ଟ୍ରେନ୍ ଧକ୍କାରେ ଯୁବକ ମୃୃତ By ପ୍ରଗତି ପଣ୍ଡିତ On Feb 2, 2021 କଟକ: ସାମାନ୍ୟ ଅସାବଧାନତାରୁ ବଡ଼ ବଡ଼ ଦୁର୍ଘଟଣାର ଶୀକାର ହେଉଛନ୍ତି ଯୁବକ। ମୋବାଇଲରେ କଥା ହୋଇ ଲେବଲ କ୍ରସିଂ ହେବା ସମୟରେ ମାଡ଼ି ଗଲା ଟ୍ରେନ। ଏହି ଘଟଣାଟି କଟକ ଶିଖରପୁର ଲେବଲ କ୍ରସିଂରେ ଘଟିଛି। ମୋବାଇଲରେ କଥା ସହ କାନରେ ଇଅରଫୋନ୍ ଯୋଗୁଁ ଦୁର୍ଘଟଣା ସୁଚନା। Odishaodishalinkone deathTrain accident Share
Comments are closed.