Odisha Link
Bridging the Missing Links in Odisha

ଚଳନ୍ତା କାର୍‌ରେ ଲାଗିଲା ନିଆଁ

ଭୁବନେଶ୍ବର: ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଭଟଲି ଛକ ନିକଟରେ ଏକ ଚଳନ୍ତା କାରରେ ନିଆଁ ଲାଗି ଯାଇଛି। ଗାଡ଼ି ନମ୍ବର ଓଆର ୧୭ ଏ ୨୯୩୦ରେ ଅଚାନକ ନିଆଁ ଲାଗି ଯାଇଥିଲା।

ସଟ ସର୍କିଟ ଯୋଗୁଁ କାରରେ ଜଳି ଯାଇଥିବା ସନ୍ଦେହ କରାଯାଉଛି। ଭଟଲି ଛକରୁ ଟାଉନ୍ ଅଭିମୁଖେ ଯାଉଥିବା କାରରେ ହଠାତ ନିଆଁ ଲାଗି ଜଳି ଉଠିଥିଲା। ନିଆଁ ଲାଗିବା​‌ ବେଳେ ଡ୍ରାଇଭର କାରରୁ ବାହାରି ଯାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Comments are closed.