Odisha Link
Bridging the Missing Links in Odisha
Daily Archives

January 25, 2021

ରାୟଗଡାରେ କୃଷି ମନ୍ତ୍ରୀଙ୍କ ସମୀକ୍ଷା…

ରାୟଗଡା : ଆଜି ରାୟଗଡା ସ୍ଥିତ ଡିଆରଡିଏ ହଲରେ କୃଷି ,ମତ୍ସ୍ୟ ,ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ବିଭାଗର ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି। କୃଷି , ମତ୍ସ୍ୟ , ପଶୁ ସମ୍ପଦ ବିଭାଗର ଅଧିକାରୀ ମାନଙ୍କ ସହ ଦୀର୍ଘ ସମୟ ଧରି ବିଭିନ୍ନ…

ଭିତରକନିକାରେ ବଢ଼ିଲା ବଉଳା କୁମ୍ଭୀର…

ରାଜନଗର: ଭିତର କନିକାରେ ଅଧିକ ମାତ୍ରାରେ ବଉଳା କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇଛି। କୁମ୍ଭୀରଙ୍କ ସଂଖ୍ୟ‌ା ୧୭୫୭ ରହିଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧୭୬୮କୁ ବୃଦ୍ଧି ପାଇଛି। ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଗତ ୧୫ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୯ ଦିନ ଧରି ଜାତୀୟ…

ଆସନ୍ତା କାଲି ମହାତ୍ମାଗାନ୍ଧୀ ମାର୍ଗରେ…

ଭୁବନେଶ୍ବର: ଆସନ୍ତା କାଲି ଜାନୁଆରୀ ୨୬। ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ମଧ୍ୟ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ହେବ। ବିଶେଷକରି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।ପୁଲିସର ସୂଚନା ମୁତାବକ ଆସନ୍ତାକାଲି ସକାଳ ସାଢେ ୬ଟାରୁ ସକାଳ ୯ଟା ପର୍ଯ୍ୟନ୍ତ କୌଣସି ଗାଡି ମହାତ୍ମାଗାନ୍ଧୀ ମାର୍ଗ…

ସଡ଼କ ଦୁର୍ଘଟଣାରେ କଲେଜ ଛାତ୍ରୀ ମୃତ

ଚୌଦ୍ବାର : ସଡ଼କ ଦୁର୍ଘଟଣାରେ ଜଣେ କଲେଜ ଛାତ୍ରୀ ମୃତ। ଏହି ଅଭାବନୀୟ ଘଟଣାଟି କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ଡ୍ରିମ୍ସ କଲେଜ ଛକ ନିକଟରେ ଘଟିଛି। ମୃତ ହେଉଛନ୍ତି ଦେବସ୍ମିତା ସାହୁ । ତାଙ୍କ ଘର ଟିକରା ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, କଲେଜ ଛାତ୍ରୀ ଜଣଙ୍କ ଜଗତପୁର କଲେଜରୁ ଏନସିସି କ୍ଲାସ୍…

ପୁରୁଣା ନୋଟ୍ ଅଚଳ ହେବ ନାହିଁ: ଭାରତୀୟ…

ଭୁବନେଶ୍ୱର: ପୁରୁଣା ୧୦୦,୧୦,୫ ଟଙ୍କିଆ ନୋଟ୍ କୁ ନେଇ ଉଠିଥିବା ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ରିଜର୍ଭ ବ୍ୟାଙ୍କ କହିବା ଅନୁସାରେ, ଯାହା ଖବର ପ୍ରକାଶ ପାଉଛି ତାହା ଠିକ ନୁହେଁ । ଏମିତି କୌଣସି ନିଷ୍ପତ୍ତି ହୋଇ ନାହିଁ। ଗତକାଲି ଅନେକ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା…

୨୮ ତାରିଖରେ ହେବ ଅନୁଭବ ଓ ବର୍ଷାଙ୍କ…

ଭୁବନେଶ୍ୱର : ଓଲିଉଡ ଅଭିନେତା ଅନୁଭବ ଓ ଅଭିନେତ୍ରୀ ବର୍ଷା ପିୟଦର୍ଶିନୀଙ୍କ ମାମଲା କଟକ ଏସଡିଜେଏମ୍ କୋର୍ଟରେ ମାମଲାର ଶୁଣାଣି ହୋଇଛି। ଉଭୟ ପକ୍ଷ ଦ୍ୱାରା ଆଗତ ହୋଇଥିବା ୨ଟି ପିଟସନ୍ ଉପରେ ଶୁଣାଣି ହୋଇଛି । କୋର୍ଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି ଅନୁଭବ ମହାନ୍ତିଙ୍କ ଓକିଲ। ଆସନ୍ତା ୨୮ ତାରିଖରେ ଏହି…

