Odisha Link
Bridging the Missing Links in Odisha
Daily Archives

October 10, 2020

ସଡ଼କ ଦୁର୍ଘଟଣା: ବସ ଓଲଟି ୩ ମୃତ, ୧୨ଆହତ

ଉତ୍ତରପ୍ରଦେଶ: ଅଲୀଗଡ଼ ଜିଲ୍ଲା ଥାନା ଅନ୍ତର୍ଗତ ଟପ୍ପଲ ଅଞ୍ଚଳରେ ୟମୁନା ଏକ୍ସପ୍ରେସ ରାସ୍ତାରେ ଆଜି ଭୋର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଏକ ଘରୋଇ ବସର ଟାୟାର ଫାଟିଯିବାରୁ ଭାରସାସ୍ୟ ହରାଇ ତାହା ଓଲଟି ପଡ଼ିବାରୁ ଦୁର୍ଘଟଣାରେ ୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଏହା ସହିତ ୧୨ ରୁ ଅଧିକ ଯାତ୍ରୀ…

ସିଲ୍ ହେଲା ଅପରାଜିତା ଷଡ଼ଙ୍ଗୀଙ୍କ…

ଭୁବନେଶ୍ୱର: ସିଲ୍ ହେଲା ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସାଂସଦଙ୍କ ପଳାସପଲ୍ଲୀ ସ୍ଥିତ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି। ଘଟଣାସ୍ଥଳରେ ବିଏମସି ପହଁଚି। କମିଶନରେଟ ପୋଲିସ ସହାୟତାରେ କାର୍ଯ୍ୟାଳୟ ସିଲ୍‌ କରିଛି। କାର୍ଯ୍ୟାଳୟରେ କୋଭିଡ୍ ନିୟମ ଉଲଂଘନ…

ପେଟ୍ରୋଲ ପମ୍ପ ବିସ୍ପୋରଣ ଘଟଣା:…

ଭୁବନେଶ୍ୱର: ରାଜଭବନ ପାଖ ପେଟ୍ରୋଲ ପମ୍ପରେ ବିସ୍ପୋରଣ ଘଟଣାରେ କମିଶନ୍‌ରେଟ୍ ପୋଲିସର ତଦନ୍ତ ଜାରି ରଖିଛି। ଫରେନ୍‌ସିକ୍‌ ଟିମ୍ ଓ କ୍ୟାପିଟାଲ ଥାନା ପକ୍ଷରୁ ସ୍ୱତନ୍ତ୍ର ଟିମ୍ ତଦନ୍ତ କରୁଛନ୍ତି। ମିଳିଥିବା ମାଂସ ଟୁକୁଡା ଓ ହାଡ଼କୁ ଫରେନ୍‌ସିକ୍‌ ଲ୍ୟାବ୍‌କୁ ପଠାଯାଇଛି। ଡିଏନ୍‌ଏ ଟେଷ୍ଟ ହେବ ବୋଲି…

ବଡ ଖବର: ରାଜ୍ୟରେ ହଜାରେ ଟପିଲା ମୃତକଙ୍କ…

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ଆଉ ୧୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୦୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ରାଜ୍ୟରେ କରୋନା: ୨୮୫୪ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୨୮୫୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪୯୬୯୩ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୬୫୯ଜଣ…

ୱେଲ୍ ମାର୍କଡ ଲୋ ପ୍ରେସର ହେଲା ଲଘୁଚାପ,…

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନିଭୂତ ହେବାରେ ଲାଗିଛି। ୱେଲ୍ ମାର୍କଡ ଲୋ ପ୍ରେସର ବା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି ଏହି ଲଘୁଚାପ। ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଅବପାତରେ ପରିଣତ ହେବ। ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ ଲଘୁଚାପ।…

ଦେଶରେ କରୋନା: ଦିନକରେ ୭୩୨୭୨ ଆକ୍ରାନ୍ତ…

ନୂଆଦିଲ୍ଲୀ: ଦିନକୁ ଦିନ ହୁ ହୁ ବ‌ଢ଼ୁଛି କରୋନା ଆକ୍ରାନ୍ତ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ଦେଶରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭ ହଜାର ୪୧୬କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୩ ହଜାର ୨୭୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୨୬ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର…

୬୬ ବର୍ଷରେ ପାଦ ଥାପିଲେ ରେଖା

ମୁମ୍ବାଇ: ୬୬ ବର୍ଷରେ ପାଦ ଥାପିଲେ ବଲିଉଡର ଏଭର-ଗ୍ରୀନ୍ ଅଭିନେତ୍ରୀ ରେଖା।। ୧୯୫୪ ମସିହା ଅକ୍ଟୋବର ୧୦ ତାରିଖରେ ରେଖା ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିଲେ। ୧୯୬୬ ମସିହାରେ ତେଲୁଗୁ ଚଳଚ୍ଚିତ୍ର ରଙ୍ଗୁଲା ରତ୍ନମରେ ଶିଶୁ ଅଭିନେତ୍ରୀ ଭାବରେ ଅଭିନୟ ଜଗତରେ ଡେବ୍ୟୁ କରିଥିଲ ରେଖା। ୧୮୦ ରୁ ଅଧିକ…

୩ ଦିନ ପାଇଁ ଭିସୁଟ୍ ବନ୍ଦ

ବୁର୍ଲା: ୩ ଦିନ ଯାଏଁ ବନ୍ଦ ରହିବ ଭିସୁଟ୍। ଭିସୁଟରୁ ଏକାଧିକ କରୋନା ପୋଜେଟିଭ ଚିହ୍ନଟ ହେବା ପରେ ୩ ଦିନ ଯାଏଁ ବନ୍ଦ ନିଷ୍ପତ୍ତି ନେଲେ ଭିସୁଟ କତ୍ତୃପକ୍ଷ। ଗତକାଲି ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ କରୋନା ସମ୍ପର୍କିତ ବୈଠକ ହୋଇଥିଲା। ଏହି ବୈଠକରେ ଆସନ୍ତା ସୋମବାର ଦିନ ଯାଏ…

କୁଲଗାମରେ ଏନକାଉଣ୍ଟର: ୨ ଆତଙ୍କବାଦୀ…

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର କୁଲଗାମ ଚିଙ୍ଗାମ ସେକ୍ଟରରେ ମାଓବାଦୀଙ୍କ ସହ ସୁରକ୍ଷା ବାହିନୀ ମୁହାଁମୁହିଁ ହୋଇଥିଲେ। ଆଜି ସକାଳେ ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ଏଥିସହ ଘଟଣାସ୍ଥଳରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ…