Odisha Link
Bridging the Missing Links in Odisha
Daily Archives

December 24, 2020

ତାମିଲନାଡୁରେ ଜାଲିକାଟ୍ଟୁ ଆୟୋଜନକୁ…

ତାମିଲନାଡୁ: ତାମିଲନାଡୁର ସରକାର ଷଣ୍ଢ ସହ ଲଢେଇ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହି ନିର୍ଦ୍ଦେଶରେ କୁହାଯାଇଛି କି, ଜାଲିକାଟ୍ଟୁରେ କେବଳ ୩୦୦ ପ୍ରତିଯୋଗୀ ଭାଗ ନେଇ ପାରିବେ। ପ୍ରତ୍ୟେକ ପ୍ରତିଯୋଗୀଙ୍କର କରୋନା ପରୀକ୍ଷା କରାଯିବ । ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍…

ପାଠକ ବାପା ପୁଅଙ୍କ ଜାମିନ୍ ଖାରଜ

ଭୁବନେଶ୍ୱର: ଖାରଜ ହେଲା ପାଠକ ବାପା ଓ ପୁଅଙ୍କ ଜାମିନ ଆବେଦନ। ଭୁବନେଶ୍ୱର ସ୍କାଏ କିଙ୍ଗ ୬୫ ଲକ୍ଷ ଟଙ୍କା ଠକେଇ ମାମଲାରେ ଜାମିନ ଆବେଦନ ଖାରଜ କଲେ କୋର୍ଟ। ଜାମିନ ଆବେଦନ ଖାରଜ କରିଛନ୍ତି ଏଡିଜେ-୩ କୋର୍ଟ। IFS ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଗିରଫ ପରେ ଠକେଇ ମାମଲାରେ ତଦନ୍ତ କରୁଛି…

ପରୀ ହତ୍ୟା ମାମଲା: ସିନ୍‌ ରିକ୍ରିଏସନ୍‌…

ଯଦୁପୁର: ପରୀ ହତ୍ୟା ମାମଲାର ସିନ୍‌ ରିକ୍ରିଏସନ୍‌ କଲା ଏସ୍‌ଆଇଟି। ସରୋଜକୁ ଯଦୁପୁର ଆଣି ସିନ୍‌ ରିକ୍ରିଏସନ୍‌ କଲା ଏସ୍‌ଆଇଟି। ଘଟଣାସ୍ଥଳକୁ ଆଣି ସରୋଜକୁ ଡେମୋ କରାଇଲା ଏସ୍‌ଆଇଟି। ପୋଖରୀ କୂଳରେ ଘଟଣା ସଂପର୍କରେ ବର୍ଣ୍ଣନା କଲା ସରୋଜ। ସରୋଜକୁ ଘଟଣାସ୍ଥଳରେ ଟିକିନିକି ପଚାରୁଛନ୍ତି ଏସ୍‌ଆଇଟି ମୁଖ୍ୟ…

ଅଟୋରେ ଯୁକ୍ତ ୩ ଛାତ୍ରୀଙ୍କୁ ଦୁଷ୍କର୍ମ,…

ଲକ୍ଷ୍ନୌ: ଜଣେ ଛାତ୍ରୀଙ୍କୁ ଚଳନ୍ତା ଅଟୋରେ ଦୁଷ୍କର୍ମ କରିବା ଘଟଣା ସାମ୍ମନା ଆସିଛି। ଏହି ଲଜ୍ଜାଜନକ ଘଟଣାଟି ଉତ୍ତର ପ୍ରଦେଶରରେ ଘଟିଛି। ପୀଡିତା ପରିବାର ଏହି ଘଟଣା ବିଷୟରେ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି। ପୀଡିତା…

ନୂଆ କରୋନା ଷ୍ଟ୍ରେନ୍ ଦ୍ୱିତୀୟ ୱେଭ୍…

ଭୁବନେଶ୍ୱର: ବ୍ରିଟେନରେ ନୂଆ କରୋନା ଷ୍ଟ୍ରେନ୍ ଦେଖାଦେବା ପରେ ଏବେ ପୁଣି କରୋନାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଏନେଇ ଅନେକ ଦେଶ ବ୍ରିଟେନକୁ ଯିବା-ଆସିବା କରୁଥିବା ବିମାନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବ୍ରିଟେନ ଫେରାନ୍ତଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି RMRC ଡାକ୍ତର ଦେବବ୍ରତ…

ପରୀ ହତ୍ୟା ମାମଲାର ଚାର୍ଜସିଟ୍‌ ଦାଖଲ…

ନୟାଗଡ଼: ନୟାଗଡ଼ ପରୀ ହତ୍ୟା ମାମଲାରେ ଚାର୍ଜସିଟ୍‌ ଦାଖଲ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୨ରେ ହେବ ବୋଲି ଜଣାପଡିଛି। ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାରେ ତଦନ୍ତ ଆଗେଇ ଥିବାରୁ ଏସଆଇଟିକୁ ଚାର୍ଜସିଟ୍ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ…

ଆଖି ବୁଜିଲେ ଆଉ ୪ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୪ ଜଣ କରୋନା ଅକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୫୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩…

ରାଜ୍ୟରେ କରୋନା: ୨୬୩ କରୋନା ପଜିଟିଭ୍…

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ତଳକୁ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୬୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୭୫୪୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା…

ଷ୍ଟେଥୋସ୍କୋପ୍ ପକାଇ ମୃତ ବାପାଙ୍କ…

ରାୟଗଡା: ବାପାଙ୍କ ଇଚ୍ଛା ଥିଲା ପୁଅ ଡାକ୍ତର ହେବ ଲୋକଙ୍କ ସେବା କରିବ। ମାତ୍ର ବିଧିର ବିଧାନ କିଛି ଅଲଗା ଥିଲା। ପୁଅ ଡାକ୍ତର ହେବା ଆଗରୁ ଆଖି ବୁଜିଦେଲେ ବାପା। ବାପାଙ୍କ ମୃତ୍ୟୁ ପରେ ବାପାଙ୍କ ଶେଷଇଚ୍ଛା ପୂରଣ କରିଛନ୍ତି ପୁଅ। ଷ୍ଟେଥୋସ୍କୋପ୍ ପକାଇ ମୃତ ବାପାଙ୍କ ଚିକିତ୍ସା କଲେ ପୁଅ। କୋକେଇରେ…

ପୁରୀ ଅଠରନଳା ଉପରେ ଯାତାୟତ ବନ୍ଦ

ପୁରୀ: ଏଏସ୍ଆଇର ରିପୋର୍ଟ ଆଧାରରେ ଆଜିଠାରୁ ପୁରୀ ଅଠରନଳା ପୋଲ ଉପରେ ଯାତାୟତ ସମ୍ପୁର୍ଣ୍ଣ ଭାବେ ବନ୍ଦ କରାଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପୋଲର ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ କାମ କରାଯିବା ନେଇ ଏପରି ନିଷ୍ପତ୍ତି ନିଆଯାଇଛି। ଯେଉଁଥି ପାଇଁ ଆଜି ଠାରୁ ଅଠରନଳା…