Odisha Link
Bridging the Missing Links in Odisha
Daily Archives

November 7, 2020

ଓଡ଼ିଶାରେ ଅକ୍ୟୁପେସନାଲ୍ ଥେରାପି ଆଣ୍ଡ…

ଭୁବନେଶ୍ୱର: ଫିଜିଓଥେରାପି ଚିକିତ୍ସା କ୍ଷେତ୍ରରେ ଅଗ୍ରଗତି ନିମନ୍ତେ ଓଡ଼ିଶାରେ ରାଜ୍ୟ ଅକ୍ୟୁପେସନାଲ୍‌ ଥେରାପି ଆଣ୍ଡ ଫିଜିଓଥେରାପି କାଉନ୍‌ସିଲ୍ ଗଠିତ ହୋଇଯାଇଛି। ଓଡ଼ିଶା ଷ୍ଟେଟ୍ କାଉନ୍‌ସିଲ୍ ଫର୍ ଅକ୍ୟୁପେସନାଲ୍ ଥେରାପି ଆଣ୍ଡ ଫିଜିଓଥେରାପି ଆକ୍ଟ, ୨୦୧୯ ବଳରେ ଗତ ଜୁନ ୩ ତାରିଖରେ ଏହି କାଉନ୍‌ସିଲ୍…

୮ ଟ୍ରକ୍ ବାଣ ଜବତ, ୩ ଗିରଫ

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା ନଳବଣ୍ଟା ଗାଁରୁ ପୋଲିସ ୮ ଟ୍ରକ୍ ବାଣ ଜବତ କରିଛି। ଟ୍ରକ୍ ଟ୍ରକ୍ ବାଣ ସହ ପୋଲିସ ୩ ଜଣଙ୍କୁ ଗିରଫ କରିଛି। କଟକଣା ସତ୍ତ୍ୱେ ଏମାନେ ବାଣ ତିଆରି କରି ବିକ୍ରି କରୁଥିଲେ। ଏନେଇ ସୂଚନା ପାଇବା ପରେ ପୋଲିସ ଚଢ଼ାଉ କରି ୮ ଟ୍ରକ୍ ବାଣ ଜବତ କରିଛି। ବର୍ଷ ତମାମ୍ ଆସିକା…

ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ରଙ୍କ…

କଟକ: ବରିଷ୍ଠ ଆଇନଜୀବୀ ତଥା ହାଇକୋର୍ଟ ବାର୍ ଆସୋସିଏସନର ପୂର୍ବତନ ସଭାପତି ଅଶୋକ କୁମାର ମହାପାତ୍ରଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ପୂର୍ବରୁ କରୋନ‌ାରେ ସଂକ୍ରମିତ ହୋଇଥିଲେ ମଧ୍ୟ କରୋନାରୁ ଆରୋଗ୍ୟଲାଭ କରି ନିଜ ବାସଭବନକୁ ଫେରି ଆସିଥିଲେ। ପରେ ଏଇ…

କରୋନା: ରାଜଧାନୀରୁ ଆଉ ୬୪ ପଜିଟିଭ୍…

ଭୁବନେଶ୍ୱର: ଦୀର୍ଘ ଆଠ ମାସେ ପରେ ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଆଜି ଭୁବନେଶ୍ୱରରୁ ୬୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୬୪୭ରେ ପହଞ୍ଚିଛି। ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୭ ଜଣ ରହିଥିବା ବେଳେ ୪୭ ଜଣ…

ନିଜ ସହ ନିଜେ ବିବାହ କଲେ ବ୍ରାଜିଲ୍ ଯୁବକ

ବ୍ରାସିଲିଆ: ବିବାହ ଗୋଟେ ପବିତ୍ର ବନ୍ଧନ। ଗୋଟେ ଝିଅ ପୁଅକୁ କିମ୍ବା ଗୋଟେ ପୁଅ ,ଝିଅକୁ ବିବାହ କରିଥାଏ। କିନ୍ତୁ ବ୍ରାଜିଲ୍‌ରେ ଜଣେ ଯୁବକ ନିଜ ପ୍ରେମିକା ସହ ବ୍ରେକ ପରେ ନିଜ ସହ ବିବାହ କରି ନେଇଛନ୍ତି। ଏହି ସାଧାରଣତଃ ଶୁଣିଲେ ଅଜବ ଲାଗୁଥିବା। ଏହି ଘଟଣାଟି ବ୍ରାଜିଲ୍‌ରେ ଘଟିଛି। ଡାକ୍ତର ଡିଗୋ…

