Odisha Link
Bridging the Missing Links in Odisha

ଦାଦାବଟି ଆଦାୟ: ବରମୁଣ୍ଡାରୁ ଆଉ ୪ ଗିରଫ

ଭୁବନେଶ୍ୱର: ଆଜି ଅପରାହ୍ନରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟକୁ ଏକ୍ସଟର୍ସନ ଟିମ ଉଠାଇ ନେଇଥିବା ବେଳେ ବରମୁଣ୍ଡାରୁ ଆଉ ୪ ଜଣ ଅସାମାଜିକ ତତ୍ୱଙ୍କୁ ପୋଲିସ ଉଠାଇ ନେଇଛି। ଏହି ଯୁବକ ମାନେ ରାଜ୍ୟ ବାହାରକୁ ଚଳାଚଳ କରୁଥିବା ବସ ଗୁଡିକ ନିକଟରୁ ୨ ହଜାର ଟଙ୍କା ଆଦାୟ କରୁଥିଲେ। ଏହା ସହିତ ସାଧାରଣ ଲୋକ ଦାଦାବଟି ବିରୋଧରେ ସାମ୍ନାକୁ ଆସି ଅଭିଯୋଗ କରନ୍ତୁ ବୋଲି କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି।

Comments are closed.