Odisha Link
Bridging the Missing Links in Odisha
Browsing Tag

Ganja Seized

କୋଟିଏ ଟଙ୍କାର ଗଞ୍ଜେଇ ସହ ଟ୍ରକ୍ ଜବତ

ରାୟଗଡ଼ା: ଆଜି ଜୟପୁର ସୁଗାର କମ୍ଫାନୀ ଅଞ୍ଚଳରୁ ଗଞ୍ଜେଇ ଭର୍ତ୍ତି ଟ୍ରକକୁ ଜବତ କରିଛି। ଟ୍ରକ୍ ଭିତରେ ୧୧୧୪ କେଜି ଗଞ୍ଜେଇ ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ପ୍ରକାଶ ଯେ, ଜେସକୋ ଅଞ୍ଚଳରେ ସନ୍ଦେହଜନକ ଅବସ୍ଥାରେ ଏକ ଟ୍ରକ୍…

୮କୁଇଣ୍ଟାଲ ଗଞ୍ଜେଇ ଜବତ

ମାଲକାନଗିରି : ୮ କୁଇଣ୍ଟାଲ ଗଂଜେଇ ସହ ଗୋଟିଏ ମାଉଜର ଜବତ କରିଛି ପୁଲିସ। ମାଛକୁଣ୍ଡ ପୋଲିସ, ମାଛକୁଣ୍ଡର ହାନୁମାଲ୍ ଗାଁ ନିକଟରେ ଗଂଜେଇ ଗାଡିକୁ ଜବତ କରିଛି। ଗଂଜେଇ ମାଫିଆ ସେଠାରୁ ଖସି ପଲେଇ ଥିଲେ। ଗଂଜେଇ ସହ ବୋଲେରୋ ଗାଡି ଜବତ କରିଛି ପୁଲିସ। ମାଲକାନଗିରିରୁ ଛତିଶଗଡକୁ ଏହି ଗଂଜେଇ ଚାଲାଣ ହେଉଥିବା…

କାରରୁ ଗଞ୍ଜେଇ ଜବତ, ୨ ଗିରଫ

ଭୁବନେଶ୍ୱର: ସବୁବେଳେ ଚଳ ଚଞ୍ଚଳ ରହୁ ଥିବା ଭୁବନେଶ୍ୱରରୁ ଗଞ୍ଜେଇ ଜବତ କରିଛି ପୁଲିସ। ଆଜି ୨ଟି ଦାମୀ କାରରୁ ୧୪ କିଲୋ ଗଞ୍ଜେଇ ଜବତ କରାଯାଇଛି। ପୁଲିସ ଚୋରା ଚାଲଣା ବେଳେ ସହିଦ ନଗରର ଥାନା ବାଙ୍କୁଆଳରୁ ଜବତ କରିଛି। ପୁଲିସ ୨ ଜଣଙ୍କୁ ଗିରଫ କରି ପଚରା ଉଚୁରା କରୁଛି।

୭୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ: ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ ଛତିଶଗଡ଼ ଚାଲାଣ ବେଳେ ୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ଚୋରା ଚାଲାଣ ବେଳେ ୭ କ୍ବିଣ୍ଟାଇଲ ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ପୋଲିସ। ମିଳିଥିବା ସୂଚନା ଅନୁସାରେ, ଏକ ନମ୍ବର ବିହୀନ ପିକଅପ୍ ଭ୍ୟାନରେ ଗଞ୍ଜେଇ ଚୋରା ଚାଲାଣ ନେଇ ବିଶେଷ ସୂତ୍ରୁ ଖବର ପାଇଥିଲା…

ଗଞ୍ଜେଇ ଜବତ, ଜଣେ ଗିରଫ

ପିପିଲି: ଆଜି ଏକ କାର୍‍ ମଧ୍ୟରୁ ୧୬ କେଜି ଓଜନର ଗଞ୍ଜେଇ ଜବତ କରାଯାଇଛି। ପୁରୀରୁ ଭୁବନେଶ୍ୱରକୁ ଗଞ୍ଜେଇ ଚୋରାଚାଲାଣ କରାଯାଉଥିବା ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ପୁରୀ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶକ୍ରମେ ପିପିଲି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ…

