Odisha Link
Bridging the Missing Links in Odisha
Daily Archives

December 24, 2020

ଦେବାଶିଷ ହେଲେ ଭାରତୀୟ କ୍ରିକେଟ୍‌…

ନୂଆଦିଲ୍ଲୀ: ଭାରତ ତଥା ଓଡ଼ିଶାର ପୂର୍ବତନ ପେସ୍ ବୋଲର ଦେବାଶିଷ ମହାନ୍ତି ବିସିସିଆଇ ଚୟନ କମିଟିର ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ଅହମ୍ମଦାବାଦରେ ଆଜି ବିସିସିଆଇ ଏଜିମେରେ ଏହି ବଡ଼ ଘୋଷଣା କରାଯାଇଛି। ସେହିପରି ଚୟନ କମିଟିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ଭାରତର ପୂର୍ବତନ ପେସ୍ ବୋଲର…

ରାଜଧାନୀରେ ହେବ ନାଇଟ୍‌ ବଜାର

ଭୁବନେଶ୍ୱର: କରୋନା ଯୋଗୁ ରୋଜଗାର ହରାଇଥିବା କଳାକାରମାନଙ୍କ ସହାୟତା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ପ୍ରୟାସ ଆରମ୍ଭ ହୋଇଛି। ଭୁବନେଶ୍ୱର ଏକାମ୍ର ହାଟରେ ଆୟୋଜିତ ହେବ ନାଇଟ୍ ବଜାର। ଯେଉଁଠି ସ୍ଥାନ ପାଇବ କଳା ଓ ସଂସ୍କୃତି ସହ ଖାଦ୍ୟ ସାମଗ୍ରୀ ଓ ହସ୍ତକଳାର ମେଳା। ୨୯ ତାରିଖରୁ ଭର୍ଚୁଆଲରେ ଆରମ୍ଭ…

ଲୋକାର୍ପଣ ହେଲା ଭିତରକନିକାର ‘ଅରଣ୍ୟ…

କେନ୍ଦ୍ରାପଡ଼ା: ଭିତରକନିକାରେ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ‘ଅରଣ୍ୟ ନିବାସ’ ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭିତରକନିକାରେ ‘ଅରଣ୍ୟ ନିବାସ’ର ଶୁଭ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ…

ପରୀ ହତ୍ୟାକାଣ୍ଡର ରିପୋର୍ଟିଂ ବେଳେ…

ନୟାଗଡ଼: ନୟାଗଡ଼ ଯଦୁପୁର ପରୀ ହତ୍ୟାକାଣ୍ଡ ଘଟଣାର ରିପୋର୍ଟିଂ କରୁଥିବା ବେଳେ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଛି। ଆକ୍ରମଣରେ ବିଜେପି କର୍ମୀଙ୍କ ସମ୍ପୃକ୍ତି ଥିବା ସୂଚନା ମିଳିଛି। ବିଜେପି ନେତ୍ରୀ ପଦଯାତ୍ରା କରୁଥିବା ବେଳେ ଏଭଳି କାଣ୍ଡ ଘଟିଛି। ନନ୍ଦିଘୋଷ ଟିଭି ସାମ୍ବାଦିକ ଅନୁଜ ଦାସଙ୍କୁ ଆକ୍ରମଣ…

୩ରୁ ଖୋଲିବ ଖୋର୍ଦ୍ଧା ଜିଲ୍ଲାର ସମସ୍ତ…

ଭୁବନେଶ୍ବର: ମନ୍ଦିର ଓ ଧର୍ମାନୁଷ୍ଠାନ ସର୍ବସାଧାରଣ ଭକ୍ତମାନଙ୍କ ଦର୍ଶନ ପାଇଁ ଜାନୁଆରୀ ୩ରୁ କୋଭିଡ୍‌ ନିୟମ ପାଳନ ପୂର୍ବକ ଖୋଲାଯିବ। ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ନିର୍ଦେଶ ଜାରି କରିଛନ୍ତି। ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଓ ଭୁବନେଶ୍ବର ମହାନଗର ନିଗମ ଅଧୀନରେ ଥିବା ସମସ୍ତ…

