Odisha Link
Bridging the Missing Links in Odisha

ଜୟନ୍ତ ଜେନାଙ୍କୁ ଆଇନ ସଂଯୋଜକ ଦାୟିତ୍ୱ ଦେଲା ବିଜେପି

ଭୁବନେଶ୍ୱର : ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ନିମନ୍ତେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଆଇନଜୀବୀ ଜୟନ୍ତ ଜେନାଙ୍କୁ  ଆଇନ ସଂଯୋଜକର ଦାୟିତ୍ୱ ପ୍ରଦାନ କରାଯାଇଛି ।

ସେ ଦଳ ପକ୍ଷରୁ ନିର୍ବାଚନ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରିବେ ।

 

Comments are closed.