ଆସିକା ବସ ଷ୍ଟାଣ୍ଡରୁ ୧୩୪ କେଜି ଗଞ୍ଜେଇ…

ଆସିକା: ଆସିକା ପୁଲିସ ଛଅ ଜଣ ଯୁବକଙ୍କୁ ଗିରଫ କରିଛି ।ସେମାନେ ଆସିକା ବସ ଷ୍ଟାଣ୍ଡରେ ଭୁବନେଶ୍ବର ବସକୁ ଅପେକ୍ଷା କରିଥିଲେ । ସେହି ସମୟରେ ଆସିକ ଥାନା ଏସ ଆଇ ବିଶ୍ଵଜିତ ନାୟକଙ୍କ ସହିତ ଏକ ଟିମ୍ ପେଟ୍ରୋଲିଂ କରୁଥିଲେ । ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନିର୍ଦ୍ଦେଶରେ ଏହି ଟିମ୍ ସେମାନଙ୍କ…

ଟ୍ରକରୁ ଜବତ ହେଲା ବସ୍ତା ବସ୍ତା ଗଞ୍ଜେଇ

ଭୁବନେଶ୍ୱର: ଓଡ଼ିଶାରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଚଢ଼ାଉ କରି ୭୦୦ କେଜିର ଗଞ୍ଜେଇ ଜବତ କରିଛି। ଖୋର୍ଦ୍ଧା ଗୋଡ଼ିପଡ଼ା ଟୋଲଗେଟରୁ ନଡ଼ିଆ କତା ବୋଝେଇ ଟ୍ରକରୁ ବସ୍ତା ବସ୍ତା ଗଞ୍ଜେଇ ଜବତ କରାଯାଇଛି। ଏହି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା…

କନ୍ଧମାଳରୁ ୬୦ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ…

କନ୍ଧମାଳ: କନ୍ଧମାଳରୁ ୬୦ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ। କନ୍ଧମାଳ ବାଲିଗୁଡା ଥାନା ମହାସିଙ୍ଗ ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ସମୟରେ ୬୦ କେଜିରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି। ଏନେଇ ସ୍ଥାନୀୟ ପୁଲିସ ସୂଚନା ଦେଇଛି। ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ପୁଲିସ ୫ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି।…

ସୁରତକୁ ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ

ଭୁବନେଶ୍ୱର: ଗୁଜୁରାଟର ସୁରତରେ କ୍ରାଇମ ବ୍ରାଞ୍ଚ ଗଞ୍ଜେଇ ଚାଲାଣ କରୁଥିବା ଏକ ଟ୍ରକ ଉପରେ ଚଢ଼ାଉ କରିଥିଲେ। ଟ୍ରକରୁ ୫୬୨ କେଜି ଗଞ୍ଜେଇ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ଓଡ଼ିଶାରୁ ସୁରତକୁ ଗଞ୍ଜେଇ ଚାଲାଣ କରୁଥିବା ଖବର…

ରାଜଧାନୀରୁ ପୁଣି ଗଞ୍ଜେଇ ଜବତ

ଭୁବନେଶ୍ବର: ରାଜଧାନୀରୁ ପୁଣି ଗଞ୍ଜେଇ ଜବତ।କମିଶନରେଟ ପୁଲିସ ତମାଣ୍ଡୋ ଥାନା ଅଞ୍ଚଳରୁ ଚୋରା କାର୍ ସହ ଗଞ୍ଜେଇ ଜବତ କରିଛି ।କରୋନା ଲକ୍‌ଡାଉନ ଏବଂ ସଟଡାଉନ୍‌ରେ ମଧ୍ୟ ରାଜଧାନୀ​‌ରେ ବେଧଡ଼କ ନିଶା କାରବାର ଚାଲିଥିଲା। ୬ଜଣ ଅପରାଧୀଙ୍କୁ ଅଟକ ରହିଛନ୍ତି ପୁଲିସ। ଏ ସଂପର୍କରେ ଡିସିପି ଉମାକାନ୍ତ ଦାଶ…