Odisha Link
Bridging the Missing Links in Odisha
Browsing Tag

Ganja Seized

ବିପୁଳ ପରିମାଣର ଗଞ୍ଜେଇ ଜବତ

କଳାହାଣ୍ଡି: ବିପୁଳ ପରିମାଣର ଗଞ୍ଜେଇ ଜବତ। କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟ ଫରେଷ୍ଟ ତନଖି ଫାଟକ ନିକଟରୁ ଜବତ ହୋଇଛି। ପ୍ରକାଶ ଯେ, କର୍ଲାପାଟ ଅଭୟାରଣ୍ୟ ଫରେଷ୍ଟ ତନଖି ଫାଟକ ନିକଟରେ ଚେକିଂ ଚାଲିଥିଲା। ତେବେ ଫରେଷ୍ଟ ଅଧିକାରୀଙ୍କୁ ଦେଖି ଏକ ପିକଅପ ଭ୍ୟାନ୍‌ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର…

ରାଜଧାନୀରୁ ୫୨ କେଜି ଗଞ୍ଜେଇ ଜବତ

ଭୁବନେଶ୍ବର: ରାଜଧାନୀରେ ଗାଡ଼ି ଚେକିଂ ବେଳେ ଗଞ୍ଜେଇ ଜବତ ହୋଇଛି। ଭୁବନେଶ୍ୱରର ସିଆରପି ଓଭରବ୍ରିଜ୍ ଉପରେ ଆରଟିଓ ୨ ପକ୍ଷରୁ ଚେକିଂ ଚାଲିଥିବାବେଳେ  ଏକ ସ୍କୁଟିରୁ ଗଞ୍ଜେଇ ବ୍ୟାଗ୍ ଜବତ ହୋଇଛି। ଏହି ଗଞ୍ଜେଇକୁ ଚୋରା ଚାଲାଣ କରାଯାଉଥିଲା ବୋଲି ସୂଚନା ମିଳିଛି। ଗୋଟିଏ ସ୍କୁଟିରେ ଏହି ଗଞ୍ଜେଇ ଚାଲାଣ…

୪୫ଲକ୍ଷ ଟଙ୍କାର ନୀଳ ଜହର ଜବତ

ଲମତାପୁଟ: କୋରାପୁଟ ଜିଲ୍ଲା ଚାଟୁଆ ଅଞ୍ଚଳରୁ ଗଞ୍ଜେଇ ଜବତ। ଗଞ୍ଜେଇର ମୂଲ୍ୟ ପ୍ରାୟ ୪୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଘଟଣା ସ୍ଥଳରୁ ପୁଲିସ ଜଣଙ୍କୁ ଗିରଫ କରିଛି। କୋରାପୁଟରୁ ପ୍ରତିଦିନ କ୍ୱିଣ୍ଟାଲ କ୍ୱିଣ୍ଟାଲ ନୀଳଜହର ଜବତ କରୁଛି ପୋଲିସ। ପ୍ରକାଶ ଯେ , କୋରାପୁଟ ଏସପିଙ୍କ ନିର୍ଦ୍ଦେଶ…

ବିପୁଳ ମାତ୍ରାରେ ଗଞ୍ଜେଇ ଜବତ

ଲମତାପୁଟ: ବିପୁଳ ମାତ୍ରାରେ ଗଞ୍ଜେଇ ଜବତ। କୋରାପୁଟ ଜିଲ୍ଲା ମାଛକୁଣ୍ଡ ଅଞ୍ଚଳରୁ ଜବତ କରିଛି ପୁଲିସ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପି ବରୁନ ଗୁଣ୍ଠପାଲିଙ୍କ ନିର୍ଦ୍ଦେଶକ୍ରମେ ନନ୍ଦପୁର ଏଡିପିଓଙ୍କ ତତ୍ତ୍ବାବଧାନରେ କାଙ୍ଗ୍ରାପଡା ଗ୍ରାମ ନିକଟରେ ମାଛକୁଣ୍ଡ , ଲମତାପୁଟ ଏବଂ ଜୋଲାପୁଟ ପୁଲିସ…

୧୧ କ୍ୱିଣ୍ଟାଲ୍‌ ୪୫ କିଲୋ ଗଞ୍ଜେଇ ଜବତ

କୋରାପୁଟ: ବେଆଇନ ଗଞ୍ଜେଇ ଚାଲଣା ବେଳେ ଏକ ଟ୍ରକକୁ ଜବତ କରିଛି ପୁଲିସ।ସେମିଳିଗୁଡ଼ା-ନନ୍ଦପୁର ରାସ୍ତାର ବୋଡ଼େଙ୍ଗା ଛକରେ ଗତ ଅପରାହ୍ଣ ୧୨:୩୦ରେ ସେମିଳିଗୁଡ଼ା ପୁଲିସ ୧୧ କ୍ୱିଣ୍ଟାଲ୍‌ ୪୫ କିଲୋ ଗଞ୍ଜେଇ ଜବତ କରି ଏକ ମାମଲା ରୁଜୁ କରିଛି। ପୁଲିସ ଘଟଣାସ୍ଥଳରୁ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ…

