Odisha Link
Bridging the Missing Links in Odisha
Daily Archives

October 10, 2020

୨ ମାସରେ ଦୁଷ୍କର୍ମ ତଦନ୍ତ ସାର:କେନ୍ଦ୍ର

ଭୁବନେଶ୍ୱର: ଦିନକୁ ଦିନ ମହିଳାଙ୍କ ପ୍ରତି ହିଂସା ବଢ଼ିବାରେ ଲାଗିଛି । ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଚିଠି କରାଯାଇଛି । ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଯୌନ ନିର୍ଯାତନା ଅଭିଯୋଗ ଥିଲେ ପୁଲିସ ଏତଲା ଗ୍ରହଣ କରିବାକୁ ବାଧ୍ୟ । ଘଟଣା ଥାନା ଅଞ୍ଚଳ ବାହାରେ ହୋଇଥିଲେ…

ରେଭେନ୍ସା ବିଶ୍ବବିଦ୍ୟାଳୟ: ଡ଼ାକଯୋଗେ…

କଟକ: କରୋନା ମହାମାରୀ ପାଇଁ ଚଳିତ ବର୍ଷ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ କରାଯାଇଥିଲା । ତେଣୁ ସମସ୍ତ ବିଶ୍ବବିଦ୍ୟାଳୟଗୁଡ଼ିକରେ ବିଳମ୍ବରେ ନାମ ଲେଖା ଆରମ୍ଭ ହେଉଛି। ତେବେ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମଲେଖା ପ୍ରକ୍ରିୟାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେଉଛି । ଡ଼ାକଯୋଗେ ସମସ୍ତଙ୍କୁ ମୂଳ ପ୍ରମାଣପତ୍ର…

ହାଥରସ ଘଟଣା ଏକ ଅନରକିଲିଂ: ଓକିଲ ଏପି…

ହାଥରସ: ଦିଲ୍ଲୀ ନିର୍ଭୟା ମାମଲାରେ ଅଭିଯୁକ୍ତଙ୍କ କେସ୍ ଲଢ଼ିଥିବା ଓକିଲ ଏପି ସିଂହ ଆଜି ହାଥରସ ଗଣଦୁଷ୍କର୍ମ ମାମଲାରେ ବିବାଦୀୟ ବୟାନ ଦେଇଛନ୍ତି। ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ଘରେ ପହଞ୍ଚିଛନ୍ତି ଏପି ସିଂହ। ହାଥରସ ଘଟଣା ଅନରକିଲିଂ ବୋଲି ଏପି ସିଂହ କହିଛନ୍ତି। ଏଥିସହ ଓକିଲ ଏପି…

ମୋଦୀଙ୍କୁ ରାହୁଲଙ୍କ ଟାର୍ଗେଟ: ବୁଲେଟ୍‌…

ନୂଆଦିଲ୍ଲୀ: କରୋନା କାଳରେ ବିଭିନ୍ନ ପ୍ରସଙ୍ଗକୁ ବିଜେପିକୁ ଟାର୍ଗେଟ କରି ଆସୁଛି କଂଗ୍ରେସ। ଆଜି ପୁଣିଥରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି। ହେଲେ ଏଥର ରାହୁଲ ପିଏମ୍‌ ମୋଦୀଙ୍କ ଭିଆଇପି କଲଚରକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ କଡା…

ମହିଳା ସୁରକ୍ଷାକୁ ନେଇ ସବୁ ରାଜ୍ୟକୁ…

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ହାଥରସ ଗଣଦୁଷ୍କର୍ମ ମାମଲାରେ ଦେଶବ୍ୟାପି ବିରୋଧ ଜାରି ରହିଛି। ଏହି ସମୟରେ ମହିଳା ସୁରକ୍ଷାକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଗୃହ ମନ୍ତ୍ରାଳୟ ଆଜି ସବୁ ରାଜ୍ୟ ତଥା କେନ୍ଦ୍ର ଶାସିତ ରାଜ୍ୟର ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ଯେ ମହିଳାଙ୍କ…