ଦେବରାଜ ହତ୍ୟା: ୫ ଗିରଫ

ବ୍ରହ୍ମପୁର: ପୁର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ ହତ୍ୟା ଘଟଣା। ପ୍ରେସମିଟ୍‌ରେ ଘଟଣାର ପର୍ଦ୍ଦାଫାସ କଲେ ଦକ୍ଷିଣାଞ୍ଚଳ ଡ଼ିଆଇଜି। ହତ୍ୟା ଘଟଣା ସଂପୃକ୍ତ ୫ ଜଣଙ୍କୁ ଗିରଫ କଲା ପୁଲିସ୍।ସେମାନଙ୍କଠୁ ୬୨ ଟି ଗୁଳି, ୩ ମାଉଜର, ୫ ମାଗାଜିନ୍‌ ଜବତ କଲା ପୁଲିସ। ଏହି ହତ୍ୟା ଘଟଣାଟି ପୁର୍ବ ଶତୃତାକୁ…

ରାଜ୍ୟ ସରକରାଙ୍କୁ ୫ଟି ପ୍ରଶ୍ନ ପଚାରିଲେ…

ଭୁବନେଶ୍ୱର : ଓଡିଶାର ଲକ୍ଷ ଲକ୍ଷ ଚାଷୀ ଧାନ ଧରି ରାଜରାସ୍ତାରେ ବସିଛନ୍ତି। ରାଜ୍ୟ ସରକାର ଚାଷୀଙ୍କ ଧାନ ଉଠାଉ ନାହାଁନ୍ତି। କେନ୍ଦ୍ରସରକାର ଧାନ ମଣ୍ଡିଗୁଡିକରେ ଭିତିଭୂମି, ପାନୀୟ ଜଳ, ଧାନ ଅଖା, ସୁତୁଲି ଏବଂ ଯିବା ଆସିବା ଖର୍ଚ୍ଚ ପାଇଁପର୍ଯ୍ୟାପ୍ତ ଅର୍ଥ ଦେଉଥିବାବେଳେ ବିଭିନ୍ନ ଆରଏମସି, ପ୍ୟାକ୍ସ,…

ବଲାଙ୍ଗୀର ମାଓ ପ୍ରବଣ ଅଞ୍ଚଳରେ ପୁଲିସର…

ବଲାଙ୍ଗୀର: ଗଣତନ୍ତ୍ର ଦିବସ କାରଣରୁ ବଲାଙ୍ଗୀର ମାଓ ପ୍ରବଣ ଅଞ୍ଚଳରେ ପୁଲିସର ସ୍ବତନ୍ତ୍ର ବ୍ୟବସ୍ଥା।ବଲାଙ୍ଗୀର ଏସପିଙ୍କ ନେତୃତ୍ବରେ ସମଗ୍ର ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ମାଓ ଅଞ୍ଚଳରେ ସିଆରପିଏଫ, ଏସଓଜି ଜଓ୍ବାନମାନଙ୍କ ଦ୍ବାରା କୁମ୍ବିଙ୍ଗ ଅପରେସନ ଜାରି ରହିଛି। କରୋନା…

ଟ୍ରାକ୍ଟରରେ ଧାନ ରଖି ରାସ୍ତା ଅବରୋଧ କଲେ…

ପଦ୍ମପୁର : ଚାଷୀ ମାନେ ବରଗଡ ଜିଲ୍ଲା ପଦ୍ମପୁର କନସିଂହାରେ ରାସ୍ତାରୋକ କରିଛନ୍ତି। ପଦ୍ମପୁର ଉପଖଣ୍ଡରେ ଧାନ ବିକ୍ରି ହୋଇ ପାରୁନଥିବାରୁ ଚାଷିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।୫ ଲକ୍ଷ କ୍ବିଣ୍ଟାଲ ଧାନ ପଡିଥିବା ବେଳେ ସରକାର କି ପ୍ରଶାସନ କେହି ଶୁଣୁନଥିବା ଅଭିଯୋଗ ସାମ୍ମନାକୁ ଆସିଛି। ଚାଷୀ ଯାହାକୁ…