Odisha Link
Bridging the Missing Links in Odisha

କୋଟପାଡ଼ ଦୁର୍ଘଟଣା: ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

କୋରାପୁଟ: କୋରାପୁଟ କୋଟପାଡ଼ରେ ଗାଡ଼ି ଓଲଟିବା ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତାହାତଙ୍କ ପରିବାର ପ୍ରତି ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ। ମୃତକଙ୍କ ପରିବାର ପିଛା ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି। ଆହତଙ୍କ ପିଛା ୫୦ ହଜାର ମିଳିବ; ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ଦିଆଯିବ।

Comments are closed.