କୋଭିଡ୍‌ ଅପରାଧୀ: ସାଂସଦଙ୍କ…

ଭୁବନେଶ୍ବର: କୋଭିଡ୍‌ ନିୟମ ଅମାନ୍ୟ କରିବା ଅଭିଯୋଗରେ ସାଧାରଣ ଜନତାଙ୍କ ଉପରେ ପୁଲିସ ପ୍ରଶାସନ ଦାଉ ସାଧୁଥିବା ବେଳେ ରାଜନେତାଙ୍କ ବେଳକୁ ଲାଙ୍ଗୁଡ଼ ଜାକି ଶୋଇବାର ଯଥେଷ୍ଟ ପ୍ରମାଣ ରହିଛି। ରାଜଧାନୀର ଗଳି କନ୍ଦିରେ ସଂଧ୍ୟା ସମୟରେ ଲୁଚିଛପି ପୁଲିସ ତଥାକଥିତ ଅମାନିଆ ଜନତାଙ୍କ ଉପରକୁ ହଠାତ୍‌ ଝାମ୍ପି ପଡ଼ି…

କଳାକାରଙ୍କୁ ମିଳିବ ଆଗୁଆ ଭତ୍ତା

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଆର୍ଥିକ ସ୍ଥିତିର ବିଚାର ପୂର୍ବକ କଳାକାରମାନଙ୍କୁ ଆଗୁଆ କଳାକାର ଭତ୍ତା ପ୍ରଦାନ କରାଯିବ। ଡିସେମ୍ବର ପର୍ଯ୍ୟନ୍ତ କଳାକାର ଭତ୍ତା ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛି ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ପୂର୍ବରୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା…

ବ୍ୟବସାୟୀ ମାତୃଭାଷା କହିବାକୁ ଅରାଜି…

ମୁମ୍ବାଇ: ଗତକାଲି ମୁମ୍ବାଇର ଏକ ଗହଣା ବ୍ୟବସାୟୀ ଜଣେ ଗ୍ରାହକଙ୍କୁ ଆଞ୍ଚଳିକ ଭାଷା ମରାଠୀରେ କଥା ହେବାକୁ ମନା କରିଥିଲେ। ଏକ ଗହଣା ଦୋକାନକୁ ଗ୍ରାହକ ସାଜି ଯାଇଥିବା ଲେଖିକା ଶୋଭା ଦେଶପାଣ୍ଡେକୁ ଏହା ମର୍ମାହତ କରିଥିଲା ଏବଂ ସେ ଏହାର ବିରୋଧ କରିଥିଲେ। ଫଳରେ ଉକ୍ତ ଦୋକାନୀ ଜଣକ ତାଙ୍କୁ ଦୋକାନରୁ…

ମୋରାଟୋରିୟମ୍‌‌ ଉପରେ ଅଧିକ କୋହଳ…

ନୂଆଦିଲ୍ଲୀ: ମୋରାଟୋରିୟମ୍ ଅବଧି ଉପରେ ଆଉ ଅଧିକ କୋହଳ ସମ୍ଭବ ନୁହେଁ। ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରାଯାଇଛି। ଏହି ଆଫିଡେଭିଟ୍ ରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ସରକାର ବିଭିନ୍ନ କ୍ଷେତ୍ରକୁ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ପ୍ୟାକେଜ୍ ଦେଇଛନ୍ତି।…

କୋଭିଡ଼ ଆଇନ ଉଲ୍ଲଂଘନ ମାମଲା: କ୍ଷମା…

ଭୁବନେଶ୍ବର: ବିଧାୟକଙ୍କ ନାଁରେ କୋଭିଡ଼ ଆଇନ ଉଲ୍ଲଂଘନ ମାମଲା ପ୍ରସଙ୍ଗରେ ନୂଆ ମୋଡ଼ ନେଇଛି। ଏନେଇ କ୍ଷମା ମାଗିଲେ ସତ୍ୟବାଦୀ ବିଜେଡି ବିଧାୟକ ଉପାକାନ୍ତ ସାମନ୍ତରାୟ। ଏନେଇ ବିଧାୟକ କହିଛନ୍ତି ଯେ, କରୋନା ସଂକ୍ରମିତ ଥାଇ ସ୍ବର୍ଗଦ୍ବରରେ ପହଞ୍ଚିବା ଭଲୁ ଥିଲା। ମହାରଥୀଙ୍କ ବିୟୋଗରେ ଭାବବିହ୍ବଳ…