Odisha Link
Bridging the Missing Links in Odisha
Daily Archives

November 23, 2020

‘ଭୋକାଲ୍‍ ଫର ଲୋକାଲ’ ଅଭିଯାନରେ…

ଭୁବନେଶ୍ୱର : ସ୍ଥାନୀୟ ସ୍ତରରେ ପ୍ରସ୍ତୁତ ହସ୍ତଶିଳ୍ପ ଓ କାରିଗରି ଉତ୍ପାଦଗୁଡିକୁ ଦୃଢ ଭାବରେ ଉପସ୍ଥାପନ କରିବାକୁ ଯାଇ ରିଲାଏନ୍ସ ରିଟେଲ ଚଳିତ ପାର୍ବଣ ଋତୁରେ ତାହାର ଗ୍ରାହକଙ୍କ ପାଇଁ ୫୦ରୁ ଊର୍ଦ୍ଧ୍ୱ ଜିଆଇ ପ୍ରମାଣିତ କାରିଗରି କ୍ଲଷ୍ଟରରୁ ୪୦,୦୦୦ରୁ ଅଧିକ କାରିଗର ବା ହସ୍ତଶିଳ୍ପୀଙ୍କ ହସ୍ତ ନିର୍ମିତ…

ବାଇକ ଡିକି ଭାଙ୍ଗି ୧ଲକ୍ଷ ଟଙ୍କା ଲୁଟ

ବାରିପଦା: ରାଜ୍ୟରେ ଲୁଟେରାଙ୍କ ଅତ୍ୟାଚାର ବଢ଼ିବାରେ ଲାଗିଛି। ଦିବାଆଲୋକରେ ବାଇକର ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା। ଏହି ଘଟଣାଟି ବାରିପଦା ଟାଉନ୍‌ ଥାନାଠାରୁ ମାତ୍ର ଅଳ୍ପ କିଛି ମିଟର ଦୂର ବଡ଼ଦାଣ୍ଡ ପାର୍ଶ୍ବବର୍ତ୍ତୀ ଶୀତଳା ମନ୍ଦିର ସମ୍ମୁଖରେ ଥିବା ଏକ ଦୋକାନ ସମ୍ମୁଖରେ ଘଟିଛି।…

ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବେ…

ଭୁବନେଶ୍ୱର : ଆଜି ପ୍ରଦେଶ କାର୍ଯ୍ୟାଳୟ ଠାରେ ନବନିଯୁକ୍ତ ଓଡିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀଜୀ ଏବଂ ସହପ୍ରଭାରୀ ବିଜୟ ପାଲ ସିଂହ ତୋମାରଜୀଙ୍କୁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏକ ଭର୍ଚୁଆଲ ମିଟିଙ୍ଗ ମାଧ୍ୟମରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିରେ ରାଜ୍ୟ ସାଧାରଣ…

ସୁଶୀଳାଦେବୀଙ୍କ ଶେଷ ଦର୍ଶନ କରି ଗଭୀର…

ଭୁବନେଶ୍ୱର : ରାଜ୍ୟର ପ୍ରଥମ ମହିଳା ତଥା ମହାମହିମ ରାଜ୍ୟପାଳଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଗଭୀର ଶୋକ ବ୍ୟକ୍ତ କରିବା ସହ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ସ୍ୱର୍ଗତାଃ ସୁଶୀଳା ଦେବୀଙ୍କ ଆକସ୍ମିକ ବିୟୋଗ ରାଜ୍ୟବାସୀଙ୍କ ପ୍ରତି ଏକ…

ଓଡିଶାର ଚାଷୀକୂଳ ତରଫରୁ…

ଭୁବନେଶ୍ୱର: ମୋଦୀ ସରକାର ଚାଷୀଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା ଲାଗୁ କରିଛନ୍ତି। ପ୍ରଧାନମନ୍ତ୍ରୀ କୃଷକ ସମ୍ମାନନିଧୀ ଯୋଜନା ଅବା ଧାନର ସର୍ବନିମ୍ନ ସହାୟକ ରାଶି ବୃଦ୍ଧି କରି ଚାଷୀକୂଳକୁ ବ୍ୟାପକ ସହାୟତା ପ୍ରକଦାନ କରିଛନ୍ତି ମୋଦି ସରକାର। ସେହିପରି ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି…

