Odisha Link
Bridging the Missing Links in Odisha
Daily Archives

February 1, 2021

ବ୍ୟବସାୟୀଙ୍କୁ ଆକ୍ରମଣରେ କରି ୧୧ ଲକ୍ଷ…

ବରଗଡ: ରାଜ୍ୟରେ ଦିନକୁ ଦିନ ଦୁର୍ବୁତ୍ତ ଅତ୍ୟାଚାର ବଢ଼ିବାରେ ଲାଗିଛି। ଜଣେ ବ୍ୟବସାୟୀଙ୍କୁ ଆକ୍ରମଣରେ କରି ୧୧ ଲକ୍ଷ ୧୮ ହଜାର ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି। ତାଙ୍କ ଠାରୁ ବ୍ୟବସାୟୀଜଣକ ଛତିଶଗଡର ତାରାଚାନ୍ଦ ଅଗ୍ରଓ୍ବାଲ। ଲୁଟେଣାମାନେ ତାରାଚାନ୍ଦଙ୍କୁ ପ୍ରଥମେ ଆକ୍ରମଣ କରିବା ପରେ ତାଙ୍କ ଠାରୁ…

ମଦ ନିଶାରେ ସ୍ତ୍ରୀର ବେକ କାଟି ହତ୍ୟାକଲା…

ମାଲକାନଗିରି: ମାଲକାନଗିରି ଜିଲ୍ଲା ଏମ.ଭି. ୭୨ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ନିଶାରେ ସ୍ତ୍ରୀର ବେକ କାଟି ହତ୍ୟାକଲା ସ୍ବାମୀ । ମୃତକ ହେଲେ ବାସନ୍ତୀ ମିସ୍ତ୍ରୀ। ସେମାନେ ଗତ ଦୁଇ ବର୍ଷ ତଳେ ବିବାହ କରିଥିଲେ। ବିବାହ ପରଠାରୁ ସ୍ବାମୀ ବିମଲ ମଦ ପିଇ ଘରକୁ ଫେରିବା ସହ ନିଜ ସ୍ତ୍ରୀ ସହ ଗଣ୍ଡଗୋଳ…

ରାଜ୍ୟରେ ସୁସ୍ଥ ହେଲେ ୧୩୬ଜଣ କରୋନା…

ଭୁବନେଶ୍ବର: ଆଜି ରାଜ୍ୟରୁ ୧୩୬ଜଣ କରୋନା ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥଙ୍କ ମଧ୍ୟରୁ ସମ୍ବଲପୁରରୁ ୧୯ଜଣ କରୋନା ଆକ୍ରାନ୍ତ ଆଜି ଆରୋଗ୍ୟ ହୋଇ ଘରକୁ ଫେରିଥିବା ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।  ସୁନ୍ଦରଗଡ଼ରୁ ୧୪ଜଣ, ବରଗଡ଼ରୁ ୧୩ଜଣ,…

ଚଳିତ ବଜେଟରୁ ସିଂହଭାଗ ଲାଭ ପାଇବ ଓଡିଶା:…

ଭୁବନେଶ୍ୱର: ସଂସଦରେ ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଆତ୍ମନିର୍ଭର ଭାରତର ୬ଟି ସମ୍ଭ ଯଥା ସ୍ୱାସ୍ଥ୍ୟ କଲ୍ୟାଣ, ଭୌତିକ ଓ ଆର୍ଥିକ ପୁଞ୍ଜି ଏବଂ ଭିତିଭୂମି, ଆକାଂକ୍ଷା ଭାରତ ପାଇଁ ସମାବେଶୀ ବିକାଶ, ମାନବ ପୁଞ୍ଜିରେ ନୂଆ ଉନ୍ମାଦନା ସୃଷ୍ଟି…

ଫେବୃଆରି ୮ରୁ ଖୋଲିବ ନବମ ଓ ଏକାଦଶ

ଭୁବନେଶ୍ବର: ଫେବୃଆରି ୮ରୁ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ। ଏହା ରାଜ୍ୟ ସରକାର ଆଜି ଘୋଷଣା କରିଛନ୍ତି। ରାଜ୍ୟରେ ପ୍ରଥମ କରି ଦଶମ, ଯୁକ୍ତ ୨ ଦ୍ଵିତୀୟ ବର୍ଷ ଏବଂ ଶେଷ ସେମିଷ୍ଟାର ପାଇଁ ସ୍କୁଲ ଓ କଲେଜ୍ ଖୋଲା ଯାଇଥିଲା। ତେବେ ନବମ ଏବଂ ଏକାଦଶ ଶ୍ରେଣୀ ​‌ ଖୋଲିବା ନେଇ ରାଜ୍ୟ ସରକାର ସୋମବାର…

