Odisha Link
Bridging the Missing Links in Odisha
Daily Archives

February 2, 2021

୩ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି…

ଭୁବନେଶ୍ବର: ରାଜ୍ୟର ଖାଲି ପଡ଼ିଥିବା ତିନୋଟି ନୂଆ ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ। ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟ, କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଓ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।  …

ଚାଷୀଙ୍କୁ ରୋକିବାକୁ ରାସ୍ତାରେ କଣ୍ଟା…

ନୂଆଦିଲ୍ଲୀ: ଆନ୍ଦୋଳନ କାରି ଚାଷୀଙ୍କୁ ଦିଲ୍ଲୀ ପ୍ରବେଶରୁ ରୋକିବା ପାଇଁ ରାସ୍ତାରେ କଣ୍ଟା ବ୍ୟାରିକେଡ ଲଗାଇଛନ୍ତି ପୋଲିସ। ସିଂଘୁ, ଟିକରି ଓ ଗାଜିପୁର ସୀମାରେ ଦିଲ୍ଲୀ ପୋଲିସ ଏକାଧିକ ସ୍ତରର ବ୍ୟାରିକେଡିଂ କରିଛି। ସାଧାରଣତନ୍ତ୍ର ଦିବସରେ ଆନ୍ଦୋଳନକାରୀ ଚାଷୀ ଦିଲ୍ଲୀରେ ପଶି ଉତ୍ପାତ କରିବା ପରେ…

ପ୍ରେମିକାର ଗଳା କାଟିଲା ପ୍ରେମିକ

ବାଲେଶ୍ୱର: ପ୍ରେମିକାର ଗଳା କାଟିଲା ପ୍ରେମିକ। ଏମିତି ଏକ ଘଟଣା ଘଟିଛି ବାଲେଶ୍ବର ସେଲଟ୍ୟାକ୍ସ କଲୋନୀ ନିକଟରେ । ପ୍ରେମରେ ବିଫଳ ହେବା ପରେ ଏମିତି କାଣ୍ଡ କରିଛି ପ୍ରେମିକ। ଗୁରୁତର ଆହତ ହୋଇଥିବା ନାବାଳିକାକୁ ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା…

ଛାତ୍ରଛାତ୍ରୀଙ୍କୁ ମାଗଣା ନିଯୁକ୍ତି…

ସୁନ୍ଦରଗଡ଼: ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ। ଜିଲ୍ଲା ପ୍ରଶାସନ ଦେବ ମାଗଣା ନିଯୁକ୍ତି ଭିତ୍ତିକ ଶିକ୍ଷା। ଛାତ୍ରଛାତ୍ରୀଙ୍କୁ ରୋଜଗାର ପାଇଁ କରାଇବ ଯୋଗ୍ୟ। ଏଭଳି ଏକ ନିଆରା ପ୍ରୟାସ ଆରମ୍ଭ କରିଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ। ପ୍ରଶାସନ ପକ୍ଷରୁ ବିଦ୍ଧିବଦ୍ଧ…

ବିବାହ କାର୍ଯ୍ୟକ୍ରମରେ ନାଚିଲେ…

ପଶ୍ଚିମବଙ୍ଗ: ବିବାହ କାର୍ଯ୍ୟକ୍ରମରେ ସଙ୍ଗୀତର ତାଳେ ତାଳେ ନାଚିଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।। ଅଲ୍ଲିପୁରଦ୍ୱାର ଜିଲ୍ଲାର ଫକଲଟା ଠାରେ ଆୟୋଜିତ ଗଣ ବିବାହ ଉତ୍ସବରେ ମମତା ବାନାର୍ଜୀ ନାଚୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ବିବାହ…

ଆହୁରି ୯ ମାସ ଆନ୍ଦୋଳନ ପାଇଁ ପ୍ରସ୍ତୁତ…

ନୂଆଦିଲ୍ଲୀ: ଆଗକୁ ଆହୁରି ୯ ମାସ ଆନ୍ଦୋଳନ ପାଇଁ ପ୍ରସ୍ତୁତ ଅଛନ୍ତି ଆନ୍ଦୋଳନକାରୀ ଚାଷୀ। ଏନେଇ ସୂଚନା ଦେଇଛନ୍ତି ଚାଷୀ ନେତା ରାକେଶ ଟିକାୟତ। ଏହା ସହିତ ଟିକାୟତ କହିଛନ୍ତି ଯେ, ୬୯ଦିନ ଧରି ଦିଲ୍ଲୀରେ ଆନ୍ଦୋଳନ କରୁଥିବା ଚାଷୀ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଛନ୍ତି। ଆସନ୍ତା ଅକ୍ଟୋବର ଯାଏଁ…

ଆସନ୍ତା ୬ରୁ ସମ୍ମୁଖ ଯୋଦ୍ଧାଙ୍କୁ ଟିକା

ଭୁବନେଶ୍ବର: ଆସନ୍ତା ୬ ତାରିଖରୁ କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା। ୬ରୁ ଟିକା ଦିଆଯିବା ନେଇ ସ୍ବସ୍ଥ୍ୟ ବିଭାଗ ଏସିଏସ୍‌ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଓ ସିଡ଼ିଏମଓମାନଙ୍କୁ ଏସିଏସ୍‌ ଚିଠି ଲେଖିଛନ୍ତି। ମେଡ଼ିକାଲ ଛଡ଼ା ବିକଳ୍ପ ଟିକାଦାନ କେନ୍ଦ୍ର ଚୟନ କରିବାକୁ…

ପାରାଦ୍ବୀପ ଓ ବଡ଼ବିଲ ରାସ୍ତା ହେବ ୮…

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଥିବା ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନର କୋଷ୍ଟାଲ ହାଇୱେ ନେଇ…

ସବୁ ମେଡ଼ିକାଲରେ ଅଗ୍ନି ନିରାପତ୍ତା ଯାଞ୍ଚ…

ଭୁବନେଶ୍ବର: କଟକ ତୁଳସୀପୁର ସନ୍‌ ହସ୍ପିଟାଲରେ ନିଆଁ ଲାଗିବା ଘଟଣାରେ ଆଜି ନିଜର ପ୍ରତିକ୍ରିୟା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ଏନେଇ ମନ୍ତ୍ରୀ କହିଛନ୍ତି ଯେ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ତଦନ୍ତ ଚାଲିଛି। ରାଜ୍ୟର ସମସ୍ତ ଘରୋଇ ମେଡ଼ିକାଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ ହେବ। ସବୁ…

ଉଦ୍‌ଘାଟିତ ହେଲା ସମ୍ କେୟାର…

ଭୁବନେଶ୍ୱର: ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ଦେଶ ଏବଂ ବିଦେଶରେ କ୍ରିଟିକାଲ୍ କେୟାର ବିଭାଗ ଅଧିନରେ ରୋଗୀଙ୍କ ସେବା କରୁଥିବା ନର୍ସମାନଙ୍କ ନିମନ୍ତେ ଏକ ସବିଶେଷ ନର୍ସିଂ ଟ୍ରେନିଂ ପ୍ରୋଗ୍ରାମ୍ ଉଦ୍‌ଘାଟିତ ହୋଇଯାଇଛି। କ୍ରିଟିକାଲ୍ କେୟାର ଫାଉଣ୍ଡେସନ୍ ଆନୁକୂଲ୍ୟରେ ଓ ଇଣ୍ଡିଆନ୍ ସୋସାଇଟି ଫର…