Odisha Link
Bridging the Missing Links in Odisha
Daily Archives

November 7, 2020

ଆମେରିକା ନିର୍ବାଚନ: ଜୋ ବାଇଡେନ୍‌…

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଆବଶ୍ୟକ ସଂଖ୍ୟାଗରିଷ୍ଠତା ଠାରୁ ଢେର ଅଧିକ ଭୋଟ ପାଇଛନ୍ତି ଜୋ ବାଇଡେନ୍। ସେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ନିଶ୍ଚିତ ହୋଇଛି। ଆମେରିକାରେ ମୋଟ ୫୩୮ ଇଲେକ୍ଟୋରାଲ କଲେଜ (ଭୋଟ୍) ଥିବା ବେଳେ ଏଥିରୁ ୨୭୦ରେ ବିଜୟୀ ହେଲେ ଜଣେ ରାଷ୍ଟ୍ରପତି ଭାବେ ନିର୍ବାଚିତ…

କରୋନା: ରାଜ୍ୟରେ ସୁସ୍ଥ ହେଲେ ୧୬୮୩…

ଭୁବନେଶ୍ଵର: ଦୀର୍ଘ ଆଠ ମାସ ପରେ ରାଜ୍ୟରେ କମୁଛି କରୋନା ସଂଖ୍ୟା। ଆଜି ରାଜ୍ୟରେ ଆଉ ୧୬୮୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୨, ୮୬, ୮୭୫ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ଆଜି ଏହାର ସୂଚନା ଦିଆଯାଇଛି। ବିଭାଗ…

ଆଜି ବି ମିଳିଲାନି ଜାମିନି, ନିଷ୍ପତ୍ତି…

ମୁମ୍ବାଇ: ଚାରି ଦିନ ଧରି ଜେଲରେ ଥିବା ରିପବ୍ଲିକ୍‌ ଟିଭି ମୁଖ୍ୟ ଅର୍ଣବ ଗୋସ୍ବାମୀଙ୍କ ଜାମିନି ଆବେଦନ ନେଇ ଆଜି ବି ନିଷ୍ପତ୍ତି ହୋଇପାରିନାହିଁ। ଗତକାଲି ତାଙ୍କର ଜାମିନି ନାମାଞ୍ଜୁର ହୋଇଥିବା ବେଳେ ଆଜି ପୁନଃଶୁଣାଣି ହୋଇଥିଲା। ଅର୍ଣବଙ୍କ ପକ୍ଷ ରଖିବାକୁ ଦେଶର ୧୩ ଜଣ ନାମୀ ଓକିଲଙ୍କୁ ଦାୟିତ୍ବ ଦିଆ…

ସ୍ୱର୍ଗଦ୍ୱାର ପରିଚାଳନା ଲାଗି ନୂଆ ସମିତି

ପୁରୀ: ସ୍ୱର୍ଗଦ୍ୱାରକୁ ସୁବ୍ୟବସ୍ଥିତ ଭାବରେ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ସ୍ୱର୍ଗଦ୍ୱାର ସେବା ସମିତିକୁ ଅନୁମତି ପ୍ରଦାନ କରିଛନ୍ତି। ଏ ସଂକ୍ରାନ୍ତରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଗତମାସ ୨୭ ତାରିଖରେ ଏହାର ପତ୍ର ସଂଖ୍ୟା ୧୬୭୦୧ ମାଧ୍ୟମରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛନ୍ତି ।…

ଚଳନ୍ତା କାର୍‌ରେ ଲାଗିଲା ନିଆଁ

ଭୁବନେଶ୍ବର: ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଭଟଲି ଛକ ନିକଟରେ ଏକ ଚଳନ୍ତା କାରରେ ନିଆଁ ଲାଗି ଯାଇଛି। ଗାଡ଼ି ନମ୍ବର ଓଆର ୧୭ ଏ ୨୯୩୦ରେ ଅଚାନକ ନିଆଁ ଲାଗି ଯାଇଥିଲା। ସଟ ସର୍କିଟ ଯୋଗୁଁ କାରରେ ଜଳି ଯାଇଥିବା ସନ୍ଦେହ କରାଯାଉଛି। ଭଟଲି ଛକରୁ ଟାଉନ୍ ଅଭିମୁଖେ ଯାଉଥିବା କାରରେ ହଠାତ ନିଆଁ ଲାଗି ଜଳି…

