Odisha Link
Bridging the Missing Links in Odisha

କାରରୁ ଗଞ୍ଜେଇ ଜବତ, ୨ ଗିରଫ

ଭୁବନେଶ୍ୱର: ସବୁବେଳେ ଚଳ ଚଞ୍ଚଳ ରହୁ ଥିବା ଭୁବନେଶ୍ୱରରୁ ଗଞ୍ଜେଇ ଜବତ କରିଛି ପୁଲିସ। ଆଜି ୨ଟି ଦାମୀ କାରରୁ ୧୪ କିଲୋ ଗଞ୍ଜେଇ ଜବତ କରାଯାଇଛି।

ପୁଲିସ ଚୋରା ଚାଲଣା ବେଳେ ସହିଦ ନଗରର ଥାନା ବାଙ୍କୁଆଳରୁ ଜବତ କରିଛି। ପୁଲିସ ୨ ଜଣଙ୍କୁ ଗିରଫ କରି ପଚରା ଉଚୁରା କରୁଛି।

Comments are closed.