Odisha Link
Bridging the Missing Links in Odisha
Daily Archives

November 3, 2020

ଫ୍ରାନ୍ସରେ ଏୟାରଷ୍ଟ୍ରାଇକ, ୫୦…

ନୂଆଦିଲ୍ଲୀ: ଫ୍ରାନ୍ସରେ ଚାଲିଥିବା ଆତଙ୍କବାଦୀଙ୍କ ଦମନଲୀଳାର ଜବାବ ଦେଇଛି ଫ୍ରାନ୍ସ ସରକାର। କିଛି ଦିନ ତଳେ ହୋଇଥିବା ଆତଙ୍କବାଦୀ ଆକ୍ରମଣପରେ ସାରା ୟୁରୋପରେ ଅଶାନ୍ତି ଜାରି ରହିଛି। ଫ୍ରାନ୍ସର ସେନା ମାଲିରେ ଏୟାରଷ୍ଟ୍ରାଇକ କରିଛି। ଏଥିରେ ୫୦ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏହାସହ ୪ଜଣ…

ରାଜ୍ୟରେ କରୋନା: ସୁସ୍ଥ ହେଲେ ଆଉ ୧୪୬୨…

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୧୪୬୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨ ଲକ୍ଷ ୮୦ ହଜାର ୫୫୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

କେବିସି ପ୍ରଶ୍ନକୁ ନେଇ ବିଗ୍‌ ବିଙ୍କ…

ମୁମ୍ବାଇ: ବିଗ୍‌ ବି ଙ୍କ ଅମିତାଭ ବଚ୍ଚନଙ୍କ ନାମରେ ମାମଲା ରୁଜୁ କଲେ ବିଜେପି ବିଧାୟକ। ବିଜେପି ବିଧାୟକ ଅଭିମନ୍ୟୁ ପାୱାର ଅମିତା ବଚ୍ଚନଙ୍କ ନାମରେ ମାମଲା କରିଛନ୍ତି। ଶ୍ରୀ ପାୱାର ଅଭିଯୋଗ କରିଛନ୍ତି କି କେବିସିରେ ଅମିତାଭ ବଚ୍ଚନ ଯେଭଳି ପ୍ରଶ୍ନ ପଚାରୁଛନ୍ତି ତାହା ଦ୍ୱାରା ହିନ୍ଦୁ ଧାର୍ମିକ ଭାବନାକୁ…

ବିଶ୍ୱ ଧନୀ ତାଲିକାରେ ତଳକୁ ଖସିଲେ ମୁକେଶ…

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାର ମୂଲ୍ୟ ହ୍ରାସ ହେବା ପରେ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଛି। ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ପ୍ରାୟ ୬.୮ ବିଲିୟନ ଡ଼ଲାର (୫୦ ହଜାର କୋଟି ଟଙ୍କା) ହ୍ରାସ ପାଇଛି। ଶୁକ୍ରବାର ପର୍ଯ୍ୟନ୍ତ ମୁକେଶ ବିଶ୍ୱର ଶ୍ରେଷ୍ଠ ଧନୀ…

ଉପ ନିର୍ବାଚନ: ବାଲେଶ୍ୱରରେ ୭୧.୧ %,…

ଭୁବନେଶ୍ୱର: କରୋନା ଗାଇଡ ଲାଇନ ଭିତରେ ଶେଷ ହୋଇଛି ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପ ନିର୍ବାଚନର ମତଦାନ। ଉପ ନିର୍ବାଚନରେ ସନ୍ଧ୍ୟା ୬ଟା ସୁଦ୍ଧା ତିର୍ତ୍ତୋଲରେ ୬୯.୯ ପ୍ରତିଶତ ମତଦାନ ହୋଇଥିବା ବେଳେ ବାଲେଶ୍ୱରରେ ୭୧.୧ ପ୍ରତିଶତର ମତଦାନ ହୋଇଛି। ଏନେଇ ରାଜ୍ୟ ନିର୍ବାଚନ କମିଶନର ସୁଶୀଲ ଲୋହାନୀ ଏହି…

ବାଣ ବିକ୍ରି ଓ ଫୁଟାଇବା ଉପରେ ରୋକ୍

ଭୁବନେଶ୍ବର: ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା। ନଭେମ୍ବର ୧୦ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବାଣ ବିକ୍ରି ଓ ଫୁଟାଇବା ଉପରେ ରୋକ୍‌ ଲଗାଇଲେ ସ୍ବତନ୍ତ୍ର ରିଲିଫ୍ କମିଶନର। ଏନେଇ ରାଜ୍ୟ ତମାମ କଟକଣା ଜାରି କଲେ ସ୍ବତନ୍ତ୍ର ରିଲିଫ୍ କମିଶନର। ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା ମୁତାବକ, ବାଣ ବିକ୍ରି…

ରାଜଧାନୀରୁ ଆଉ ୬୯ କରୋନା ସଂକ୍ରମିତ…

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବେ ସଂକ୍ରମଣ ହାର କମୁଛି। ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୬୯ ଜଣ କରୋନା ପଜିଟିଭ୍। ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୩୭୯ରେ ପହଞ୍ଚିଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୪ ଜଣ ରହିଥିବା ବେଳେ ୫୫ ଜଣ ହେଉଛନ୍ତି ସ୍ଥାନୀୟ…

ଷ୍ଟାନ୍‌ଫୋର୍ଡ ବିଶ୍ୱ ଶ୍ରେଷ୍ଠ…

ଭୁବନେଶ୍ୱର: ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ୭ ଜଣ ବିଶିଷ୍ଟ ଗବେଷକଙ୍କ ନାମ ସ୍ଥାନ ପାଇଛି। ୟୁଏସ୍‌ଏର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ଏହି…

କାବୁଲ ବିଶ୍ୱବିଦ୍ୟାଳୟ ଗୁଳିକାଣ୍ଡ:…

କାବୁଲ: ଆଫଗାନିସ୍ତାନର କାବୁଲ ବିଶ୍ୱ ବିଦ୍ୟାଳୟ ଉପରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଇସଲାମିକ୍ ଷ୍ଟେଟ୍। ଏହି ବର୍ବର ଆକ୍ରମଣରେ ଛାତ୍ରଙ୍କ ସମେତ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୨ ଜଣରୁ ଅଧିକ ଆହତ ହୋଇଛନ୍ତି। ଆଫଗାନିସ୍ତାନର ସର୍ବବୃହତ ବିଶ୍ୱ ବିଦ୍ୟାଳୟ କାବୁଲ ବିଶ୍ୱ ବିଦ୍ୟାଳୟରେ…

ସରିଲା ଉପନିର୍ବାଚନ, ଫଳାଫଳକୁ ଅପେକ୍ଷା

ବାଲେଶ୍ୱର/ତିର୍ତ୍ତୋଲ: ବାଲେଶ୍ୱର ଓ ତିର୍ତ୍ତୋଲରେ ଉପନିର୍ବାଚନ ଲାଗି ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିଲା ରହିଛି ମତଦାନ। ମତଦାନ ସନ୍ଧ୍ୟା ୬ଟା ଯାଏଁ ଜାରି ରହିଥିଲା। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ସନ୍ଧ୍ୟା ୫ଟା ସୁଦ୍ଧା ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ମୋଟ୍‌…