Odisha Link
Bridging the Missing Links in Odisha
Browsing Tag

Ganja Seized

୯୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ଓଏଲ୍‌ ବ୍ୟୁରୋ: ବୌଦ୍ଧ ପୁଲିସକୁ ବଡ ସଫଳତା। ପାଖାପାଖି ୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ପୁଲିସ। ଏହି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୁରୁଣା କଟକ ଥାନା ମାଧପୁର ନିକଟରୁ ୯୦ କେଜି ଗଂଜେଇ ଜବତ କରାଯାଇଛି। କନ୍ଧମାଳ ଫିରିଙ୍ଗିଆରୁ କଟକ ଚାଲାଣ ବେଳେ ପାଖାପାଖି ୯ ଲକ୍ଷ ଟଙ୍କାର…

୭୬୨ କେଜି ଗଞ୍ଜେଇ ଜବତ, ସମ୍ପୃକ୍ତ…

ଓଏଲ୍‌ ବ୍ୟୁରୋ : କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଖିଲପୁଟ ଗାଁରୁ ଜଣଙ୍କ ଘରୁ ୩୩ ବସ୍ତାରୁ ଅଧିକ ଗଞ୍ଜେଇ ଜବତ ହୋଇଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ୩୩ ବସ୍ତାରେ ଥିବା ଗଞ୍ଜେଇ ପାଖାପାଖି ୭୬୨ କେଜି ଓଜନର। ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ…

୩୯୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ଓଏଲ୍‌ ବ୍ୟୁରୋ : ମାଲକାନଗିରି ଜିଲ୍ଲାର ପୃଥକ ପୃଥକ ସ୍ଥାନରୁ ୩୯୦ କେଜି ଗଞ୍ଜେଇ ଜବତ ହୋଇଥିବା ଜଣା ପଡିଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା। ତେବେ ମାଲକାନଗିରିର ପିପଲ ପଦର ଓ ବାଲିମେଳା ଛକରୁ ଗଞ୍ଜେଇ ଜବତ ହୋଇଛି। ୩୯୦ କେଜି ଗଞ୍ଜେଇ ଜବତ ହୋଇଥିବାବେଳେ ମାମଲାରେ…

ଅବକାରୀ ବିଭାଗ କନେଷ୍ଟବଳଙ୍କ ଘରୁ ଜବତ…

ଓଏଲ୍‌ ବ୍ୟୁରୋ: ଅବକାରୀ କନେଷ୍ଟବଳଙ୍କ ଘରୁ ଗଞ୍ଜେଇ ଜବତ ହୋଇଥିବା ଖବର ସାମ୍ନାକୁ ଆସିଛି। ଗଂଜେଇ ଜବତ ହୋଇଥିବା କନେଷ୍ଟବଳ ହେଉଛନ୍ତି ରାୟଗଡ଼ା ଅବକାରୀ ବିଭାଗରେ କାର୍ଯ୍ୟରତ କନେଷ୍ଟବଳ ଦୀପକ ପାଣିଗ୍ରାହୀ। ଖବର ଅନୁସାରେ, ରାୟଗଡ଼ା ଅବକାରୀ ବିଭାଗରେ କାର୍ଯ୍ୟରତ କନେଷ୍ଟବଳ ଦୀପକ ପାଣିଗ୍ରାହୀ ନିଜ ଘରେ…

ଗ୍ୟାସ ଟାଙ୍କି ଭିତରେ ଗଞ୍ଜେଇ ଚାଲାଣ…

ଓଏଲ୍‌ ବ୍ୟୁରୋ : ବ୍ରହ୍ମପୁର ଭଞ୍ଜନଗର ଜଗନ୍ନାଥପ୍ରସାଦରେ ଘଟିଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଅତି ଚତୁରତାର ସହିତ ଗଂଜେଇ ବେପାରୀ ଗଂଜେଇ ଚାଲାଣ କରୁଥିଲେ। ଭଞ୍ଜନଗର ଜଗନ୍ନାଥପ୍ରସାଦ ନିକଟରେ ପୁଲିସ ଗଂଜେଇ ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିଥିବା ଜଣା ପଡିଛି। ଘଟଣାସ୍ଥଳରେ ୨୫ କେଜି…