ବିସିସିଆଇର ବଡ଼ ଘୋଷଣା: ୨୦୨୨ରେ ଆଇପିଏଲ…

ନୂଆଦିଲ୍ଲୀ: ୨୦୨୨ ସିଜିନରୁ ଇଣ୍ଡିଆନ ପ୍ରିମିୟର ଲିଗ୍ ରେ ୧୦ଟି ଟିମ ଖେଳିବେ। ଏ ନେଇ ଏକ ପ୍ରସ୍ତାବକୁ ବିସିସିଆଇ ପକ୍ଷରୁ ନୀତିଗତ ମଞ୍ଜୁରୀ ଦିଆଯାଇଛି। ଅହମଦାବାଦ ଠାରେ ଚାଲିଥିବା ବିସିସିଆଇର ୮୯ତମ ବାର୍ଷିକ ସାଧାରଣ ବୈଠକରେ ଦୁଇଟି ନୂଆ ଟିମକୁ ଖେଳାଇବା ଉପରେ ସହମତି ହୋଇଥିଲା। ଏହି ଦୁଇଟି ନୂଆ ଟିମର…

ବ୍ରିଟେନ୍‌ ଫେରନ୍ତାଙ୍କ ତଥ୍ୟ ଦେଲେ…

ଭୁବନେଶ୍ବର: ବ୍ରିଟେନ୍ ଫେରନ୍ତାଙ୍କ ପାଇଁ କଡ଼ାକଡ଼ି ହେଲା ନିୟମ। ଯେଉଁମାନେ ବ୍ରିଟେନ୍‌ରୁ ଫେରିବେ ୧୪ ଦିନିଆ ସଙ୍ଗରୋଧ କେନ୍ଦ୍ରରେ ରହିବେ ବୋଲି ରାଜ୍ୟ ସରକାର ଏସଓପି ଜାରି କରିଛନ୍ତି। ଏହା ମଧ୍ୟରେ ଜଣେ ବ୍ରିଟେନ୍ ଫେରନ୍ତାଙ୍କ ଠାରେ କରୋନା ଭାଇରସର ନୂଆ ଷ୍ଟ୍ରେନ ଦେଖାଇ ଯାଇଛି। ଚିହ୍ନଟ ପରେ ତାଙ୍କୁ…

ଓଡ଼ିଶା କ୍ୟାରିୟର ପୋର୍ଟାଲର ଶୁଭାରମ୍ଭ

ଭୁବନେଶ୍ବର: ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଛାତ୍ରଛାତ୍ରୀମାନଙ୍କ ପାଇଁ ଓଡ଼ିଶା କ୍ୟାରିଆର୍‌ ପୋର୍ଟାଲ୍‌ର ଶୁଭାରମ୍ଭ କରିଛି। ଏହା ସହିତ ମନ୍ତ୍ରୀ କହିଛନ୍ତି ଯେ, ଏହି ନୂତନ ଓଡ଼ିଶା କ୍ୟାରିଅର୍‌ ପୋର୍ଟାଲ୍‌ ଏକ ଅଦ୍ୱିତୀୟ ଏବଂ ସମୟୋପଯୋଗୀ। ଯେତେବେଳେ କୋଭିଡ୍‌-୧୯ ମହାମାରୀ…

ଟାଉନ ପ୍ଲାନିଂ ଯୋଜନାରେ ଜମି ମାଲିକଙ୍କୁ…

ଭୁବନେଶ୍ୱର: ରାଜ୍ୟର ପ୍ରଥମ ଟାଉନ ପ୍ଲାନିଂ ଯୋଜନାରେ ଆଜି ଭୁବନେଶ୍ବର ଉପକଣ୍ଠର ୪ଟି ଗାଁ ସହଜପୁର, ନାରଗୋଦା, ସିଜୁପୁଟ ଓ ପାଇକରାପୁରର ଗ୍ରାମବାସୀମାନଙ୍କୁ ବିକଶିତ ଅଞ୍ଚଳର ଜମିପଟ୍ଟା ଆବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନସିଂ ଜରିଆରେ ପଟ୍ଟା ଆବଣ୍ଟନ କରିଛନ୍ତି।…

ଚିଟ୍‌ଫଣ୍ଡ ଠକେଇ ମାମଲା: ପୁଣି ଖାରଜ…

ଭୁବନେଶ୍ୱର: ଚିଟ୍‌ଫଣ୍ଡ ଠକେଇ ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କ ଜାମିନ ଆବେଦନ ପୁଣି ଥରେ ଖାରଜ ହୋଇଛି। ଜେଲରୁ ମୁକୁଳିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ ପ୍ରଦୀପ। ନିଜ ଆବେଦନରେ ସେ ସାତବର୍ଷ ଜେଲରେ ଥିବା ଦର୍ଶାଇ ଥିଲେ । ତେବେ ଏକାଧିକ ମାମଲା ଯୋଡି ତାଙ୍କୁ ବେଆଇନ ଭାବେ ଅଟକ ରଖାଯାଇଛି ବୋଲି…