ଏକ୍‌ଜିଟ୍‌ ପୋଲ୍‌: ଟାଇମ୍ସ ନାଓ-ସିଭୋଟର…

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ରେ ଶେଷ ହୋଇଯାଇଛି ବିହାର ବିଧାନସଭା ନିର୍ବାଚନ। ପ୍ରାୟ ୭.୩ କୋଟି ଭୋଟର ବିହାର ବିଧାନସଭାର ୨୪୩ ଟି ଆସନ ପାଇଁ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ତେବେ ଏହି ପରିପ୍ରେକ୍ଷୀରେ ପ୍ରକାଶ ପାଇଛି ଏକଜିଟ୍ ପୋଲ୍ ଫଳାଫଳ। ପ୍ରଥମେ ପ୍ରକାଶିତ ହୋଇଥିବା ଟାଇମ୍ସ…

ଆନନ୍ଦପୁରରେ ୨୪ ମେଗାୱାଟର କ୍ଷୁଦ୍ର…

ଭୁବନେଶ୍ୱର: ଜିଲ୍ଲା ଖଣିଜ ପାଣ୍ଠିର ଟଙ୍କା ହେଉଛି ଲୋକଙ୍କ ଟଙ୍କା। ଏହାର ସବୁ ଟଙ୍କା କେବଳ ଲୋକଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଭିଡିଓ କନ୍‌ଫରେନସିଂ ଜରିଆରେ ଆନନ୍ଦପୁରର ସିଂହନାଳୀରେ ୨୪ ମେଗାୱାଟ ବିଶିଷ୍ଟ ବୈତରଣୀ କ୍ଷୁଦ୍ର ଜଳବିଦ୍ୟୁତ…

ବିହାର ନିର୍ବାଚନ: କିଛି ସମୟ ପରେ…

ବିହାର: ଆଜି ସରିଛି ବିହାର ନିର୍ବାଚନ। ଆଉ କିଛି ସମୟ ପରେ ଏକ୍‌ଜିଟ୍‌ ପୋଲ ଘୋଷଣା କରାଯିବ। ଏକ୍‌ଜିଟ୍‌ ପୋଲ୍‌ରେ କାହାର ପଲା ଭାରି ଜାଣିବାକୁ ସମସ୍ତଙ୍କର ଅପେକ୍ଷା ରହିଛି। ବିଭିନ୍ନ ଜାତୀୟ ସର୍ଭେ ସଂସ୍ଥା ପକ୍ଷରୁ ପୋଲ୍‌ ସର୍ଭେ ହୋଇଛି। ଜନାଦେଶ କାହା ସପ୪ରେ ଏକ୍‌ଜିଟ୍‌ ପୋଲ୍‌ରୁ ତଥ୍ୟ ମିଳିବ। ନୀତୀଶ…

ଦୀର୍ଘ ଦିନ ପରେ ଆରମ୍ଭ ହେଲା ରୋପଓ୍ବେ…

ସମ୍ବଲପୁର: ଦୀର୍ଘ ଆଠ ମାସର ବ୍ୟବଧାନ ପରେ ରୋପଓ୍ବେ ସେବା ଆରମ୍ଭ ହୋଇଛି। ସମ୍ବଲପୁର ହୀରାକୁଦ ଠାରେ ଥିବା ରୋପଓ୍ବେ ସେବା ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। କରୋନା କଟକଣା ଯୋଗୁଁ ଦୀର୍ଘ ୭ ମାସ ଧରି ହୀରାକୁଦର ରୋପଓ୍ବେ ସେବା ବନ୍ଦ ରହିଥିଲା। ଆଜିଠାରୁ ବିଧିବଦ୍ଧ ସୁରକ୍ଷା ସେବା ଗ୍ରହଣ କରି…

ଇତିହାସ ରଚିଲା ଇସ୍ରୋ: ଉତକ୍ଷେପଣ ହେଲା…

ନୂଆଦିଲ୍ଲୀ: ଆଜି ଇସ୍ରୋ ଭୂ-ପର୍ଯ୍ୟବେକ୍ଷଣ ଉପଗ୍ରହ ଇଓଏସ-୧କୁ ସଫଳତାର ସହ ଉତକ୍ଷେପଣ କରିଛି। ଏଥିରେ ୯ଟି ବିଦେଶୀ ଉପଗ୍ରହ ମଧ୍ୟ ଉତକ୍ଷେପଣ କରାଯାଇଛି। ଏହି ଉପଗ୍ରହ ଆଜି ଅପରାହ୍ନ ୩ଟା ୨ ମିନିଟରେ ଉତକ୍ଷେପଣ ହେବାର ଥିଲା କିନ୍ତୁ ୧୦ ମିନିଟ୍ ବିଳମ୍ବରେ ଅପରାହ୍ନ ୩ଟା ୧୨ ମିନିଟରେ ଉତକ୍ଷେପଣ…