Odisha Link
Bridging the Missing Links in Odisha

ବ୍ୟବସାୟୀଙ୍କୁ ଆକ୍ରମଣରେ କରି ୧୧ ଲକ୍ଷ ୧୮ ହଜାର ଟଙ୍କା ଲୁଟ

ବରଗଡ: ରାଜ୍ୟରେ ଦିନକୁ ଦିନ ଦୁର୍ବୁତ୍ତ ଅତ୍ୟାଚାର ବଢ଼ିବାରେ ଲାଗିଛି। ଜଣେ ବ୍ୟବସାୟୀଙ୍କୁ ଆକ୍ରମଣରେ କରି ୧୧ ଲକ୍ଷ ୧୮ ହଜାର ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି। ତାଙ୍କ ଠାରୁ ବ୍ୟବସାୟୀଜଣକ ଛତିଶଗଡର ତାରାଚାନ୍ଦ ଅଗ୍ରଓ୍ବାଲ। ଲୁଟେଣାମାନେ ତାରାଚାନ୍ଦଙ୍କୁ ପ୍ରଥମେ ଆକ୍ରମଣ କରିବା ପରେ ତାଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଲୁଟିନେଇଥିଲେ।

ଲୁଟେରାମାନେ ଏକ ଗାଡିରେ ଆସି ତାଙ୍କୁ ପ୍ରଥମେ ଆକ୍ରମଣ କରିଥିଲେ। ପରେ ତାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଛଡାଇନେଇ ଫେରାର ହୋଇଯାଇଥିଲେ। ଏ ବାବଦରେ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ। ତେବେ ଉକ୍ତ ବ୍ୟବସାୟୀଙ୍କ ଅଭିଯୋଗ ପରେ ଛାନ୍‌ଭିନ୍‌ ଆରମ୍ଭ କରିଛି ପୁଲିସ।

Comments are closed.