Odisha Link
Bridging the Missing Links in Odisha
Daily Archives

October 17, 2020

କରୋନା: ରାଜ୍ୟରେ ୨୮୪୨ସୁସ୍ଥ, ୨,୪୪,୨୨୭…

ଭୁବନେଶ୍ୱର: ଆଜି ରାଜ୍ୟରେ କରୋନାରୁ ୨୮୪୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୪ହଜାର ୨୨୭କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।…

ଜାନୁଆରୀ ୧ ସୁଦ୍ଧା ଜମି ଅଧିଗ୍ରହଣ ସାର:…

ପୁରୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିରର ଚତୁଃପାର୍ଶ୍ବ କାର୍ଯ୍ୟ ତଦାରଖ କରିଛନ୍ତି। ପୁରୀର ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ହେରିଟେଜ୍‌ କରିଡର ଅନୁଧ୍ୟାନ କରିବା ପରେ ବେଢ଼ା…

ଦାଦାବଟି ଆଦାୟ: ବରମୁଣ୍ଡାରୁ ଆଉ ୪ ଗିରଫ

ଭୁବନେଶ୍ୱର: ଆଜି ଅପରାହ୍ନରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟକୁ ଏକ୍ସଟର୍ସନ ଟିମ ଉଠାଇ ନେଇଥିବା ବେଳେ ବରମୁଣ୍ଡାରୁ ଆଉ ୪ ଜଣ ଅସାମାଜିକ ତତ୍ୱଙ୍କୁ ପୋଲିସ ଉଠାଇ ନେଇଛି। ଏହି ଯୁବକ ମାନେ ରାଜ୍ୟ ବାହାରକୁ ଚଳାଚଳ କରୁଥିବା ବସ ଗୁଡିକ ନିକଟରୁ ୨ ହଜାର ଟଙ୍କା ଆଦାୟ କରୁଥିଲେ। ଏହା ସହିତ ସାଧାରଣ…

ଉପନିର୍ବାଚନ: ମିଟିଂ ପାଇଁ ଲାଗିଲା କଟକଣା

ଭୁବନେଶ୍ବର: ଉପନିର୍ବାଚନରେ ରାଜନୈତିକ ସଭା ନେଇ ଗାଇଡଲାଇନ ଜାରି କରାଯାଇଛି। ସଭା ନେଇ ଗାଇଡଲାଇନ ଜାରି କଲେ ସ୍ବତନ୍ତ୍ର ରିଲିଫ୍‌ କମିଶନର। ଗାଇଡଲାଇନ ଅନୁସାରେ କୌଣସି ହଲ୍, ସଭାଗୃହରେ ମିଟିଂ କଲେ ୫୦% ଲୋକଙ୍କୁ ଅନୁମତି ଦିଆଯାଇଛି। ହଲର ୫୦% ସିଟ୍‌ ପାଇଁ ସର୍ବାଧିକ ୨ଶହ ଲୋକଙ୍କୁ ଅନୁମତି ମିଳିବ।…

ଭୁବନେଶ୍ୱରରୁ ଆଜି ୨୧୬ କରୋନା ପଜିଟିଭ୍‌…

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ୱରରୁ ମୋଟ୍‌ ୨୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୫୫ ଜଣ ସଂଗରୋଧ ଓ ୧୬୧ ଜଣ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।…

ଭାରତରେ ରୁଷ କରୋନା ଟୀକାର ପରୀକ୍ଷଣ ପାଇଁ…

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଥିବା ବେଳେ ଭୂତାଣୁ ମାରିବା ପାଇଁ ଟିକା ପ୍ରସ୍ତୁତି ଲାଗିଛନ୍ତି ବିଭିନ୍ନ ଦେଶ। ହେଲେ ଏଯାଏଁ ଟିକା ବାହାରି ପାରି ନାହିଁ। ଏହାର ଭିତରେ ଭାରତରେ ଋଷ କରୋନା ଟୀକାର ପରୀକ୍ଷଣ ପାଇଁ ଅନୁମତି ମିଳିଛି। ‘ସ୍ପୁଟନିକ ଭି’ ଟିକାର ଦ୍ୱିତୀୟ ଓ ତୃତୀୟ…

ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ

ପୁରୀ: ଆଜି ପୁରୀ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ କରାଯାଇଛି। ଅଠରନଳା ନିକଟରେ ୧୦ରୁ ଅଧିକ ଯୁବକ ମୁଖ୍ୟ ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ କରିଛନ୍ତି। କଳା ପତାକା ଧରି କାର୍‌ କେଡ୍‌ ସାମ୍ନାକୁ ପଶିଆସିଥିଲେ ଯୁବକ। ରାସ୍ତା ଉପରେ ବିକ୍ଷୋଭକାରୀଙ୍କ ସହ ପୋଲିସର ଧସ୍ତାଧସ୍ତି…

ନିୟମ ଉଲ୍ଲଘଂନକାରୀଙ୍କ ବିରୁଦ୍ଧରେ ଦୃଢ଼…

ଭୁବନେଶ୍ୱର: ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ସମୟରେ ଶାସକ ବିଜେଡି ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସ ଜିଲ୍ଲା ନିର୍ବାଚନ ଅଫିସ ଆଗରେ ନିର୍ବାଚନ ଆଚରଣ ବିଧିକୁ ଖୋଲା ଖୋଲି ଭାବେ ଉଲ୍ଲଘଂନ କରିଛନ୍ତି । ମୁଖ୍ୟ ନିର୍ବାଚନ ଆୟୋଗ କରୋନା ପାଇଁ ଏକ ଗାଇଡଲାଇନ ପ୍ରସ୍ତୁତ କରିଥିଲେ ମଧ୍ୟ…

କରୋନା: ୫୦% ଲୋକଙ୍କର ବଢ଼ିଛି ଆଣ୍ଟିବଡି

ମାଲକାନଗିରି: ମାଲକାନଗିରିରେ ୫୦% ଲୋକଙ୍କର ବଢ଼ିଛି ଆଣ୍ଟିବଡି। ଆଣ୍ଟିବଡି ବଢ଼ିଥିବା ନେଇ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି। ଗତ ୬, ୭ ଓ ୮ ତାରିଖରେ ମାଲକାନଗିରି ପୌରାଞ୍ଚଳରେ ସେରୋଲୋଜିକାଲ୍‌ ସର୍ଭେ ହୋଇଥିଲା। ୧୬୧୩ ଲୋକଙ୍କଠାରୁ ସାମ୍ପଲ୍‌ ସଂଗ୍ରହ କରାଯାଇ ପରୀକ୍ଷା ହୋଇଥିଲା। ୧୦୧୮…

ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ: ଆଜି ପୁରୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିର ଚତୁଃପାର୍ଶ୍ବର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି। ପୁରୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଚଉହଦୀରେ ହୋଇଥିବା ବିଭିନ୍ନ କାର୍ଯ୍ୟ ବୁଲି ଦେଖିଥିଲେ। ଏହାପରେ…