ଆକ୍ସନ ଅବତାରରେ ନଜର ଆସୁଛନ୍ତି ଟାଇଗର

ମୁମ୍ବାଇ: କରୋନା କାରଣରୁ ସମସ୍ତ ସିନେମା ନିର୍ମାଣ ବନ୍ଦ ହୋଇଯାଇଥିଲା। ବଲିଉଡ଼ ଅଭିନେତା ଟାଇଗର ଶ୍ରଫ୍‍ ଖୁବ ଶୀଘ୍ର ଏକ ନୂଆ ସିନେମା ନେଇ ଆସୁଛନ୍ତି। ସିନେମାର ନାଁ ରହିଛି ‘ଗଣପତ’। ଏହାର ନିର୍ଦ୍ଦେଶନା ଭାର ନେଇଛନ୍ତି ବିକାଶ ବହଲ ଓ ପ୍ରଯୋଜନା ଦାୟିତ୍ୱରେ ରହିବେ ବାସୁ ଭଗନାନୀ। ସିନେମା ଗଣପତର…

୮୦ ଲିଟର ଦେଶୀ ମଦ ଜବତ କଲା ଅବକାରୀ…

ରାଇରଙ୍ଗପୁର: ବ୍ୟାପକ ପରିମାଣରେ ମଦରନ୍ଧା ସରଞ୍ଜାମ, ଦେଶୀ ମଦ ଜବତ କଲା ଅବକାରୀ ବିଭାଗ । ତା ସହ ମୋଟ୍ ୨୬୦୦ କିଲୋଗ୍ରାମ ମହୁଲ ପଚ ମଧ୍ୟ ନଷ୍ଟ କରାଯାଇଛି। ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ପିଠାକୁଟୁଣି ଓ ରାଖାସାହି ଗ୍ରାମରୁ ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ…

ବଢ଼ିବ ଶୀତ, ୧୫ ଡିଗ୍ରୀ ତଳେ ରହିଛି ୪…

ଭୁବନେଶ୍ୱର: ଦିନକୁ ଦିନ ଶୀତ ତାପମାତ୍ରା ବଢ଼ିବାର ଅନୁଭବ ହେଉଛି। ୧୫ ଡିଗ୍ରୀ ତଳେ ରହିଛି ୪ ସହରର ତାପମାତ୍ରା। ୧୧ ଦଶମିକ ୮ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠାରୁ ଥଣ୍ଡା ସହର ରହିଛି। ଅନୁଗୁଳର ସର୍ବନିମ୍ନ ତାପମାତ୍ରା ୧୨.୬ ଡିଗ୍ରୀ, ଦାରିଙ୍ଗବାଡ଼ି- ୧୪ ଡିଗ୍ରୀ, ଝାରସୁଗୁଡ଼ା- ୧୪.୧ ଡିଗ୍ରୀ,…

ଅର୍ଣବଙ୍କ ଜାମିନ ପାଇଁ ବମ୍ବେ ହାଇ…

ମୁମ୍ବାଇ: ଆଜି ଦିନ ୧୨ଟା ଠାରୁ ଅର୍ଣବ ଗୋସ୍ବାମୀଙ୍କ ଜାମିନ ଆବେଦନର ଶୁଣାଣି ଆରମ୍ଭ ହୋଇଛି। ଅର୍ଣବ ନିଜ ସପକ୍ଷରେ ଯୁକ୍ତି ରଖିବା ପାଇଁ ଦେଶର ୧୩ ଜଣ ବରିଷ୍ଠ ଓକିଲଙ୍କୁ ନିଯୁକ୍ତ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ହରିଶ ସାଲ୍‌ଭେ ଓ ମହେଶ ଜେଠମାଲାନିଙ୍କ ଭଳି ପ୍ରସିଦ୍ଧ ଆଇନଜ୍ଞ ଅଛନ୍ତି। ଅନ୍ୟମାନଙ୍କ…

ବିବାହିତ ମହିଳାଙ୍କୁ ଦୁଷ୍କର୍ମ କରି…

ରାଇରଙ୍ଗପୁର: ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ମାମଲା ବଢ଼ିବାରେ ଚାଲିଛି। ଏସବୁ ମଧ୍ୟରେ ଜଣେ ବିବାହିତ ମହିଳା ଦୁଷ୍କର୍ମ ଶିକାର ହୋଇଛନ୍ତି। ବିବାହିତ ମହିଳାଙ୍କୁ ଦୁଷ୍କର୍ମ କରି ଫେରାର ଥିଲେ ୩ ଅଭିଯୁକ୍ତ। ଏବେ ବାଦାମପାହାଡ଼ ପୁଲିସ୍‌ ଦୁର୍ବୃତ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି। ସୂଚନାଥାଉକି, ଗତ ୩…