Odisha Link
Bridging the Missing Links in Odisha
Daily Archives

December 24, 2020

୮ ୟୁନିଭର୍ସିଟିକୁ ଉଚ୍ଚଶିକ୍ଷା ବିଭାଗର…

ଭୁବନେଶ୍ୱର: ୟୁନିଭର୍ସିଟିକୁ ଉଚ୍ଚଶିକ୍ଷା ବିଭାଗର ଚିଠି। ବଳକା ଅର୍ଥ ଫେରାଇବା ପାଇଁ ଆଠ ୟୁନିଭର୍ସିଟିକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଛି। କ୍ୟାମ୍ପସରେ ସିଭିଲ ସର୍ଭିସ କୋଚିଂ ସେଣ୍ଟର ଖୋଲିବାକୁ ପାଣ୍ଠି ମିଳିଥିଲା। ଉଚ୍ଚଶିକ୍ଷା ବିଭାଗ ଏଥିପାଇଁ ୮ଟି ବିଶ୍ୱବିଦ୍ୟାଳୟକୁ ସହାୟତା ପାଣ୍ଠି…

ମାଫିଆଙ୍କ ଦାଦାଗିରି: ତହସିଲଦାରଙ୍କୁ…

ନୀଳଗିରି: ବେଆଇନ ବାଲି ଚାଲାଣ ବେଳେ ସ୍ଥାନୀୟ ତହସିଲଦାର ପ୍ରତିବାଦ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବାଲିମାଫିଆମାନେ ତହସିଲଦାରଙ୍କୁ ଆକ୍ରମଣ କରିବା ସହ ତାଙ୍କ ବାଇକ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ବାଲେଶ୍ଵର ଜିଲ୍ଲା ନୀଳଗିରି ତହସିଲ ଅଧିନ ସୋନ ନଦୀରେ ବେଆଇନ ବାଲି ଚାଲାଣ ବେଳେ ଏଭଳି ଘଟଣା…

କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ

କଟକ: ବହୁ ପରେ କୋର୍ଟରେ ହାଜର ହେବେ ଡି ବ୍ରଦର୍ସ। ନିକଟରେ ଧଳସାମନ୍ତ ବ୍ରଦର୍ସଙ୍କ ସିଡିଏ ବାସଭବନରୁ ବିପୁଳ ପରିମାଣର ବନ୍ଧୁକ ଏବଂ ଗୁଳି ମିଳିବା ଘଟଣାରେ ଉଭୟ ଭାଇଙ୍କୁ ପକ୍ଷଭୁକ୍ତ କରିବା ପାଇଁ କୋର୍ଟରେ ନିବେଦନ କରିଥିଲା ଚୌଦ୍ବାର ଥାନା ପୋଲିସ। ସେହିଦିନ ୨ ଭାଇଙ୍କୁ ମଧ୍ୟ ଜେଏମଏଫସି କୋର୍ଟରେ ହାଜର…

କଟକରୁ ଜବତ ହେଲା ବ୍ରାଉନ୍ ସୁଗର

କଟକ: ଆଜି ରୌପ୍ୟ ନଗରୀ କଟକରୁ ବ୍ରାଉନ୍ ସୁଗର ଜବତ କରିଛି ପୁଲିସ୍। ପ୍ରାୟ ୨୫୦ ଗ୍ରାମର ବ୍ରାଉନ ସୁଗର୍ ପୁଲିସ୍ କରିଛି, ଯାହାର ଆନୁମାନିକ ମୂଲ୍ୟ ୨୫ଲକ୍ଷ ଟଙ୍କା ହେବ। ଏହି ମାମଲାରେ ପୁଲିସ୍ ୬ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୩ଜଣ ବେପାରୀ ରହିଥିବା ବେଳେ ୨ଜଣ ମେଡିସିନ୍ ଦୋକାନୀ ଏବଂ ଜଣେ…

୨୦୨୧ରେ ୭୨ ଦିନ ଛୁଟି ରହିବ ଡିଗ୍ରୀ କଲେଜ

ଭୁବନେଶ୍ୱର: ୨୦୨୧ ବର୍ଷ ଉଚ୍ଚ ଶିକ୍ଷା ବିଭାଗ ଅଧୀନ ସମସ୍ତ ଡିଗ୍ରୀ କଲେଜ ପାଇଁ ପ୍ରୋଭିଜନାଲ ଛୁଟି ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ୨୦୨୧ ରେ ମୋଟ ୭୨ ଦିନ ଛୁଟି ରହିଛି। ସେହିପରି ଗ୍ରୀଷ୍ମ ଅବକାଶ ଛୁଟି ମେ’୬ ରୁ ଜୁନ ୧୭ ପର୍ଯ୍ରନ୍ତ ସର୍ବାଧିକ ୩୫ ଦିନ ଦିଆଯାଇଛି। ପୂଜା ପାଇଁ ଅକ୍ଟୋବର ୧୧ ରୁ…

