Odisha Link
Bridging the Missing Links in Odisha
Daily Archives

January 25, 2021

ସମ୍ ଅଲ୍ଟିମେଟ ମେଡିକେୟାରରେ ଯୋଗ ଦେଲେ…

ଭୁବନେଶ୍ୱର :  ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡଃ ପ୍ରଦୀପ କୁମାର ଦେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଶିଶୁ ରୋଗ ବିଭାଗରେ ସିନିୟର କନ୍‌ସଲ୍‌ଟାଂଟ ଭାବେ ଯୋଗ ଦେଇଛନ୍ତି।ଭିଏସ୍‌ଏସ୍ ମେଡିକାଲ କଲେଜ ବୁର୍ଲାର ଛାତ୍ର ଡଃ ଦେ ବନାରସ ହିନ୍ଦୁ ୟୁନିଭର୍ସିଟି, ବାରଣାସୀରୁ ଶିଶୁ ରୋଗ ଉପରେ ପୋଷ୍ଟ ଗ୍ରାଜୁଏଟ୍…

ପୁଣି ଯୁକ୍ତ ୩ ଖାଲି ସିଟ୍ ନାମଲେଖା

ଭୁବନେଶ୍ୱର : ଯୁକ୍ତ ୩ରେ ଖାଲି ପଡିଥିବା ସିଟ୍ ପାଇଁ ତୃତୀୟ ପର୍ଯ୍ୟାରେ ନାମଲେଖା ହେବ। ତୃତୀୟ ପର୍ଯ୍ୟାୟ ଆଡମିଶନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଜାନୁଆରୀ ୨୯ରୁ ଫେବ୍ରୁଆରୀ ୨ ତାରିଖ ଯାଏଁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଫେବ୍ରୁଆରୀ ୩ରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଏହା ସହ…

କନ୍ନଡ଼ ଅଭିନେତ୍ରୀ ଜୟଶ୍ରୀ ରମୈୟାଙ୍କ…

ନୂଆଦିଲ୍ଲୀ: କନ୍ନଡ଼ ଅଭିନେତ୍ରୀ ଜୟଶ୍ରୀ ରମୈୟାଙ୍କ ମୃତ ଦେହ ଉଦ୍ଧାର। କନ୍ନଡ଼ ସିନେମା ଜଗତରେ ଶୋକର ଶାୟା ଖେଳି ଯାଇଛି। ସେ କନ୍ନଡ଼ ବିଗବସ ସିଜନ-୩ର ପ୍ରତି‌‌ଯୋଗୀ ଥିଲେ। ପ୍ରକାଶ ଅନୁଯାୟୀ, ଜାନୁଆରି ୨୫ ଅର୍ଥାତ ସୋମବାର ଦ୍ବିପହରରେ ଜୟଶ୍ରୀଙ୍କ ମୃତଦେହ ବେଙ୍ଗାଲୁରୁର ଉଦ୍ଧାର ହୋଇଛି। ତେବେ…

ସଫଳ ପରୀକ୍ଷଣ ହେଲା ଚାନ୍ଦିପୁରରେ ଆକାଶ…

ବାଲେଶ୍ୱର: ଭୂ-ପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ଆକାଶ କ୍ଷେପଣାସ୍ତ୍ର ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ପରୀକ୍ଷଣ କରାଯାଇଛି। ଆଜି ସୋମବାର ଦ୍ୱିପ୍ରହର ୨ଟା ୨୫ମିନିଟ୍‌ରେ ଏହି ପରୀକ୍ଷଣ ହୋଇଥିବା ବେଳେ ଏହା ସଫଳ ହୋଇଥିବାର ସୂଚନା ମିଳିଛି। ଆକାଶର…

ସ୍କୁଲରୁ ଶିକ୍ଷୟିତ୍ରୀଙ୍କୁ ଅପହରଣ…

ଜି.ଉଦୟଗିରି: ଜି.ଉଦୟଗିରିସ୍ଥିତ ପଦାସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ଅପହରଣ କରିବା ଉଦ୍ୟମ। ଏହି ଘଟଣା ଗାଁଟି ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।  ପ୍ରକାଶ ଅନୁଯାୟୀ, କୌଣସି କାରଣରୁ ୫ ଜଣ ଯୁବକ ଶିକ୍ଷୟିତ୍ରୀଙ୍କୁ ଉଠାଇ ନେବାକୁ ଚେଷ୍ଟା କରିଥିଲେ। ଦୁର୍ବୃତ୍ତମାନେ ସ୍କୁଲରେ ଥିବା ଅନ୍ୟ…

ଡାକଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ

ବାଲିପାଟଣା: ରାଜ୍ୟରେ ଦିନକୁ ଦିନ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ବାଲିପାଟଣା ଥାନା ବନମାଳିପୁର ଉପ- ଡାକଘରୁ ଲୁଟ୍ ହୋଇଥିବା ଜଣାପଡ଼ିଛି। ଦୁର୍ବୃତ୍ତ ଡାକଘରେ କଳାକନା ବୁଲାଇ ପ୍ରାୟ ୨ଲକ୍ଷ ୪୩ହଜାର ଟଙ୍କା ଲୁଟି ନେଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି। ସୂଚନା…

ଶିଶୁ ଓ ମହିଳାଙ୍କ ବିରୋଧରେ ଅପରାଧ…

ଭୁବନେଶ୍ବର: ଶିଶୁ ଓ ମହିଳା ମାନଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛନ୍ତି। ମହିଳା ଓ ଶିଶୁ ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ତଥା ସେ ସଂକ୍ରାନ୍ତୀୟ ଅପରାଧକୁ ଯେପରି ଫଳପ୍ରଦ ଭାବରେ ରୋକାଯାଇପାରିବ ଏବଂ ଅଭିଯୋଗର ଉଚିତ ଭାବରେ ତଦନ୍ତ କରାଯାଇପାରିବ, ତାକୁ ଦୃଷ୍ଟିରେ…

ପିପିଲି ଉପ ନିର୍ବାଚନ, ଖୁବ୍ ଶୀଘ୍ର…

ପିପିଲି: ଖୁବ ଶୀଘ୍ର ପିପିଲିରେ ହେବ ଉପନିର୍ବାଚନ। ପିପିଲି ଉପନିର୍ବାଚନ ତାରିଖ ଘୋଷଣା ଖୁବ ଶୀଘ୍ର କରାଯିବ। ଏନେଇ ଆଜି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ ସୂଚନା ଦେଇଛନ୍ତି। କୋଭିଡ୍ ଗାଇଡଲାଇନକୁ ପାଳନ କରି ନିର୍ବାଚନ ହେବ ବୋଲି ସେ କହିଛନ୍ତି। ନିର୍ବାଚନ କମିଶନ କହିଛନ୍ତି ଯେ, ନିର୍ବାଚନ…

୫ ଦଫା ଦାବିରେ ତାଳଚେର ସୁରକ୍ଷା ମଞ୍ଚ…

ତାଳଚେର: ୫ ଦଫା ଦାବି ନେଇ ଆଜି ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ତାଳଚେରରେ ଅର୍ଥନୈତିକ ଅବରୋଧ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏହି ଅର୍ଥନୈତିକ ଅବରୋଧ ଯୋଗୁଁ ତାଳଚେରରେ ଏମସିଏଲ କୋଇଲାଖଣିରେ ଉତ୍ପାଦନ ଓ ପରିବହନ ବାଧାପ୍ରାପ୍ତ ହେବାସହ ଏନଟିପିସି ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଶିଳ୍ପାନୁଷ୍ଠାନଗୁଡ଼ିକରେ…

ପୋଷ୍ୟ ସ୍କୁଲ ଗ୍ରହଣ ପାଇଁ ଚିଠି ଲେଖିଲେ…

ଭୁବନେଶ୍ୱର: ପୋଷ୍ୟ ସ୍କୁଲ ଗ୍ରହଣ ପାଇଁ ରାଜ୍ୟର ସବୁ ସାଂସଦ ଓ ବିଧାୟକମାନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୋଟିଏ ଲେଖାଏଁ ସରକାରୀ ସ୍କୁଲକୁ ପୋଷ୍ୟ ସ୍କୁଲ କରିବାକୁ ଚିଠି ଲେଖି ଅପିଲ କରିଛନ୍ତି ନବୀନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଢଙ୍ଗୀଙ୍କ ସମେତ…