Odisha Link
Bridging the Missing Links in Odisha
Daily Archives

January 12, 2021

ଡୋଜ୍ ପିଛା ୨୯୫ ଟଙ୍କା ହିସାବରେ କିଣାଯିବ…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତ ବାୟୋଟେକ ଠାରୁ ୫୫ ଲକ୍ଷ କୋଭାକସିନ୍ ଟିକା କିଣିବେ। ଡୋଜ୍ ପିଛା ୨୯୫ ଟଙ୍କା ହିସାବରେ ୩୮ଲକ୍ଷ ୫୦ହଜାର ଡୋଜ୍ କିଣାଯିବ। ଭାରତ ବାୟୋଟେକ୍ ୧୬ ଲକ୍ଷ ୫୦ ହଜାର ଟିକା ମାଗଣାରେ ଦେବ। ସେରମ୍ ଇନଷ୍ଟିଚ୍ୟୁଟରୁ ୧୧୦ ଲକ୍ଷ କୋଭିସିଲଡ୍ ଟିକା କିଣାଯାଇଛି। ଏନେଇ ସୂଚନା…

ଆସିଲା ଖୁସି ଖବର: ଓଡ଼ିଶାରେ ପହଞ୍ଚିଲା…

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ଆସିଲା ଖୁସି ଖବର। ଭୁବନେଶ୍ୱରରେ ପହଞ୍ଚିଲା କରୋନା ଭ୍ୟାକ୍ସିନ୍‌। ଭୁବନେଶ୍ୱର ବିମାନବନ୍ଦରରେ ସ୍ପାଇସଜେଟ୍ ଯୋଗେ ପହଞ୍ଚିଲା କୋଭିସିଲ୍ଡ ଟିକା। ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଓଡ଼ିଶା ରାଜ୍ୟ ଟିକା ଭଣ୍ଡାରରେ ପହଞ୍ଚିଛି। ଏଥିପାଇଁ…

ରାଜଧାନୀରୁ ଜବତ ହେଲା ନକଲି ଘିଅ

ଭୁବନେଶ୍ୱର: କିଛି ଦିନ ପୂର୍ବରୁ କଟକରେ ଗୋଟିଏ ପରେ ଗୋଟିଏ ଭେଜାଲ ନକଲି ସାମଗ୍ରୀ ଜବତ ହୋଇଥିଲା। ଆଉ ଆଜି ଭେଜାଲ ଘିଅ କାରଖାନା ଭୁବନେଶ୍ୱରରୁ ଠାବ କରିଛି ପୋଲିସ। ଏୟାରଫିଲ୍ଡ ଥାନା ଅନ୍ତର୍ଗତ ତ୍ରିଲୋଚନ ବିହାରରେ ଏୟାର ଫିଲ୍ଡ ଥାନା ପୋଲିସ ଓ କୁଇକ୍ ଆକ୍ସନ ଟିମ ଚଢାଉ କରିଛି। ଚଢ଼ାଉ ସମୟରେ…

ବ୍ୟାଣ୍ଡ ପାର୍ଟି, ଲାଇଟ ଓ ସାଉଣ୍ଡ…

ଭୁବନେଶ୍ବର: ଏଣିକି ବାହାଘରରେ ବାଜି ପାରିବ ବ୍ୟାଣ୍ଡ, ଲାଇଟ ଓ ସାଉଣ୍ଡ। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବାହାଘର ଓ ଅନ୍ତିମ ସଂସ୍କାର ନେଇ ପୂର୍ବରୁ ଜାରି କରାଯାଇଥିବା ଗାଇଡଲାଇନରେ କେତେକ ପରିବର୍ତ୍ତନ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର୍ ତଥା ଅତିରକ୍ତ ଶାସନ ସଚିବ…

୩ଟି କୃଷି ଆଇନ ଉପରେ ରୋକ୍ ଲଗାଇଲେ…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ୩ଟି କୃଷି ଆଇନ ଉପରେ ରୋକ ଲଗାଇଛନ୍ତି। ପରବର୍ତୀ ନିର୍ଦ୍ଦେଶ ଯାଏ କୃଷି ଆଇନ ଲାଗୁ ହୋଇପାରିବନି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। କୃଷି ଆଇନକୁ ନେଇ ୪ଟି ସଦସ୍ୟ ବିଶିଷ୍ଟ କିମିଟି ଗଠନ କଲେ କୋର୍ଟ। କୃଷି ଅର୍ଥଶାସ୍ତ୍ରୀ ଅଶୋକ ଗୁଲାଟି ୪ ଜଣିଆ କମିଟିରେ ସାମିଲ…