ଗିରଫ ହେଲେ ଅଙ୍ଗନୱାଡ଼ି କର୍ମୀ…

ପୁରୀ: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଅଙ୍ଗନୱାଡ଼ି କର୍ମୀ ସଂଧ୍ୟାରାଣୀ ଭଟ୍ଟ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି ।  ଏବେ ସୁଦ୍ଧା  ଭିଜିଲାନ୍ସ ତାଙ୍କର ୧ କୋଟି ୧୪ ଲକ୍ଷ ୨୮ ହଜାର ଟଙ୍କାର ସମ୍ପତ୍ତି ଠାବ କରିଛି। ସୂଚନାଯୋଗ୍ୟ, ପୁରୀ ଜିଲ୍ଲାର ପିପିଲି ଥାନା…

ରାଉରକେଲାରେ ହେବ ଭାରତର ବୃହତ୍ତମ ହକି…

ଭୁବନେଶ୍ୱର: ରାଉରକେଲା ସହରରେ ଏକ ନୂତନ ସର୍ବୋତ୍ତମ ହକି ଷ୍ଟାଡିୟମ୍‌ ନିର୍ମାଣ କରାଯିବ ବୋଲି ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସମ୍ମାନଜନକ ‘ଏଫ୍‌ଆଇଏଚ୍‌ ଓଡ଼ିଶା ମେନ୍‌ସ୍‌ ହକି ଓ୍ଵାର୍ଲଡ୍‌ କପ୍‌ ୨୦୨୩’ ଆୟୋଜନ କରାଯିବା। ଏହି ଷ୍ଟାଡିୟମ୍‌ ହେବ ଭାରତର ବୃହତ୍ତମ ହକି…

ମୋଦି ମୋହନ ଭାଗବତଙ୍କୁ ମଧ୍ୟ ଆତଙ୍କବାଦୀ…

ନୂଆଦିଲ୍ଲୀ: କୃଷି ଆଇନ ବିରୋଧ କରି ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏଥିସହ ରାହୁଲ କହିଛନ୍ତି, ଭାରତରେ ଗଣତନ୍ତ୍ର ନାହିଁ ଓ ଯେଉଁମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଛିଡ଼ା ହେଉଛନ୍ତି, ସେମାନଙ୍କୁ ଆତଙ୍କବାଦୀ…

ବର ଗଛରୁ ଖସି ନାବାଳକ ମୃତ

କାଲିମେଳା: ବର ଗଛରୁ ଖସିପଡ଼ିବାରୁ ଜଣେ ନାବାଳକ ମୃତ୍ୟୁ ବରଣ କରିଛି। ଘଟଣାଟି କାଲିମେଳା ବ୍ଲକ ଅନ୍ତର୍ଗତ ଭେଜାଙ୍ଗି ବାଡା ପଞ୍ଚାୟତର ବେହେରାଗୁଡ଼ା ଗ୍ରାମରେ ଟାରେ ଘଟିଛିଘଟିଛି। ମୃତକଜଣକ ହେଲେ ଭଗବାନ ବେହେରାଙ୍କ ୯ବର୍ଷର ପୁଅ ସୁମନ ବେହେରା। ଏହି ଘଟଣାଟି ଆଜି ସକାଳ ୭ ସାତ ଟାରେ ଘଟିଛି। ସୂଚନା…

ସରୋଜର କାରାନାମା ନେଇ ଜାଣିଥିଲେ ପରିବାର…

ନୟାଗଡ: ସରୋଜାର କାରାନାମା ସମ୍ପର୍କରେ ପରିବାର ଲୋକେ ଜାଣିଥିଲେ ବୋଲି କହିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଘଟଣା ସମ୍ପର୍କରେ ପରିବାରର କେହି ଜଣେ ସଦସ୍ୟ ଜାଣିଥିଲେ। ପରିବାରର କେହି ନା କେହି ଏହା ସମ୍ପର୍କରେ ଜାଣିଛନ୍ତି ବୋଲି କହିଲେ ବୋଥ୍ରା। ଏହାସହ ସେ…