ଆମ୍ବୁଲାନ୍ସରୁ ମିଳିଲା ଗଞ୍ଜେଇ

ଓଏଲ୍‌ ବ୍ୟୁରୋ: ସୋନପୁର ଜିଲ୍ଲାର କୁଞ୍ଜ ଛକରେ ଘଟିଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ଭିତରୁ ମିଳିଲା ଗଞ୍ଜେଇ। ରାସ୍ତାରେ ଦ୍ରୁତ ଗତିରେ ମାଡ଼ି ଚାଲିଥିଲା ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ଭିତରେ କେହି ଗୁରୁତର ରୋଗୀ ଥିବେ ଭାବି ରାସ୍ତାରେ ଯାଉଥିବା ଲୋକେ ବି ବାଟ ଛାଡ଼ି ଦେଉଥିଲେ।…

ଗଞ୍ଜେଇ ସହିତ ମିଳିଲା ବୋମା

ଓଏଲ୍‌ ବ୍ୟୁରୋ : ଅନେକ ଥର ବେଆଇନ ଗଞ୍ଜେଇ ଚାଲାଣକୁ ନେଇ ପୁଲିସ ଚଢ଼ାଉ କରିଥିବା ଜଣା ପଡୁଥିଲା। ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବା ସହ ଅନେକ ଥର ଗଞ୍ଜେଇ ଜବତ ମଧ୍ୟ ହେଉଥିଲା। ହେଲେ ଏଥର ଚଢ଼ାଉ ବେଳେ ଗଞ୍ଜେଇ ସହ ଗାଡ଼ିରୁ ବୋମା ମିଳିଥିବା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁସାରେ, ଗତକାଲି ରାତିରେ…

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୨…

ମାଲକାନଗିରି: ସାରା ରାଜ୍ୟରେ ଲାଗିଛି କରୋନା କଟକଣା। ହେଲେ କଟକଣାକୁ ଫୁ କରି ସକ୍ରିୟ ରହୁଛନ୍ତି ଗଞ୍ଜେଇ ମାଫିଆ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ପଣସପୁଟ ଗାଁରୁ ବିହାର ଚାଲାଣେ ବେଳେ ପୁଲିସ ହାତରେ ଲାଗିଛି ବିପୁଳ ଗଞ୍ଜେଇ। ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ଖବର…

କାର୍‌ର ସିକ୍ରେଟ୍ ଚାମ୍ବରୁ ଗଞ୍ଜେଇ ଜବତ,…

ନବରଙ୍ଗପୁର : ରାଜ୍ୟରେ ଗଞ୍ଜେଇ ଚାଲଣା ବଢିବାରେ ଲାଗିଛି। ବାହାର ରାଜ୍ୟକୁ ବେଧଡ଼କ ଚାଲିଛି ଗଞ୍ଜେଇର ଚୋରା କାରବାର । ଆଜି ଗଞ୍ଜେଇ ଚାଲଣା ବେଳେ୩୦ରୁ ୩୫ କିଲୋ ଗଞ୍ଜେଇ ଜବତ କରିଛି ପୁଲିସ । ଘଟଣାସ୍ଥଳରୁ ୨ଜଣଙ୍କୁ ଗିରଫ କରିଛି ନବରଙ୍ଗପୁର ପୁଲିସ । ପ୍ରକାଶ ଯେ, ଦାମନଯୋଡ଼ିରୁ ଏକ କାର୍‌ର ସିକ୍ରେଟ…

୩୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ : ଲମତାପୁଟ ପୁଲିସକୁ ମିଳିଛି ବଡ଼ ସଫଳତା। ଆନ୍ଧ୍ରପ୍ରଦେଶର ସୀମାନ୍ତରୁ ହରିଆଣାକୁ ଗଞ୍ଜେଇ ଚୋରା ଚାଲଣାରେ ସମୟରେ ୩୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ପୁଲିସ୍। ଏହି ମାମଲା ପୁଲିସ ୪ ଜଣଙ୍କୁ ଅଟକ ରଖିଛି। ପ୍ରକାଶ ଯେ, କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ.ଡି. ପି.ଓଙ୍କ…