Odisha Link
Bridging the Missing Links in Odisha
Daily Archives

January 12, 2021

ସୋଆ ଏନଏସଏସର ବାର୍ଷିକ ଅଧିବେଶନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏନ୍‌ଏସ୍‌ଏସ୍‌ ଶାଖାର ୨୦୨୦-୨୧ ବର୍ଷ ନିମନ୍ତେ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଭାରତ ସରକାରଙ୍କ ଏନ୍‌ଏସ୍‌ଏସ୍‌ ଆଂଚଳିକ ନିର୍ଦ୍ଦେଶିକା ଶ୍ରୀମତି ସରିତା…

ଯୁବକଙ୍କୁ ବାନ୍ଧି ଜାଳିଦେଲେ!

ଅନୁଗୋଳ: ଖୁଣ୍ଟରେ ବାନ୍ଧି ଯୁବକଙ୍କୁ ଜାଳିଦେଲେ ପରିବାର ଲୋକ। ଏମିତି ଏକ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହଣ୍ଡପା ଥାନା ବଇଣ୍ଡା କେନ୍ଦୁସାହି ଗାଁରେ ରାଜକିଶୋର ପ୍ରଧାନଙ୍କୁ ତାଙ୍କ ସମ୍ପର୍କୀୟମାନେ ପୋଡ଼ି ମରିଦେଇଥିବା…

କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ…

କଟକ:  ମାହାଙ୍ଗା ଅଞ୍ଚଳରେ ସର୍ବଦା ଗରିବଙ୍କ ସେବା କରୁଥିବା ଦିବଙ୍ଗତ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ଏହି ଦିବଙ୍ଗତ ନେତାଙ୍କ ଶ୍ରଦ୍ଧାଞ୍ଜଳି ସମାବେଶରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଶ୍ରୀ ପ୍ରଧାନ…

ବିଶ୍ୱସ୍ତରୀୟ ହେବ ଚନ୍ଦ୍ରଭାଗା ଓ ତଳସାରୀ…

ପୁରୀ: ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ଥିବା ବିପୁଳ ସମ୍ଭାବନାକୁ ଉପଯୋଗ କରି ଦେଶବିଦେଶର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଏକ ଉଚ୍ଚାଭିଳାଷ ଯୋଜନା ପ୍ରସ୍ତୁତ କରିଛନ୍ତି। ବେଳାଭୂମି ପର୍ଯ୍ୟଟନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଭାବରେ, ରାଜ୍ୟରେ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭର…

ମାଟ୍ରିକ ପରୀକ୍ଷା ଫିସ୍ ଛାଡ଼ ପାଇଁ…

ଭୁବନେଶ୍ବର: ଛାତ୍ର ସମାଜର ବୃହତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ହେବାକୁ ଥିବା ମାଟ୍ରିକ ପରୀକ୍ଷା ନିମନ୍ତେ ପିଲାମାନଙ୍କ ପରୀକ୍ଷା ଫିସ୍‌ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ୬ ଲକ୍ଷରୁ ଅଧିକ…

ପରୀକ୍ଷା ଫିସ୍ ଛାଡ଼ କରିବା ପାଇଁ…

ଭୁବନେଶ୍ବର: ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷା ଫିସ୍ ଛାଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ। ଚିଠି ଲେଖିବା ସହ ଏହି ଦିଗରେ ଅଧିକ ଗୁରୁତ୍ୱ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ବିଜୁ ଛାତ୍ର ଜନତା ଦଳର…

ସାଇନାଙ୍କ କରୋନା ରିପୋର୍ଟ ଭୁଲ, କାଲିଠୁ…

ନୂଆଦିଲ୍ଳୀ: ଥାଇଲ୍ୟାଣ୍ଡ ଓପନରେ ଆସନ୍ତା କାଲି ଖେଳିପାରନ୍ତି ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ବାଲ। ସାଇନା କରୋନା ପଜିଟିଭ୍‌ ନାହାନ୍ତି। ପ୍ରଥମେ ଯେଉଁ ରିପୋର୍ଟ ଆସିଥିଲା ତାହା ଭୁଲ ଥିଲା ବୋଲି ବ୍ୟାଡମିଣ୍ଟନ ଆସୋସିଏସନ୍‌ ଅଫ ଇଣ୍ଡିଆ (ବିଏଆଇ) ପକ୍ଷରୁ ସୂଚନା ମିଳିଛି। ପ୍ରଥମେ ଖବର ଆସିଥିଲା ସାଇନା…

ମହମ୍ମଦ ସିରାଜ ଓ ଟିମ୍‌ ଇଣ୍ଡିଆକୁ ଭୁଲ…

ସିଡନୀ: ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ଡ୍ର କରିବାରେ ସଫଳ ହୋଇଛି ଟିମ୍‌ ଇଣ୍ଡିଆ। ଦ୍ବିତୀୟ ଇନିଂସରେ ଖାସ୍‌ କରି ଭାରତୀୟ ବ୍ୟାଟସମ୍ୟାନ୍‌ ମାନେ ଯେଉଁ ଭଳି ଧର୍ଯ୍ୟର ସହ ବ୍ୟାଟିଂ କରିଲେ ତାହା କ୍ରିକେଟ ଇତିହାସରେ ରହିବ। ଗୋଟିଏ ପଟେ ଟିମ୍‌ ଇଣ୍ଡିଆ ନିଜ ଖେଳ ପ୍ରଦର୍ଶନ ବଳରେ…

ଅଲିଭ ରିଡ଼ଲେଙ୍କ ଦେହରେ ଲାଗିବ ଟ୍ୟାଗ୍

ଭୁବନେଶ୍ବର: ବିରଳ ପ୍ରଜାତିର ଅଲିଭ୍ ରିଡଲେଙ୍କ ଟ୍ୟାଗ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଜେଡଏସଆଇର ମିଳିତ ଆନୁକୂଲ୍ୟରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି। ଆଜି ପ୍ରଥମ ଦିନରେ ୬ଟି ଅଲିଭ୍ ରିଡଲେଙ୍କ ଟ୍ୟାଗ୍ କରାଯାଇଥିବା ସୂଚନା ମିଳିଛି। ଆଗକୁ ଆହୁରି ୩୦ହଜାର ଅଲିଭ୍…

୧୯ରେ ସୁଲିଆ ଯାତ୍ରା, ଏଥର ପଡ଼ିବ ବଳି

ଭୁବନେଶ୍ବର: ବଲାଙ୍ଗିରର ପ୍ରସିଦ୍ଧ ସୁଲିଆ ଯାତ୍ରା ଆୟୋଜନ ନେଇ ନିଷ୍ପତ୍ତି ହୋଇଛି। ଖଇରିଗୁଡ଼ା ଠାରେ ସୁଲିଆ ଯାତ୍ରା କମିଟି ପକ୍ଷରୁ ବୈଠକରେ ନିଷ୍ପତ୍ତି ହୋଇଛି। ୧୯ ତାରିଖରେ ସୁଲିଆ ଯାତ୍ରା ହେବ। ବଳି ପକାଯିବ ବୋଲି ନିଷ୍ପତ୍ତି ହୋଇଛି। କୋଭିଡ଼ କଟକଣା ମାନି ଯାତ୍ରା ଆୟୋଜନ କରାଯିବାକୁ ନିଷ୍ପତ୍ତି…