କାର ଧକ୍କାରେ ଯୁବକ ମୃତ, ରାସ୍ତା ରୋକ…

ବଲାଙ୍ଗୀର : କାର ଧକ୍କାରେ ଯୁବକ ମୃତ। ସଇଁତଳା ବଙ୍ଗଳା ଚକର ୨୬ ନମ୍ବର ଜାତୀୟ ପଥରେ ମୃତ ଦେହ ରଖି ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ରୋକ କରାଯାଇଛି। ମୃତ ଯୁବକ ହେଲେ ସଇଁତଳାର ଶ୍ରୀକାନ୍ତ ଭୋଇ। ପ୍ରକାଶ ଯେ, ସୋମବାର ସକାଳେ ଦେଉଳଗୁଡି ଛକରେ…

କୋଟପାଡ଼ ଦୁର୍ଘଟଣା: ଅନୁକମ୍ପା ଘୋଷଣା କଲେ…

କୋରାପୁଟ: କୋରାପୁଟ କୋଟପାଡ଼ରେ ଗାଡ଼ି ଓଲଟିବା ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତାହାତଙ୍କ ପରିବାର ପ୍ରତି ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ। ମୃତକଙ୍କ ପରିବାର ପିଛା ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି। ଆହତଙ୍କ ପିଛା ୫୦ ହଜାର ମିଳିବ; ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ…

ଏପ୍ରିଲ ୧ରୁ ମହଙ୍ଗା ହେବ ସ୍ମାର୍ଟଫୋନ

ଭୁବନେଶ୍ବର : ଦେଶରେ ଏପ୍ରିଲ ୧ରୁ ମହଙ୍ଗା ହେବ ସ୍ମାର୍ଟଫୋନ। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ଷ ୨୦୨୧-୨୨ ପାଇଁ ଘୋଷଣା କରିଛନ୍ତି। ସ୍ମାର୍ଟଫୋନ ଯନ୍ତ୍ରାଂଶ ଓ ଚାର୍ଜର ଉପରେ ସୀମା ଶୁଳକ ବଢାଇଦେଇଛନ୍ତି । କେବଳ ଏତିକି ନୁହେଁ, ଦେଶରେ କାରଖାନା ବସାଇ ସ୍ମାର୍ଟଫୋନ ଉତ୍ପାଦନ କରୁଥିବା…

ଚଳନ୍ତା ଅଟୋରୁ ଡେଇଁ ମହିଳା ଗୁରୁତର

ପାପଡାହାଣ୍ଡି: ଚଳନ୍ତା ଅଟରୁ ଡେଇଁ ମହିଳା ଗୁରୁତର। ଏହି ଅଭାବନୀୟ ଘଟଣାଟି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ତଣ୍ଡାଗୁଡା ନିକଟରେ ଘଟିଛି। ମହିଳାଙ୍କୁ ଗୁରୁତର ଅବସ୍ଥାରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଆହାତ ଜଣଙ୍କ ହେଲେ ଦୈମତି ଅମନାତ୍ୟ। ପ୍ରକାଶ ଯେ ,…

ଐତିହାସିକ ଶିଶୁପାଳଗଡକୁ ରାଜ୍ୟ ସରକାରଙ୍କ…

ଭୁବନେଶ୍ୱର: ଦୁଇ ହଜାର ବର୍ଷରୁ ଉର୍ଦ୍ଧ୍ୱ ଐତିହାସିକ ଶିଶୁପାଳଗଡ ଠାରେ ଅନେକ ପୂରାତନ ମଠ ମନ୍ଦିର ଏବଂ ଐତିହ୍ୟ ଭରିରହିଛି । ଏଠି ଅନେକ ସ୍ଥାନରେ ଭାରତୀୟ ପୁରାତତ୍ୱ ସର୍ବେକ୍ଷଣ ପକ୍ଷରୁ ଆବିଷ୍କାର ଏବଂ ସଂଗ୍ରକ୍ଷଣ କାମ ଚାଲିଛି। ହେଲେ ରାଜ୍ୟ ସରକାର ‘ସୌନ୍ଦର୍ଯୀକରଣ’ନାଁ ରେ ଜମି ଜବର ଦଖଲ କରୁଛନ୍ତି…