Odisha Link
Bridging the Missing Links in Odisha
Daily Archives

September 13, 2020

ଚାଲିଗଲେ ଅଭିନେତା ଅଜିତ ଦାସ

ଭୁବନେଶ୍ବର: କରୋନା ଆକ୍ରାନ୍ତ ହୋଇ ଜୀବନ ହାରିଛନ୍ତି ପ୍ରସିଦ୍ଧ ଅଭିନେତା ଅଜିତ ନାରାୟଣ ଦାସ। ମଞ୍ଚ, ପରଦା, ଟେଲିଭିଜନ୍‌ରେ ଅଭିନୟ ସାଙ୍ଗକୁ ସିନେମା ଓ ନାଟ୍ୟ ନିର୍ଦ୍ଦେଶନା ତଥା ଅଭିନୟ ପ୍ରଶିକ୍ଷଣ ମାଧ୍ୟମରେ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରତିଷ୍ଠା ଅର୍ଜନ କରିଥିବା ଶ୍ରୀ ଦାସ ଆଜି ୭୧ ବର୍ଷ ବୟସରେ…

କର୍ଣ୍ଣାଟକରେ କରୋନାର ବିକଳ ଚିତ୍ର: ୩…

ବେଙ୍ଗାଲୁରୁ: ସାରା ଦେଶରେ କରୋଣା ସ୍ଥିତି ଅଣାୟତ୍ତ। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢ଼ିଚାଲିଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏସବୁ ଭିତରେ କର୍ଣ୍ଣାଟକରୁ ମହମାରୀ କରୋନାକୁ ନେଇ ଆସିଛି ଏକ ବିକଳ ଚିତ୍ର। ଗତ ୩ ମାସ ମଧ୍ୟରେ କର୍ଣ୍ଣାଟକର ବିଭିନ୍ନ ଘରୋଇ…

କରୋନା: ଚାଲିଗଲା ଆଉ ୧୦ ଜୀବନ, ରାଜ୍ୟରେ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ। ରାଜ୍ୟରେ ଅଗଷ୍ଟ ମାସ ପରି ସେପ୍ଟମ୍ବର ମାସରେ ମଧ୍ୟ କରୋନା ଗ୍ରାଫ୍‌ ଉପର ମୁହାଁ। ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୯୧୩ ନୂଆ କରୋନା ପଜିଟିଭ ଆଜି ରବିବାର ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ ଆଜି…

ବଡ଼ ଖବର: ରାଜ୍ୟରେ ଦେଢ଼ ଲକ୍ଷ ଟପିଲା…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ। ରାଜ୍ୟରେ ଅଗଷ୍ଟ ମାସ ପରି ସେପ୍ଟମ୍ବର ମାସରେ ମଧ୍ୟ କରୋନା ଗ୍ରାଫ୍‌ ଉପର ମୁହାଁ। ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୯୧୩ ନୂଆ କରୋନା ପଜିଟିଭ ଆଜି ରବିବାର ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ…

ଆଜି ନିଟ୍‌ ପରୀକ୍ଷା: ରାଜ୍ୟର ୭ଟି ସହରରେ…

ଭୁବନେଶ୍ବର: କରୋନା କଟକଣା ଭିତରେ ଆଜି ଅନୁଷ୍ଠିତ ହେବ ନିଟ୍‌ ପରୀକ୍ଷା। ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ସାରା ଦେଶରେ ୩୮୪୨ କେନ୍ଦ୍ରରେ ୧୫ ଲକ୍ଷ ୯୭ ହଜାର ୪୩୩ ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିବା ବେଳେ ଓଡ଼ିଶାରୁ ୩୭ ହଜାର ୪୫୯ ଜଣ ଛାତ୍ରଛାତ୍ରୀ…

୬୪ ବର୍ଷରେ ପୁଣି ବାପା ହେଲେ ତଥାଗତ

ଭୁବନେଶ୍ବର: ପୂର୍ବତନ ସାଂସଦ ତଥା ଦୈନିକ ଖବରକାଗଜ 'ଧରିତ୍ରୀ'ର ସମ୍ପାଦକ ତଥାଗତ ସତପଥୀ ପୁଣିଥରେ ପିତୃତ୍ବର ଗୌରବ ଲାଭ ଅର୍ଜନ କରିଛନ୍ତି। ୧୨ ସେପ୍ଟେମ୍ବର ଅପରାହ୍ନରେ ସେ ଏକ କନ୍ୟା ସନ୍ତାନର ଜନକ ହୋଇଛନ୍ତି। ଏନେଇ ନିଜେ ଶ୍ରୀ ସତପଥୀ ଟୁଇଟ କରି ସୂଚନା ଦେଇଛନ୍ତି। ନିଜର ଝିଅର ନାମ ଆଭ୍ୟା ନନ୍ଦିନୀ…

ପୁଣି ଅସୁସ୍ଥ ହେଲେ ଅମିତ ଶାହ, ଏମ୍‌ସରେ…

ନୂଆଦିଲ୍ଲୀ: ପୁଣି ଅସୁସ୍ଥ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ପୁଣିଥରେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ସ୍ବାସ୍ଥ୍ୟଗତ ସମସ୍ୟା ହେତୁ ତାଙ୍କୁ ରାତିପ୍ରାୟ ୧୧ଟା ସମୟରେ ଏମ୍‌ସରେ ଭର୍ତ୍ତି କରାଯାଇଛି ସୂଚନା ରହିଛି। ସୂଚନାଥାଉକି, ଅଗଷ୍ଟ ୨ରେ…

ଦିନକରେ ୯୪ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ…

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ କରୋନା ସଂକ୍ରମଣ। ଦିନକୁ ଦିନ ଦେଶରେ ବଢ଼ି ଚାଲିଛି କରୋନା ପଜିଟିଭଙ୍କ ସଂଖ୍ୟା। ଏପରିକି ଦୈନିକ ସଂକ୍ରମଣରେ ଭାରତ ଏକ ନମ୍ବର ସ୍ଥାନରେ ଆସିଛି ପହଁଞ୍ଚିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୪୭ଲକ୍ଷ ୫୪ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।…