Odisha Link
Bridging the Missing Links in Odisha

ଟ୍ରକ ସହ ଦେଢ଼ କୋଟିର ଗଞ୍ଜେଇ ଜବତ

ରାୟଗଡ଼ା: ଦିନକୁ ଦିନ ରାଜ୍ୟରେ ଗଞ୍ଜେଇ ଚୋରା ଚାଲଣ ବଢ଼ିବାରେ ଲାଗିଛି। ଟ୍ରକ ଭିତରୁ ଦେଢ଼ କୋଟି ଟଙ୍କା ମୁଲ୍ୟର ଗଞ୍ଜେଇ ଜବତ।  ମୁକୁନ୍ଦପୁର ଘାଟିରେ ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ କଲା ଅବକାରୀ ସ୍ବତନ୍ତ୍ର ସ୍କ୍ବାଡ଼୍‌।  ଟ୍ରକ୍‌ ଭିତରୁ ୫୬ଟି ବସ୍ତାରେ ଥିବା ୧୬ କ୍ବିଣ୍ଟାଲ୍‌ ୨୨ କେଜି ଗଞ୍ଜେଇ ଜବତ। ଚଢ଼ଉ ସମୟରେ ମାଫିଆ ଖସି ପଳାଇଥିଲେ।

Comments are closed.