Odisha Link
Bridging the Missing Links in Odisha
Daily Archives

November 23, 2020

ବେଆଇନ୍‌ ଧର୍ମଘଟକୁ ପ୍ରୋତ୍ସାହନ ଦେଲେ…

ଭୁବନେଶ୍ୱର: ଏବେ ବେଆଇନ ଧର୍ମଘଟକୁ ପ୍ରୋତ୍ସାହିତ କଲେ ଜେଲ ସହ ଦେବାକୁ ପଡ଼ିବା ଜରିମାନା। ଏହା ଓଡ଼ିଶା ଅତ୍ୟାବଶ୍ୟକ ସେବା ସଂଶୋଧନ ବିଲ୍ ବିଧାନସଭାରେ ପାରିତ ହୋଇଛି।ନୂଆ ଅଧିନିୟମରେ ଅଗ୍ନି ନିରାପତ୍ତା ଓ ଜଙ୍ଗଲ ବିଭାଗ ସାମିଲ କରାଯାଇଛି। ସେହିପରି କାରାଗାର ସଂସ୍କାର, ଇଲେକ୍ଟ୍ରୋନିକ୍ସ, ସୂଚନା ଓ…

ଲୁଚିଛପି ପ୍ରେମିକାକୁ ଦେଖା କରୁଥିଲା…

ନୂଆଦିଲ୍ଲୀ: ଲୁଚିଛପି ପ୍ରେମ କରୁଥିଲା ପ୍ରେମିକ। ନିଇତି ପ୍ରେମିକାକୁ ଦେଖା କରିବାକୁ ଯାଏ ପ୍ରେମିକ। ପରେ ପ୍ରେମୀକାକୁ ବାହା ହେବାକୁ ମନା କରିବାରୁ ତାଙ୍କୁ ଦଣ୍ଡ ସ୍ବରୂପ ବିବାହ କରିବାକୁ ପଡ଼ିଥିଲା। ଏଭଳି ଏକ ଖବର ଆସିଛି ଆଜିମନଗର ଥାନାର ସୁମାଲୀ ଗାଁରୁ। ସ୍ବାର ଅଞ୍ଚଳର ଗଦିନଗଳୀ ଗାଁ ନିବାସୀ ପ୍ରେମ…

ପକ୍ଷୀ ଚୋରା ଚାଲଣ, ୨ ଗିରଫ

କଟକ: ବାଦାମବାଡ଼ି ଥାନା ପୁଲିସ ଶତାଧିକ ଠେକୁଆ, ମୂଷା, ଶୁଆ, ପାରା ଓ ଅନ୍ୟାନ୍ୟ ପ୍ରଜାତିର ଛୋଟ ଛୋଟ ପକ୍ଷୀଙ୍କୁ ଉଦ୍ଧାର କରିଛି। ଏକ ଘରୋଇ ବସ ଯୋଗ‌େ ଏହି ପକ୍ଷୀ ଚୋରା ଚାଲାଣ କରାଯାଉଥିଲା। କଲିକତାରୁ ମହାଲକ୍ଷ୍ମୀ ବସ ଯେ‌ାଗେ କଟକ ଆସିଥିବା ଶତାଧିକ ପକ୍ଷୀଙ୍କୁ ଉଦ୍ଧାର କରି ଦୁଇ ଜଣଙ୍କୁ ଅଟକ…

ମୁମୂର୍ଷୁ ଅବସ୍ଥାରେ ମାଈ ହାତୀ ଉଦ୍ଧାର

ପାଳଲହଡା: ଆଜି ସକାଳୁ ନାଳିରୁ ଏକ ମାଈ ହାତୀ ଉଦ୍ଧାର କରାଯାଇଛି। ଏହି ଘଟଣାଟି ଦେବଗଡ଼ ବନଖଣ୍ଡ ପାଳଲହଡ଼ା ବ୍ଲକ ଖମାର ରେଞ୍ଜ ଅଧିନ ସହର ଗୁରୁଜାଙ୍ଗ ବିଟ କରଡ଼ାପାଳ ପଞ୍ଚାୟତ ଗୁରୁଣ୍ଡିଆ ଘଟିଛି। ଖମାର ରେଞ୍ଜର ଏ.ସି.ଏଫ ସଦଳ ଖବର ପାଇବା ମାତ୍ରେ ଘଟଣାସ୍ଥଳକୁ ଯାଇ ଚିକିତ୍ସା ଆରମ୍ଭ କରିଥିଲେ। ପାଳଲହଡା…