ଗଞ୍ଜେଇ ସହ ୨ ଜଣ ଗିରଫ

କଟକ: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଗଞ୍ଜେଇ ଚୋରା ଚାଲଣ। କଟକର ମଙ୍ଗୁଳି ଛକରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛି ପୁଲିସ।୧୦୫ କେଜି ଗଞ୍ଜେଇ ବୌଦ୍ଧରୁ ବାଲେଶ୍ଵରକୁ ଚାଲାଣ କରାଯାଉଥିଲାବୌଦ୍ଧରୁ ବାଲେଶ୍ଵରକୁ ଚାଲାଣ ଗଞ୍ଜେଇ ସହ ୨ଅଭିଯୁକ୍ତଙ୍କୁ ଗୁରଫ କରିଛି କଟକ ଅବକାରୀ ଫ୍ଲାଇଙ୍ଗ…

୨ ହଜାର କିଲୋର ଧଳା ଜହର ଜବତ

ବ୍ରହ୍ମପୁର : ଟ୍ରକରୁ ୨ ହଜାର କିଲୋର ଗଞ୍ଜେଇ ଜବତ। ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ କନିଷି ନିକଟରୁ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗର ଗୁଇନ୍ଦା ଟିମ୍‌ । ପ୍ରକାଶ ଯେ, ଗୋ ଖାଦ୍ୟ ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ଧରିଛି ଅବକାରୀ ବିଭାଗର। ଗଞ୍ଜାମ ଜିଲ୍ଲା ଜାତୀୟ ରାଜପଥ ୧୬ କନିଷି ନିକଟରେ…

ଟ୍ରକ ସହ ଦେଢ଼ କୋଟିର ଗଞ୍ଜେଇ ଜବତ

ରାୟଗଡ଼ା: ଦିନକୁ ଦିନ ରାଜ୍ୟରେ ଗଞ୍ଜେଇ ଚୋରା ଚାଲଣ ବଢ଼ିବାରେ ଲାଗିଛି। ଟ୍ରକ ଭିତରୁ ଦେଢ଼ କୋଟି ଟଙ୍କା ମୁଲ୍ୟର ଗଞ୍ଜେଇ ଜବତ।  ମୁକୁନ୍ଦପୁର ଘାଟିରେ ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ କଲା ଅବକାରୀ ସ୍ବତନ୍ତ୍ର ସ୍କ୍ବାଡ଼୍‌।  ଟ୍ରକ୍‌ ଭିତରୁ ୫୬ଟି ବସ୍ତାରେ ଥିବା ୧୬ କ୍ବିଣ୍ଟାଲ୍‌ ୨୨ କେଜି ଗଞ୍ଜେଇ ଜବତ। ଚଢ଼ଉ…

କରୋନା: ରାଜ୍ୟରୁ ସୁସ୍ଥ ହେଲେ ୩୬୨…

କଟକ: ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଉଛି ଗଞ୍ଜେଇ କାରବାର। ଏହି କାରବାରକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଅବାକାରୀ ବିଭାଗ ଓ ପୋଲିସ ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ କରୁଛନ୍ତି। ରାଜ୍ୟ ସରକାର ନିଶାଦ୍ରବ୍ୟ ଚୋରାଚାଲାଣ ରୋକିବାକୁ ବେଶ୍‌ ଗୁରୁତ୍ବ ଦେଉଛନ୍ତି। ଚଳିତ ବର୍ଷ ଅନାନ୍ୟ ନିଶାଦ୍ରବ୍ୟ ସହ…

ଜବତ ହେଲା ୩୦ ଲକ୍ଷ ଟଙ୍କାର ଗଞ୍ଜେଇ

ଲମତାପୁଟ: ଗଞ୍ଜେଇ ଭର୍ତ୍ତି ଟ୍ରକ ସହ ରାୟପୁର ଅଞ୍ଚଳର ୨ଜଣକୁ ଗିରଫ କରିଛନ୍ତି ପୋଲିସ। କୋରାପୁଟ ଏସପି ମୁକେଶ ଭାମୋ ଆନ୍ଧ୍ର ପ୍ରଦେଶ ସୀମାନ୍ତ ଏନୁଗୁ ଅଞ୍ଚଳରୁ ଏକ ଟ୍ରକ ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ପାଇଥିଲେ। ଏନେଇ ନନ୍ଦପୁର ଏସଡିପିଓଙ୍କୁ ସୂଚନା ଦେଇଥିଲେ। ଏସପି ଙ୍କ ସୂଚନା ଆଧାରରେ…