୬ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ…

ଭୁବନେଶ୍ୱର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ରାଜ୍ୟର ୬ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ କରିଛନ୍ତି‌। ରମାଦେବୀ ବିଶ୍ୱବିଦ୍ୟାଳୟ ପାଇଁ ଅପରାଜିତା ଚୌଧୁରୀ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ସବିତା ଆଚାର୍ଯ୍ୟଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ଫକୀର ମୋହନ ବିଶ୍ୱବିଦ୍ୟାଳୟ ପାଇଁ ଦୀନବନ୍ଧୁ ସାହୁ,…

ପୋଖରୀରେ ବୁଡ଼ି ଜଣେ ଯୁବକ ମୃତ

ପାଇକମାଳ: ପୋଖରୀରେ ବୁଡ଼ି ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ ବିଶ୍ବାମିତ୍ର ଭୋଇ। ତାଙ୍କର ବୟସ ୫୨ ବର୍ଷ ।ଏହି ଦୁର୍ଘଟଣାଟି ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଛେତେଙ୍ଗା ପଞ୍ଚାୟତ ବ୍ରାହ୍ମଣଢିହି ଗ୍ରାମର ଏକ ପୋଖରୀରେ ଘଟିଛି। ସୂଚନାଅନୁସାରେ , ବିଶ୍ଵାମିତ୍ର ଗତକାଲି ଦିନ ସକାଳୁ ଗାଁ…

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ…

ଗୌହାଟୀ: ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ପରଲୋକ। ସୋମବାର ସେ ଗୌହ୍ଵାଟୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ୫ଟା ୩୪ରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ବହୁବିଧ ରୋଗରେ ପୀଡିତ ଗୋଗୋଇଙ୍କ ସ୍ଵାସ୍ଥ୍ୟବସ୍ଥା ପୂର୍ବରୁ ସଙ୍କଟାପନ୍ନ ଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲ।।…

ବିଜୁ ଗାଁ ରେଡିଓ: ଆରମ୍ଭ ନ ହେଉଣୁ ବନ୍ଦ…

ଭୁବନେଶ୍ବର: ରାଜ୍ୟ ସରକାର ଘୋଷଣା କରୁଛନ୍ତି ମାଳ ମାଳ ଯୋଜନା। ନେଉଛନ୍ତି ଅନେକ ନିଷ୍ପତ୍ତି। ହେଲେ କିଛିଟା କାର୍ଯ୍ୟକାରୀ ହେଉଥିବା ବେଳେ ଆଉ କିଛି କେବଳ ଘୋଷଣାରେ ହିଁ ରହିଯାଉଛି। ୨୦୧୬ ମସିହାରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଜରୁରୀ ତଥ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାର 'ବିଜୁ ଗାଁ…

ଏନ୍‌ଏସ୍‌ଏସ୍ ବିଶ୍ୱର ସର୍ବବୃହତ ଯୁବ…

ଭୁବନେଶ୍ୱର: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀକୁ ସ୍ମରଣୀୟ କରିବା ନିମନ୍ତେ ୧୯୬୯ ମସିହାରେ ନ୍ୟାସ୍‌ନାଲ୍ ସର୍ଭିସ୍ ସ୍କିମ୍ (ଏନ୍‌ଏସ୍‌ଏସ୍‌) ଗଠିତ ହୋଇଥିଲା । ଏନ୍‌ଏସ୍‌ଏସ୍ ହେଉଛି ବିଶ୍ୱର ସର୍ବବୃହତ ଯୁବ କାର୍ଯ୍ୟକ୍ରମ ବୋଲି ରବିବାର ଦିନ ସୂଚନା ଦେଇଛନ୍ତି ଏହାର ପୂର୍ବତନ ମୁଖ୍ୟ…