ପୁଲିସର ଅତର୍କିତ ଚଢଉ, ୫ ଖଣି ମାଫିଆ…

ରଣପୁର: ଦୀର୍ଘଦିନ ଧରି ଚୋରା ପଥର ଖଣି ଖନନ କାର୍ଯ୍ୟ ଚାଲୁ ରହିଥିବା ବେଳେ ଅଚାନକ ଚଢାଉ। ଚାନ୍ଦପୁର ଥାନା ଅନ୍ତର୍ଗତ ଅଞ୍ଚଳରେ ବେଆଇନ୍‌ ଭାବେ ଚାଲୁଥିଲା ପଥର ଖଣି ଖନନ। ସୂଚନା ପାଇ ରବିବାର ଚାନ୍ଦପୁର ଆଇଆଇସି ରଶ୍ମି ରଞ୍ଜନ ଦାଶ ଅଚାନକ ଏହି ବେଆଇନ୍‌ ଖଣିଗୁଡିକ ଉପରେ ଚଢାଉ କରିଥିଲେ। ଝାଡପଡା ରାଜସ୍ୱ…

ମକର ସଂକ୍ରାନ୍ତି ଉପଲକ୍ଷେ ଶ୍ରୀ ଶ୍ରୀ…

ଆଠଗଡ଼: ମକର ସଂକ୍ରାନ୍ତି ଉପଲକ୍ଷେ କରୋନା କଟକଣା କାରଣରୁ ଶ୍ରୀ ଶ୍ରୀ ଧବଳେଶ୍ବର ଓ ମଞ୍ଚେଶ୍ୱର ପୀଠକୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଏହି ଧାରା ଆସନ୍ତା ୧୪ ତାରିଖ ସକାଳ ୫ଟା ସମୟ ଠାରୁ ରାତ୍ର ୧୦ଟା ସମୟ ପର୍ଯ୍ୟନ୍ତ ବଳବତ୍ତର ରହିବ। ମନ୍ଦିର ମଧ୍ୟକୁ କେବଳ ପୂଜକ, ସେବକ, ସୁରକ୍ଷା…

ବୟସ୍କ ଓ ହାଇରିକ୍ସ ଜୋନ୍‌ରେ କାର୍ଯ୍ୟରତ…

ଭୁବନେଶ୍ୱର : ଓଡିଶା ଆସୁଛି କୋଭିସିଲ୍ଡ ଟିକା। ପ୍ରଥମେ ବୟସ୍କ ଓ ହାଇରିକ୍ସ ଜୋନ୍‌ରେ କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମୀଙ୍କୁ ଦିଆଯିବ ଟିକା। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ଦେଇଛନ୍ତି।  ଯେତିକି ଟିକା ଆସୁଛି ସେଥିରେ ୧ ଲକ୍ଷ ୯୧ ହଜାର ଲୋକଙ୍କୁ ଦିଆଯିବ। ପରେ ଆଉ ୨୦…

ଝିଅର ନାମ କରଣ କଲେ ବିରୁଷ୍କା

ମୁମ୍ବାଇ: ଗତକାଲି ଏକ କନ୍ୟା ସନ୍ତାନର ବାପାମାଆ ସାଜିଛନ୍ତି ବିରୁଷ୍କା। ଅନୁଷ୍କା ଏବଂ ଝିଅ ଉଭୟ ଭଲରେ ଥିବା ବିରାଟ କହିଛନ୍ତି। ବିରାଟ ସୋସିଆଲ ମିଡିଆରେ ଏକ ନୋଟ୍‌ ଲେଖି ନିଜ ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି। ତେବେ ବିରୁଷ୍କା ତାଙ୍କ ଝିଅର ନାମକରଣ କରିଛନ୍ତି । ଅନେକ ପ୍ରଶଂସକ ତାଙ୍କ…

ଟ୍ରକରେ ବାଇକ ହ୍ୟାଣ୍ଡେଲ୍‌ ଲାଗି ମହିଳା…

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ଜାତୀୟ ରାଜପଥ ୧୬ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ଅହଲ୍ୟା ବେହେରା । ଏକ ବାଇକରେ ସ୍ୱାମୀ-ସ୍ତ୍ରୀ ଭଦ୍ରକରୁ ଭୁବନେଶ୍ୱର ଯାଉଥିଲେ। ଏହି ସମୟରେ ପଛପଟୁ ଆସୁଥିବା ଏକ ଟ୍ରକ ବାଇକ୍‌କୁ ଓଭରଟେକ୍‌ କରିବା ବେଳେ ବାଇକ୍‌ର…