Odisha Link
Bridging the Missing Links in Odisha
Daily Archives

August 2, 2020

ସେପ୍ଟେମ୍ବର ୧୯ରୁ IPL, ଚୀନ କମ୍ପାନୀ…

ଓଏଲ୍‌ ବ୍ୟୁରୋ: ଗୋଟିଏ ପଟେ ଚୀନ୍‌ ପ୍ରସ୍ତୁତ ଆପ୍‌କୁ ନିଷିଦ୍ଧ କରୁଥିବା ଭାରତ ଏଇ କରୋନା କାଳରେ ଆଇପିଏଲ୍‌ କ୍ରିକେଟ୍‌ ମ୍ୟାଚ୍‌ ପାଇଁ ଅଣ୍ଟା ଭିଡ଼ିଛି। ସେପ୍ଟେମ୍ବର ୧୯ ତାରିଖରୁ ନଭେମ୍ବର ୧୦ ତାରିଖ ଯାଏଁହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ୟୁନାଇଟେଡ୍‌ ଆରବ ଏମିରଟ୍‌ସ (ୟୁଏଇ)ରେ ଅନୁଷ୍ଠିତ ହେବ।…

ଗୋମାଂସ ଧରିଥିବା ସନ୍ଦେହରେ ହାତୁଡ଼ିରେ…

ଗୁରୁଗ୍ରାମ: ଗୋମାଂସ ନେଉଥିବା ସନ୍ଦେହ କରି ଜଣେ ୨୫ ବର୍ଷିୟ ଡ୍ରାଇଭରଙ୍କୁ ଅନ୍ୟ କେତେକ ଯୁବକ ହାତୁଡ଼ିରେ ମାଡ଼ ମାରିଥିଲେ। ମାଡ଼ ମାରୁଥିବା ସମୟର ଭିଡିଓ ପ୍ରଘଟ ହେବା ପରେ ପୁଲିସ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ କରିଛି। ପୁଲିସ ଏ ମାମଲାରେ ସଂପୃକ୍ତ ୫-୬ ଜଣଙ୍କୁ ଚିହ୍ନଟ କରିଥିବା ଦାବି…

ପାକିସ୍ତାନ ଟିଭି ଚାନେଲ୍‌ ହାକ୍: ପରଦାରେ…

ଓଏଲ୍‌ ବ୍ୟୁରୋ: ଚଳିତ ମାସରେ ଭାରତ ଓ ପାକିସ୍ତାନ ଉଭୟ ଦେଶର ସ୍ବାଧୀନତା ଦିବସ ପଡ଼ୁଥିବା ବେଳେ ଆଜି ପାକିସ୍ତାନର ପ୍ରସିଦ୍ଧ ଖବର ସଂସ୍ଥା 'ଡନ୍‌'ର ଟିଭି ଚାନେଲ୍‌ ହ୍ୟାକ୍‌ ହୋଇଛି। ଚାନେଲ୍‌ ହାକ୍‌ ହେବା ପରେ ଏଥିରେ ଭାରତର ଜାତୀୟ ପତାକା ଦେଖିବାକୁ ମିଳିଛି। ଏହା ଉପରେ 'ହାପ୍ପୀ ଇଣ୍ଡିପେଣ୍ଡେନ୍ସ ଡେ'…

ଚାରିଦିନ ତଳେ ପ୍ରଧାନମନ୍ତ୍ରୀଙ୍କ…

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସଂଗରୋଧରେ ରହିବାକୁ ଓ କୋଭିଡ୍‌ ପରୀକ୍ଷଣ କରାିବାକୁ ସେ ପରାମର୍ଶ ଦେଇଛନ୍ତି। ତେବେ ସେ ଚାରିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନକୁ ଯାଇଥିଲେ ବୋଲି ଜାତୀୟ…

୩ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଘରୋଇ କରଣ…

ନୂଆଦିଲ୍ଲୀ: ଦେଶରେ ବ୍ୟାଙ୍କିଙ୍ଗ ସେକ୍ଟରରେ ହେଉଥିବା କ୍ଷତିରୁ ମୁକୁଳିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସରକାରଙ୍କ ମତରେ ଯେତିକି କମ୍‌ ସରକାରୀ ବ୍ୟାଙ୍କ ରହିବ ସେତେ ଭଲ କାମ ହୋଇ ପାରିବ ଏବଂ ବ୍ୟାଙ୍କର ଆର୍ଥିକ ସ୍ଥିତିରେ ମଧ୍ୟ ସୁଦ୍ଧାର ଆସିବ। ଏହାକୁ ନଜରରେ ରଖି ନୀତି ଆୟୋଗ…

ତାମିଲନାଡ଼ୁ ରାଜ୍ୟପାଳଙ୍କୁ କରୋନା

ଚେନ୍ନାଇ: ତାମିଲନାଡ଼ୁ ରାଜ୍ୟପାଳ ବନଓ୍ବରିଲାଲ ପୁରୋହିତଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍‌ ମିଳିଛି। ତାଙ୍କୁ ହୋମ୍‌ ଆଇସୋଲେସନ୍‌ରେ ରାଜଭବନରେ ରଖାଯାଇଛି। ଏକ ସସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। ପୂର୍ବରୁ ରାଜଭବନର ୮୪ ଜଣ କର୍ମଚାରୀ କରୋନା ସଂକରମିତ ହୋଇଥିଲେ।ଏହାଜଣାପଡ଼ିବା ପରେ…

ଉତ୍ତରପ୍ରଦେଶ ବିଜେପି ସଭାପତିଙ୍କୁ କରୋନା

ଲକ୍ଷ୍ନୌ: ପୂର୍ବତନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀଙ୍କୁ କରୋନା ସଂକ୍ରମଣ ହେବା ଜଣାପଡ଼ିବାର କିଛି ସମୟ ପରେ ଉତ୍ତରପ୍ରଦେଶ ବିଜେପି ମୁଖ୍ୟ ସ୍ବତନ୍ତ୍ର ଦେବ ସିଂହଙ୍କୁ ମଧ୍ୟ ଏହି ମହାମାରୀ ସଂକ୍ରମଣ ହୋଇଥିବା ସୂଚନା ମିଳିଛି। ନିଜେ ଶ୍ରୀ ସିଂହ ଏ ନେଇ ଟୁଇଟରରେ ଜଣାଇଛନ୍ତି।…

ଅଗଷ୍ଟ ୩ରୁ ଅନଲାଇନ ସାଟ ଆଡ଼ମିସନ…

ଭୁବନେଶ୍ୱର: ସୋମବାର ଠାରୁ ଆରମ୍ଭ ହେବ ଶିକ୍ଷା ଓ ଅନୁସନ୍ଧାନ ଆଡ଼ମିସନ ଟେଷ୍ଟ (ସାଟ-୨୦୨୦)। ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ଟୁ ବି ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଏହି ଅନଲାଇନ ପରୀକ୍ଷା ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବିଭିନ୍ନ ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ପାଠ୍ୟକ୍ରମରେ ନାମଲେଖା…

ଅମିତ ଶାହ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଠାରେ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇଛି। ଏ ନେଇ ନିଜେ ଟୁଇଟ୍‌ କରି ଜଣାଇଛନ୍ତି ଶ୍ରୀ ଶାହ। ଗୁରୁଗ୍ରାମର ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କ ଠାରେ କରୋନା ଲକ୍ଷଣ ସନ୍ଦେହ ହେବାରୁ କୋଭିଡ୍-୧୯ ପରୀକ୍ଷଣ କରାଯାଇଥିଲା।…