ଗତ ୬ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର…

ଭୁବନେଶ୍ୱର: ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା ତଥା ଡିବିଟି ଜରିଆରେ ଅର୍ଥ ରାଶି ପ୍ରାପ୍ତି, ପାରିଶ୍ରମିକ ମୂଲ୍ୟ ପ୍ରଦାନ, ଫସଲ ବୀମା ଜରିଆରେ ମୋଟ…

ରାଜଧାନୀରେ ଆଜି ୩୭ କରୋନା ଆକ୍ରାନ୍ତ…

ଭୁବନେଶ୍ବର: ରାଜଧାନୀରେ ଆଜି ୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୬ ଜଣ ରହିଥିବା ବେଳେ ୨୧ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। https://twitter.com/bmcbbsr/status/1330822218234773505 ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ…

କଟକରେ ନକଲି ଜର୍ଦ୍ଦା କାରଖାନା ଠାବ

କଟକ: କଟକ ଜଗତପୁର ଓ ଟାଙ୍ଗୀରେ ନକଲି ପାନମସଲା କାରଖାନାରେ ପୁଲିସ ଆଜି ରେଡ଼ କରିଛି। ପୁଲିସ ଲକ୍ଷାଧିକ ଟଙ୍କାର ନକଲି ପାନ ମସଲା, କଞ୍ଚାମାଲ, ଯନ୍ତ୍ରାଂଶ ଜବତ କରିଛି । ତେବେ ଭୁବନେଶ୍ବରରୁୁ ବେନାମୀ ୩୦ ଲକ୍ଷ ଟଙ୍କା ମିଳିବା ପରେ ପିଲିସ ଏହି ରେଡ଼ କରିଥିଲା।

ନଦୀରେ ବୁଡ଼ି ୨ବର୍ଷର ଶିଶୁ ପୁତ୍ର ମୃତ

ଦଶରଥପୁର: ନଦୀରେ ବୁଡ଼ି ଦୁଇ ବର୍ଷର ଶିଶୁ ପୁତ୍ର ମୃତ୍ୟୁ ବରଣ କରିଛି। ନିଜ ଘର ପାଖରେ ଥିବା କାଣୀ ନଦୀରେ ବୁଡ଼ିଯିବାରୁ ଶିଶୁ ପୁତ୍ରଟିର ମୃତ୍ୟୁ ହୋଇଥିଲା।  ଏହି ଅଭାବନୀୟ ଘଟଣାଟି ମଙ୍ଗଳପୁର ଥାନା କସପା ପଞ୍ଚାୟତ ବ୍ରହ୍ମଚାରୀପାଟଣା ଗ୍ରାମରେ ଘଟିଛି। ମୃତକ ହେଲେ ରମେଶ ଦାସଙ୍କ ପୁଅ ସାଇ ଦାସ। ଘର ଲୋକ…

୧୫ଦିନ ପରେ ଜଙ୍ଗଲରୁ ମୃତଦେହ ଠାବ

ସାନଖେମୁଣ୍ଡି : ଆଜି ଜଙ୍ଗଲରେ ଏକ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛିି। ମୃତକ ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଛଣବଗଡ ଗାଁର ସାଇବାଣୀ ମଲ୍ଲିକ। ସେ ଦିର୍ଘ ୧୫ ଦିନ ପର୍ଯ୍ୟନ୍ତ ନିଖୋଜ ଥିଲେ। ଗ୍ରାମବାସୀ ମାନେ ଜଙ୍ଗଲରେ ପୋତାହୋଇଥିବା ଅବସ୍ଥାରେ ଉକ୍ତ ମହିଳାଙ୍କ ମୃତ ଦେହ ଉଦ୍ଧାର କରିଥିଲେ।…

ଭାରତୀ ଏବଂ ହର୍ଷଙ୍କୁ ଜାମିନ

ମୁମ୍ବାଇ: କମେଡି କୁଇନ୍ ଭାରତୀ ସିଂହ ଓ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଜାମିନ। ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଆଜି ଭାରତୀ ସିଂହ ଓ ସ୍ୱାମୀ ହର୍ଷଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବା ପରେ ଭାରତୀ ସିଂହ ଓ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ବେଲ୍‌ ମିଳିଛି। ନିଶାଦ୍ରବ୍ୟ ରଖିବା ଅଭିଯୋଗରେ ଶନିବାର ଭାରତୀ…