Odisha Link
Bridging the Missing Links in Odisha
Daily Archives

October 10, 2020

ପୋକ ଖାଇଗଲା ୧୫ କ୍ୱିଣ୍ଟାଲ…

କେନ୍ଦ୍ରାପଡ଼ା: ବିପନ୍ନଙ୍କ ପାଇଁ ଆସିଥିବା କ୍ୱିଣ୍ଟାଲ୍‌ କ୍ୱିଣ୍ଟାଲ୍‌ ଚୁଡ଼ା-ଗୁଡ଼ ବଣ୍ଟା ନ ହୋଇ ବ୍ଲକ୍‌ କାର୍ଯ୍ୟାଳୟରେ ଖତ ଖାଉଛି। କେନ୍ଦ୍ରାପଡ଼ା ବ୍ଲକ କାର୍ଯ୍ୟାଳୟରେ ଗଚ୍ଛିତ ଥିବା ୧୫ କ୍ୱିଣ୍ଟାଲ ଚୁଡ଼ା ନଷ୍ଟ ହୋଇଛି।  ବାତ୍ୟାରେ କ୍ଷତିଗ୍ରସ୍ତ ୨୭ ପଞ୍ଚାୟତରେ ବିପନ୍ନଙ୍କୁ ରିଲିଫ ସାମଗ୍ରୀ…

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ହସ୍ତକ୍ଷେପ…

ଭୁବନେଶ୍ୱର : ବିଧାନସଭାରେ ଗୃହୀତ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ-୨୦୨୦କୁ କାର୍ଯ୍ୟକ୍ଷମ ନକରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚିଠି ଲେଖି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଦାବି କରିଛନ୍ତି। କେନ୍ଦ୍ର…

କୋଠା ସିଲ୍ ନିଷ୍ପତ୍ତି ପ୍ରଶାସନର:…

ଭୁବନେଶ୍ୱର : କୌଣସି କୋଠାକୁ ସିଲ୍‍ କରିବା ହେଉଛି ସମ୍ପୂର୍ଣ୍ଣ ପ୍ରଶାସନିକ ନିଷ୍ପତ୍ତି ଏବଂ ଏ ସଂକ୍ରାନ୍ତରେ ବିଜେଡି କୌଣସି ମତାମତ ଦେବାକୁ ଚାହେଁ ନାହିଁ । ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଏହା କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ । ଦେଓ କହିଛନ୍ତି…

ୱେବିନାର ମାଧ୍ୟମରେ ପାଳିତ ହେବ…

ଭୁବନେଶ୍ବର : ସାଲିସ୍‌ ବିହୀନ ଜନନେତା , ଗରିବ ଖଟିଖିଆ ମେହନତୀ ମଣିଷର ଆଜୀବନ ସାଥୀ, ଐତିହାସିକ ସୀମା ଆନ୍ଦୋଳନର ସମର୍ପିତ କାଣ୍ଡାରୀ, ଇତିହାସ ସିଦ୍ଧ ଶ୍ରମିକ ନେତା, ଉତ୍କଳ ସମ୍ମୀଳନୀର ପ୍ରାକ୍ତନ ସଭାପତି, ପୂର୍ବତନ ମନ୍ତ୍ରୀ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଅମୃତ ଅମ୍ଳାନ ସ୍ମୃତିକୁ ଉଜ୍ଜିବୀତ କରି…

ପୁଣି ଥରେ ସିନେ ପରଦାରେ ନଜର ଆସିବ…

ନୂଆଦିଲ୍ଲୀ: କରୋନା କଟକଣା ଯୋଗୁ ସାରା ଦେଶରେ ସିନେମା ହଲ ଗୁଡ଼ିକ ବନ୍ଦ ରହିଛି। ଆସନ୍ତା ୧୫ ତାରିଖରେ ସମସ୍ତ ସିନେମା ହଲ ଗୁଡ଼ିକ ଖୋଲାଯିବ ।ତେବେ କିଛି ରାଜ୍ୟ ପୂର୍ବଭଳି ଅକ୍ଟୋବର ୩୧ ଯାଏ ଏଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଯେଉଁ ସବୁ ସ୍ଥାନରେ ସିନେମା ହଲ ଅକ୍ଟୋବର ୧୫ରେ ଖୋଲିବ,…

