Odisha Link
Bridging the Missing Links in Odisha
Daily Archives

December 2, 2020

୨୫ ଟ୍ରେନର ଚଳାଚଳରେ ପରିବର୍ତ୍ତନ,…

ଭୁବନେଶ୍ବର: ପୂର୍ବତଟ ରେଳପଥର ୨୫ ଟି ଟ୍ରେନର ସମୟର ପରିବର୍ତ୍ତନ। ୨୫ ଟ୍ରେନ୍ ଓ ୩ ଯୋଡା ବିଶେଷ ଟ୍ରେନ ଚଳାଚଳ ସମୟ ପରିବର୍ତ୍ତନ ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଶନିବାର ପୂର୍ବାହ୍ନ ୯.୩୦ ମିନିଟ୍‌ରେ ଭୁବନେଶ୍ବରରୁ ନୂଆଦିଲ୍ଲୀ ଅଭିମୁଖେ…

୪୦୦ ଟଙ୍କାରେ ହେବ ଆରଟି-ପିସିଆର ଟେଷ୍ଟ୍

ଭୁବନେଶ୍ୱର: ଘରୋଇ ଲ୍ୟାବରେ କରୋନା ଟେଷ୍ଟ ଫି’ ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର। ଘରୋଇ ଲ୍ୟାବରେ ଆରଟି-ପିସିଆର ଟେଷ୍ଟ ପାଇଁ ଏଣିକି ସର୍ବାଧିକ ୪୦୦ ଟଙ୍କା ଦେବାକୁ ପଡ଼ିବ। ଜିଏସଟି ସହ ଟେଷ୍ଟ ଫି’ ୪୦୦ ଟଙ୍କା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ଫି’ ନିର୍ଦ୍ଧାରଣ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ…

ଫାଇଜର ଟିକାକୁ ଲାଇସେନ୍ସ ଦେଲା ବ୍ରିଟେନ୍

ନୂଆଦିଲ୍ଲୀ: ଫାଇଜର ଟିକାକୁ ବ୍ରିଟେନର ଲାଇସେନ୍ସ । ପ୍ରଥମ ୟୁରୋପୀୟ ଦେଶ ଭାବେ ବ୍ରିଟେନ ଫାଇଜର ପ୍ରସ୍ତୁତ କରୋନା ଟିକାକୁ ଲାଇସେନ୍ସ ଦିଆଯାଇଛି। ଲୋକଙ୍କୁ ଟିକାକରଣ ପାଇଁ ବ୍ରିଟେନ ୪୦ ନିୟୁତ ଡୋଜ କିଣିଥିବା ଜଣାଯାଇଛି। ଘରୋଇ ଲ୍ୟାବରେ କରୋନା ଟେଷ୍ଟ ଫି’ ନିର୍ଦ୍ଧାରଣ କରିଛନ୍ତି ଓଡ଼ିଶା ସରକାର।…

କମିଲା ସୁନା ଦର, ଜାଣନ୍ତୁ କେତେ?

ଭୁବନେଶ୍ୱର: ହ୍ରାସ ପାଉଛି ସୁନା ଦର। ଭାରତୀୟ ବଜାରରେ ସୁନା ଓ ରୂପା ଦାମ କମିବାରେ ଲାଗିଛି। ୪ ମାସ ତଳେ ସୁନା ଦର ଯେତିକି ଥିଲା ତାହା ୭ ହଜାର ଟଙ୍କା କମିଯାଇଛି। ଗତ ତିନି ସପ୍ତାହ ଧରି ସୁନା ଦାମ ପ୍ରାୟ ୪ ହଜାର ହ୍ରାସ ପାଇଛି। ଅଗଷ୍ଟ ୧୦ରେ ୨୪ କ୍ୟାରେଟ ସୁନା ଦର ୫୬ ହଜାର ଟଙ୍କା ହୋଇଥିବାବେଳେ ଏବେ…

ସ୍ୱାମୀର ମୃତ୍ୟୁ ପରେ ସ୍ତ୍ରୀର…

ସାଲେପୁର: ସ୍ୱାମୀର ଆତ୍ମହତ୍ୟା ପରେ ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ସାଲେପୁର ମହାଙ୍ଗା ଥାନା ପୋତରା-ପ୍ରହରାଜପୁର ଗ୍ରାମରେ। ଘର ଭିତରେ ମହିଳା ଜଣକ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କଟକ ଏସସିବିରେ…

ଚନ୍ଦ୍ରପୃଷ୍ଠରୁ ୨ କିଲୋ ନମୁନା ଆଣିବ…

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠର ଅନାବିଷ୍କୃତ ମୃତ୍ତିକା ଓ ଶିଳା ଆଣିବ ଚୀନ୍। ନମୁନା ସଂଗ୍ରହ କରିବା ଉଦ୍ଦେଶ୍ୟରେ ଚୀନ୍‌ ମଙ୍ଗଳବାର ଦିନ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ତା’ର ମହାକାଶଯାନ ଅବତରଣ କରାଇଥିବା ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି। ଚୀନ୍‌ର ‘ଚାଙ୍ଗ୍‌ଇ-୫ ଲୁନାର ପ୍ରୋବ୍‌’ ଚନ୍ଦ୍ରପୃଷ୍ଠରେ…

ରାଜ୍ୟରେ କରୋନା: ୪୮୦ ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୮୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୭୬ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୦୪ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା…

ଆକାଶ ପାଠକ ଠକେଇ ମାମଲା; ସ୍କାଏ କିଙ୍ଗ…

ଭୁବନେଶ୍ୱର: ଗିରଫ ହୋଇଥିବା କୋଟିପତି ଆଇଏଫଏସ ଅଫିସର ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କ ଠକେଇ ମାମଲାରେ ପୋଲିସର ତନାଘନା ଜାରି ରହିଛି। ଏହି ମାମଲାରେ ଭୁବନେଶ୍ୱର ଟ୍ରଭେଲ ଏଜେନ୍ସି ସ୍କାଏ କିଙ୍ଗ ଅଫିସରେ ଆଜି ପହଞ୍ଚିଛି ପୋଲିସ। କାଲି ଆକାଶ ପାଠକଙ୍କ ନାଁରେ ଠକେଇ ଅଭିଯୋଗ ଆଣିଥିଲେ ସ୍କାଏ କିଙ୍ଗର…

୭୪ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି: ୭୪ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ଜିଆର୍‌ପି। କଣ୍ଟାବାଞ୍ଜି ରେଳଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ରାଜ୍ୟ ବାହାରକୁ ଚାଲାଣ ବେଳେ ଉଦ୍ଧାର କରିଛି ଜିଆରପି ଓ ପୋଲିସ ଅଧିକାରୀ। ୭୪ ଦାଦନ ଶ୍ରମିକଙ୍କ ମଧ୍ୟରେ ୪୨ ପୁରୁଷ ଓ ୩୨ ଜଣ ମହିଳା ଅଛନ୍ତି। ଉଦ୍ଧାର ଦାଦନ…

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି

ଜଗତସିଂହପୁର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢଉ। ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ସଂଯୁକ୍ତା ଦାଶଙ୍କ ଘରେ ଭିଜିଲାନ୍ସ ରେଡ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସଂଯୁକ୍ତା ଦାଶଙ୍କ ଘର ସମେତ ୪ଟି…