Odisha Link
Bridging the Missing Links in Odisha
Daily Archives

December 2, 2020

ଭକ୍ତଙ୍କ ଭରସା ଓ ଆସ୍ଥାକୁ ମା’ଙ୍କ ପାଖରେ…

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଅଭିନେତା ସବ୍ୟସାଚୀ ମିଶ୍ର। ସମାଜସେବା ଦିଗରେ ସବ୍ୟସାଚୀ ସର୍ବଦା କାର୍ଯ୍ୟରତ। ଭକ୍ତଙ୍କ ଭରସା ଓ ଆସ୍ଥାକୁ ମା’ଙ୍କ ପାଖରେ ପହଞ୍ଚାଇଲେ ସବ୍ୟସାଚୀ। ମାନସିକ ପୂରଣ ଲାଗି ମା’ ତାରିଣୀଙ୍କ ପାଖରେ ଭକ୍ତମାନେ ପ୍ରତିଦିନ ନଡ଼ିଆ ଯାଚିଥାନ୍ତି। କେହି କେହି ମା’ଙ୍କ ପାଖକୁ ନଡ଼ିଆକୁ…

ବାହାଘର ପୂର୍ବରୁ ଫୁଟିଲା ଗୁଳି, ବର…

ଖଲ୍ଲିକୋଟ: ବାହାଘର ଦିନକ ପୂର୍ବରୁ ଫୁଟିଲା ଗୁଳି। ବେଦୀକୁ ଯିବା ପୂର୍ବରୁ ଆହତ ହେଲେ ବର। ଗତକାଲି ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଯୁବକଙ୍କୁ ଗୁଳି କରି ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତ। ମୁଖାପିନ୍ଧା ଫଳରେ ବିବାହ ପୂର୍ବରୁ…

ସରକାରୀ ଖର୍ଚ୍ଚ କଟକଣା କୋହଳ

ଭୁବନେଶ୍ୱର: କୋହଳ ହେଲା ସରକାରୀ ଖର୍ଚ୍ଚ କଟକଣା। କରୋନା ମହାମାରୀ ପାଇଁ ସରକାରୀ ଖର୍ଚ୍ଚରେ ଲାଗିଥିବା କଟକଣାକୁ କିଛି ମାତ୍ରାରେ କୋହଳ କରିଛନ୍ତି ରାଜ୍ୟ ଅର୍ଥ ବିଭାଗ। ଏନେଇ ଅର୍ଥ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ଚିଠି ଲେଖି ଅବଗତ କରାଯାଇଛି। କରୋନା ମହାମାରୀ ପାଇଁ ବିଭିନ୍ନ…

ସନି ଦେଓଲଙ୍କୁ କରୋନା

କୁଲ୍ଲୁ: ଫିଲ୍ମ ଅଭିନେତା ତଥା ଭାରତୀୟ ଜନତା ପାର୍ଟି ଗୁରଦାସପୁର ସାଂସଦ ସନି ଦେଓଲ୍ କରୋନାରେ ସଂକ୍ରମିତ ହୋଇଛନ୍ତି। ହିମାଚଳ ପ୍ରଦେଶର ସ୍ବାସ୍ଥ୍ୟ ସଚିବ ମଙ୍ଗଳବାର ସନି ଦେଓଲ୍ କରୋନାରେ ସଂକ୍ରମିତ ହେବା କଥା ଜଣାଇଛନ୍ତି। ସ୍ବାସ୍ଥ୍ୟ ସଚିବ ଅମିତାଭ ଅଓ୍ବସ୍ଥି କହିଛନ୍ତି ଯେ, କିଛି ଦିନ ହେବ ସନି…

ପୁଣି ଆରମ୍ଭ ହେବ ‘ମୋ ସରକାର’ ଫୋନ୍‌…

କଟକ: ପୁଣି ଆରମ୍ଭ ହେବ ‘ମୋ ସରକାର’ ଫୋନ୍‌ ଫିଡ୍‌ବ୍ୟାକ୍‌। କିଛି ମାସ ପୂର୍ବରୁ ‘ମୋ ସରକାର’ ବ୍ୟବସ୍ଥାରେ ପୁଲିସ ବିଭାଗ ସମ୍ପର୍କରେ ଲୋକମାନେ ନିଜର ମତ ଦେଉଥିଲେ। ଫୋନ୍‌ କରି ପୁଲିସ ପକ୍ଷରୁ ଅଭିଯୋଗକାରୀଙ୍କୁ ବିଭାଗର କାର୍ଯ୍ୟଶୈଳୀ ନେଇ ସନ୍ତୁଷ୍ଟ ଅଛନ୍ତି କି ନାହିଁ ତାହା ପଚରା ଯାଉଥିଲା। ମାତ୍ର…

ଖସୁଛି ପାରଦ, ୯ ଡିଗ୍ରୀ ତଳେ ସୋନପୁର

ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ୧୭ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ। ପାଣିପାଗ ପୂର୍ବାନୁମାନ, ଏବେ ରାଜ୍ୟରେ ପାଗ ଶୁଖିଲା ରହିବ। ଆସନ୍ତା ୪/୫ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ। ଅପରପକ୍ଷରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ଦୁଇଦିନ ଧରି…

ପରୀ ଘରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା

ନୟାଗଡ଼: ପରୀ ଘରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା। ବହୁଚର୍ଚ୍ଚିତ ନାବାଳିକା ପରୀ ହତ୍ୟାକାଣ୍ଡ ମାମଲାରେ ତଦନ୍ତ ନିମନ୍ତେ ଗଠନ ହୋଇଥିବା ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି) ପରୀ ଘରେ। ମଙ୍ଗଳବାର ଦିନ ଅପରାହ୍ଣରେ ବୋଥ୍ରା ନୟାଗଡ଼ରେ ପହଞ୍ଚି ପରୀ ହତ୍ୟା ଘଟଣାର ତଦନ୍ତ କରିଛନ୍ତି। ଅରୁଣ…