Odisha Link
Bridging the Missing Links in Odisha
Daily Archives

November 23, 2020

ସ୍କୁଲ ଫି’ ମାମଲା: ରାଜ୍ୟ ସରକାରଙ୍କ…

ଭୁବନେଶ୍ୱର: ଆଜି ହାଇକୋର୍ଟ ସ୍କୁଲ ଫି’ ହ୍ରାସ ଆବେଦନ ମାମଲାର ଶୁଣାଣି କରିଛନ୍ତି। ଏହି ପ୍ରସଙ୍ଗରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ରାଜ୍ୟ ସରକାର ସ୍କୁଲ ଫି କେତେ ହ୍ରାସ କରି ପାରିବେ ସେ ସମ୍ପର୍କରେ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ଫି’ ତେକେ ହ୍ରାସ…

ଓଡ଼ିଶା ଆସିବେ ଜେପି ନଡ୍ଡା

ଭୁବନେଶ୍ୱର: ଓଡ଼ିଶା ଆସିପାରନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଜାନୁଆରୀ କିମ୍ବା ଫେବୃୟାରୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶା ଆସିପାରନ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଜେପି ନଡ୍ଡା ଓଡ଼ିଶା ଆସିଲେ ସଙ୍ଗଠନ, ମିଶନ-୧୨୦, ଡବଲ ଇଞ୍ଜିନ…

ବିନା ପ୍ରଧାନଶିକ୍ଷକରେ ରାଜ୍ୟର ୧୦୦୩…

ଭୁବନେଶ୍ୱର: ଖାଲି ପଡିଛି ରାଜ୍ୟରେ ବହୁ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ପଦବୀ। ବିନା ପ୍ରଧାନଶିକ୍ଷକରେ ରାଜ୍ୟର ୧୦୦୩ ଉଚ୍ଚ ବିଦ୍ୟାଳୟ। ୯୩୯ ବରିଷ୍ଠ ଏସ୍‌ଇଏସ୍ ପ୍ରଧାନଶିକ୍ଷକ ପଦବୀ ଖାଲି ରହିଛି। ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୧୨୩ଟି ସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି। କେନ୍ଦ୍ରାପଡାରେ ୯୯ଟି…

ରାଜ୍ୟରେ ୮ଲକ୍ଷରୁ ଉର୍ଦ୍ଧ୍ବ…

ଭୁବନେଶ୍ୱର: ରାଜ୍ୟରେ ୮ଲକ୍ଷ ୬୪ହଜାର ୪୯୯ ହାଇସ୍କୁଲ ଛାତ୍ରଛାତ୍ରୀ ବୀମାଭୁକ୍ତ। ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ବୀମାଭୁକ୍ତ କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ମୋଟ ୨୧ଲକ୍ଷ ୨୮ହଜାର ୨୪୬ ହାଇସ୍କୁଲ ଛାତ୍ରଛାତ୍ରୀ ଅଛନ୍ତି। ଛାତ୍ରଛାତ୍ରୀଙ୍କୁ ବୀମାଭୁକ୍ତ କରିବାକୁ ଷ୍ଟୁଡେଣ୍ଟ ସେଫ୍ଟି ଇନ୍ସୁରାନ୍ସ…

ଘର ଭିତରକୁ ମାଡ଼ିଗଲା ଭ୍ୟାନ, ୨ ଶିଶୁ…

ଉମରକୋଟ: ରାସ୍ତାକଡ଼ରେ ଥିବା ଏକ ଭ୍ୟାନ ଘର ଭିତରକୁ ମାଡ଼ିଯାଇଛି। ଫଳରେ ୨ ଜଣ ଶିଶୁଙ୍କ ମୃତ୍ୟ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଚନ୍ଦାହାଣ୍ଡି ବ୍ଲକ ଝରାବାହାଲ ଗାଁରେ । ଘରେ ନିଆଁ ପୁଆଁଉ ଥିବାବେଳେ ଏକ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇ ଘର ଭିତରକୁ ମାଡ଼ିଯାଇଥିଲା। ଫଳରେ ଘରେ ଥିବା ୨ ଜଣ…

ଏନକାଉଣ୍ଟରରେ ୩ ନକ୍ସଲ ନିହତ

ଛତିଶଗଡ: ଛତିଶଗଡ କାଙ୍କେର ଜିଲ୍ଲା ରାୱାଘାଟ ଜଙ୍ଗଲରେ ଯବାନ ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ଏନକାଉଣ୍ଟରରେ ୩ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ମୃତ ୩ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ଅତ୍ୟାଧୁନିକ ବନ୍ଧୁକ ସହ ଗୁଳି ଜବତ କରାଯାଇଛି। ଏନକାଉଣ୍ଟରରେ ସମୟରେ…

ବିଶ୍ବ ରେକର୍ଡ କଲା ଆର୍‌ବିଆଇ

ନୂଆଦିଲ୍ଲୀ: ବିଶ୍ବ ରେକର୍ଡ କରିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)। ବିଶ୍ୱର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ ଭାବେ ଆରବିଆଇର ଟ୍ୱିଟର ଅନୁଗାମୀଙ୍କ ସଂଖ୍ୟା ୧ ମିଲିୟନ ବା ୧୦ ଲକ୍ଷ ପାର କରିଛି। ଆଜି ପର୍ଯ୍ୟନ୍ତ ବିଶ୍ୱର କୌଣସି କେନ୍ଦ୍ରୀୟ ବ୍ୟାଙ୍କର ଟ୍ୱିଟର ଅନୁଗାମୀଙ୍କ ସଂଖ୍ୟା ୧୦ ଲକ୍ଷ ପାର କରି…

ଆଖି ବୁଜିଲେ ଆଉ ୧୭ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ମଧ୍ୟ ମୃତ୍ୟୁ ହାରରେ ବ୍ରେକ୍‌ ଳାଗୁନି। ୨୪ ଘଣ୍ଟା ମଧ୍ୟରେ ୬୬୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୬୫୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ…

ରାଜ୍ୟରେ କରୋନା: ୬୬୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୬୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୮୫ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୮୩ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ…

ଖସୁଛି ପାରଦ, ୧୫ ଡିଗ୍ରୀ ତଳେ ୮ ସହର

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଖସୁଛି ପାରଦ। ଫଳରେ ଶୀତର ପ୍ରକୋପ ବଢିବାରେ ଲାଗିଛି। ରାଜ୍ୟର ବିଭିନ୍ନ ସହରରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ରାଜ୍ୟର ୮ଟି ସହରର ତାପମାତ୍ରା ୧୫ଡିଗ୍ରୀ ତଳେ ରହିଛି। ସୁବର୍ଣ୍ଣପୁରର ତାପମାତ୍ରା ୧୧.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।…