Odisha Link
Bridging the Missing Links in Odisha

ପୁଣି ଯୁକ୍ତ ୩ ଖାଲି ସିଟ୍ ନାମଲେଖା

ଭୁବନେଶ୍ୱର : ଯୁକ୍ତ ୩ରେ ଖାଲି ପଡିଥିବା ସିଟ୍ ପାଇଁ ତୃତୀୟ ପର୍ଯ୍ୟାରେ ନାମଲେଖା ହେବ। ତୃତୀୟ ପର୍ଯ୍ୟାୟ ଆଡମିଶନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଜାନୁଆରୀ ୨୯ରୁ ଫେବ୍ରୁଆରୀ ୨ ତାରିଖ ଯାଏଁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।

ଫେବ୍ରୁଆରୀ ୩ରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଏହା ସହ ଫେବ୍ରୁଆରୀ ୪ରେ ଆଡମିଶନ ହେବ । ତେବେ ଛାତ୍ରଛାତ୍ରୀମାନେ www.samsodisha.gov.in ମାଧ୍ୟମରେ ଆବେଦନ କରିପାରିବେ ।

Comments are closed.