଥିତିର ମୁକାବିଲା କରିବା ପାଇଁ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଓ କର୍ମଚାରୀମାନେ ସେମାନଙ୍କର ଗୋଟିଏ ଦିନର ଦରମା ୧୯ ଲକ୍ଷ ୮ ହଜାର ୩୯୧ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି। ଆଜି ପୂର୍ବାହ୍ନରେ ବିଶ୍ୱବିଦ୍ୟାଳୟ ର…

୩ ସପ୍ତାହ ଯାଏଁ ଗିରଫ ହେବେନାହିଁ ଅର୍ଣବ:…

ନୂଆଦିଲ୍ଲୀ: ତାଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ହୋଇଥିବା ମାମଲାକୁ ଚ୍ୟାଲେଞ୍ଜ କରି ଆଜି ସୁପ୍ରିମ କୋର୍ଟର ଦ୍ବାରସ୍ଥ ହୋଇଥିଲେ ରିପବ୍ଲିକ୍‌ ଟିଭି ମୁଖ୍ୟ ଅର୍ଣବ ଗୋସ୍ବାମୀ। ତେବେ ସୁପ୍ରିମ କୋର୍ଟ ତାଙ୍କ ଆବେଦନର ଶୁଣାଣି କରି ୩ ମାସର ଆଶ୍ବାସନା ଦେଇଛନ୍ତି। ଆଗାମୀ ୩ ସପ୍ତାହ ଯାଏଁ ଏହି ସବୁ ମାମଲାରେ…

ଦର୍ଶକଙ୍କ ପାଇଁ ଖୁସି ଖବର, ଟିଭି ପରଦାରେ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ପାଇଁ ସାରା ଦେଶ ଲକ୍‌ଡାଉନ୍। ଏହି ଲକ୍‌ଡାଉନ୍‌ ମଧ୍ୟରେ ଜନସାଧାରଣଙ୍କ ଦାବିକୁ ନଜରରେ ରଖି ଦୂରଦର୍ଶନରେ 'ରାମାୟଣ' ଓ 'ମହାଭାରତ' ଭଳି ପୌରାଣିକ ଧାରାବାହିକ ପୁନର୍ବାର ପ୍ରସାରଣ ହେଉଛି। ଏହି ୨ଟି ଧାରାବାହିକ ପୁନର୍ବାର ପ୍ରସାରଣ ହୋଇ ମଧ୍ୟ ଦର୍ଶକଙ୍କ ବେଶ୍‌…

ଫୋନ୍ କରି ମୋଦିଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ବର: ଆଜି ଫୋନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଆଲୋଚନା ହୋଇଛି। କରୋନା ମୁକାବିଲା ସହିତ ରଥଯାତ୍ରା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଆଜି ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ…

ଆଜି ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ କ୍ରିକେଟ ଖେଳାଳି ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ଆଜି ଜନ୍ମଦିନ। ଆଜି ୪୭ ବର୍ଷରେ ପାଦ ଥାପିଛନ୍ତି ଗଡ୍ ଅଫ୍‌ କ୍ରିକେଟ ସଚିନ ତେନ୍ଦୁଲକର। ସେ ୧୯୭୩ ଏପ୍ରିଲ୍‌ ୨୪ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ଚଳିତବର୍ଷ ମହାମାରୀ କରୋନା ଭାଇରସ ପାଇଁ ସଚିନ…

ଦିଲ୍ଲୀରେ ପ୍ଲାଜ୍‌ମା ପରୀକ୍ଷା ସଫଳ:…

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ଉପରେ ପ୍ଲାଜ୍‌ମା ପରୀକ୍ଷା ସଫଳ ହୋଇଛି ବୋଲି ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ସୁସ୍ଥ ହୋଇ ଉଠିଥିବା କରୋନା ରୋଗୀଙ୍କ ରକ୍ତର ପ୍ଲାଜ୍‌ମା ବ୍ୟବହାର କରି ଏଣିକି କରୋନା ଆକ୍ରାନ୍ତ, ବିଶେଷ କରି ଗୁରୁତର ରୋଗୀମାନଙ୍କୁ, ସୁସ୍ଥ କରାଯାଇ…

କରୋନାରେ ଆଖି ବୁଜିଲା ୪ ମାସର ଶିଶୁ…

କୋଝିକୋଡ: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିକି ଦେଶରେ ମୃତକଙ୍କ ସଂଖ୍ୟା ୭୦୦ ଟପିଲାଣି। ଏହାରି ମଧ୍ୟରେ କରୋନା ପଜିଟିଭରେ ଆକ୍ରାନ୍ତ ହୋିଥିବା ଏକ ୪ ମାସର ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ଗତ ଗୁରୁବାର ଶିଶୁଟିର କରୋନା ରିପୋର୍ଟ ପଜିଟିଭ ଆସିଥିବାବେଳେ ଶୁକ୍ରବାର…

ସରପଞ୍ଚଙ୍କ ସହ କଥାହେଲେ ମୋଦି: ଇ-ଗ୍ରାମ…

ନୂଆଦିଲ୍ଲୀ: ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଦି ଦେଶର ସରପଞ୍ଚମାନଙ୍କ ସହ ମତ ବିନିମୟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାତୀୟ ପଞ୍ଚାୟତି ରାଜ ଦିବସରେ ଦେଶର ସମସ୍ତ ପଞ୍ଚାୟତ ମୁଖ୍ୟମାନଙ୍କୁ ଆଜି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଏ ଅବସରରେ ସେ "ଇ-ଗ୍ରାମ ସ୍ବରାଜ" ପୋର୍ଟାଲ୍‌ ଓ…

‘ଦୁଇ ଗଜର ଦୂ‌ରତା’ ଜରୁରୀ: ମୋଦି

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରୀୟ ପଞ୍ଚାୟତରାଜ ଦିବସ। ଏହି ଅବସରରେ ଭିଡିଓ କନଫରନ୍ସିଂ ଜରିଆରେ ଦେଶର ସମସ୍ତ ସରପଞ୍ଚଙ୍କୁ ସମ୍ବୋଧନ କରିଛନ୍ତି ନରେନ୍ଦ୍ର ମୋଦି। ସମ୍ବୋଧନ କରି ଦେଶର ସମସ୍ତ ସରପଞ୍ଚଙ୍କୁ ରାଷ୍ଟ୍ରୀୟ ପଞ୍ଚାୟତ ରାଜ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୋଦି। ଏହି  ଅବସରରେ ଆଜି ପ୍ରଧାନମନ୍ତ୍ରୀ…