ଭୁବନେଶ୍ୱରରୁ ୩୨୧ କରୋନା ଆକ୍ରାନ୍ତ…

ଭୁବନେଶ୍ୱର : ରାଜଧାନୀରୁ ଆଉ ୩୨୧ କରୋନା ଆକ୍ରାନ୍ତ ଚିହ୍ନଟ। ସେଥିରୁ କ୍ୱାରେଣ୍ଟାଇନ୍‌ରୁ ୮୩ ଓ ଲୋକାଲ କଣ୍ଟାକ୍ଟ ୨୩୮ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍‌ କରିଛି। ଏହାଛଡ଼ା ୩୩୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛି। ଆଚାର୍ଯ୍ୟ ବିହାରରୁ ୬, ବମିଖାଲରୁ ୯, ଚନ୍ଦ୍ରଶେଖରପୁରରୁ ୭, ଭରତପୁରରୁ…

ବିଜେଡି ଅଫିସ୍ କେବେ ସିଲ୍ ହେବ :…

ଭୁବନେଶ୍ୱର :ବିଜେଡି ଅଫିସ କେବେ ସିଲ୍ ହେବ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ତାଙ୍କ ଅଫିସ ସିଲ ହେବା ପରେ ସେ ପ୍ରତିକ୍ରିୟା ରଖିଛନ୍ତି । ଅପରାଜିତା ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ସିଲ୍ ଅଫିସ୍ ସାମ୍ନାର ବାହାରେ ବସି ପ୍ରେସମିଟ୍ କରିବା ଅବସରରେ ୧୭ଟି ଫଟୋ ଏବଂ ଗୋଟିଏ…

୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ୱେଲମାର୍କରେ ପରିଣତ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପଟି ଅବପାତରେ ପରିଣତ ହେବା ନେଇ ସମ୍ଭାବନା ରହିଛି । ପରେ ପଶ୍ଚିମ -ଉତ୍ତର ପଶ୍ଚିମକୁ ଗତି କରି ୧୨ରେ ଆନ୍ଧ୍ର ଉପକୂଳ ଛୁଇଁବ । ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ…

ସୋଆ ପକ୍ଷରୁ ଫ୍ୟାକଲ୍ଟି ଡେଭଲପ୍‌ମେଣ୍ଟ…

ଭୁବନେଶ୍ୱର : କୋଭିଡ-୧୯ ମହାମାରୀ ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସଟି)ରେ ୫ ଦିନିଆ ଏଆଇସିଟିଇ ଟ୍ରେନିଂ ଓ ଲର୍ନିଂ (ଅଟଳ) ଫ୍ୟାକଲ୍ଟି ଡେଭଲପ୍‌ମେଂଟ ପ୍ରୋଗ୍ରାମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ବିଷୟ ବସ୍ତୁ ଥିଲା “ଜିଓଗ୍ରାଫିକାଲ୍ ଇନ୍‌ଫର୍ମେସନ୍ ସିଷ୍ଟମ୍‌,…

ଲକଡାଉନ ସମୟରେ ମାଗଣାରେ ଶିକ୍ଷାଦାନ…

ଭୁବନେଶ୍ୱର : ଲକଡାଉନ ଯୋଗୁଁ ୫ ମାସରୁ ଉର୍ଦ୍ଧ୍ୱ ହେବ ରାଜ୍ୟର ବିଦ୍ୟାଳୟ ସବୁ ବନ୍ଦ ରହିଛି ଯାହାକି ପିଲାମାନଙ୍କୁ ପାଠ ପଢାରୁ ବଞ୍ଚିତ କରି ରଖିଛି । ଏମିତି ସମୟରେ ବଲାଙ୍ଗିର ଜିଲ୍ଲାର ଫୁଲ୍‌ଝରନ୍ ଗ୍ରାମର ୨୧ ବର୍ଷୀୟା ଯୁବତୀ ଡିଲେଶ୍ୱରୀ ଧରୁଆଙ୍କ ପିଲାମାନଙ୍କ ମଧ୍ୟରେ ଶିକ୍ଷଣ ବ୍ୟବଧାନକୁ ଦୂର…