Odisha Link
Bridging the Missing Links in Odisha
Daily Archives

February 2, 2021

ପ୍ରକାଶ ପାଇଲା ସିବିଏସଇ ବୋର୍ଡ଼ ପରୀକ୍ଷା…

ଭୁବନେଶ‌୍ବର: ଆଜି ସିବିଏସଇ ବୋର୍ଡ଼ ପରୀକ୍ଷା ସୂଚୀ ପ୍ରକାଶ କଲେ କେନ୍ଦ୍ର ସରକାର। ସିବିଏସଇ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ସୂଚୀ ପ୍ରକାଶ କରାଯାଇଛି। ଏନେଇ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଙ୍କ ଟ୍ବିଟ କରି ସୂଚନା ଦେଇଛନ୍ତି। ମେ ୪ ରୁ ଆରମ୍ଭ ହେଉଛି ଉଭୟ ଦଶମ ଓ ଦ୍ବାଦଶ…

ଆସନ୍ତାକାଲି ପୁରୀ ଓ ଭୁବନେଶ୍ବର…

ଭୁବନେଶ୍ବର: ଆସନ୍ତାକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଓ ଭୁବନେଶ୍ବର ବାଏପାସ୍‌ ରୋଡ଼ ଆଲୋକୀକରଣର ଲୋକାର୍ପଣ କରିବେ। ୧୨ କିଲୋମିଟର ବିସ୍ତୃତ ଏହି ରାସ୍ତା ଆଲୋକରେ ଝଲସିବ।। ଏଥିରେ ୩୮୭ ଲାଇଟ ଖୁଣ୍ଟ ଥିବାବେଳେ ହାଇଟେକ୍ ଛକ, କେଶୁରା ଛକ, ସାଇ ମନ୍ଦିର ଛକ ଓ ଲିଙ୍ଗିପୁର ଛକରେ…

ଆଇ.ଏମ.ଏସ ଓ ସମ୍ ହସପିଟାଲ୍‌ରେ ନୂତନ…

ଭୁବନେଶ୍ୱର: ଆଜି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନସେସ୍‌ ଆଣ୍ଡ ସମ୍ ହସପିଟାଲର ୧୪ ତମ ଏମ.ବି.ବି.ଏସ (୨୦୨୦-୨୧) ବ୍ୟାଚର ନୂତନ ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କର ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ସୋଆ କୁଳପତି ପ୍ରଫେସର ଡ. ଅଶୋକ କୁମାର…

୧୬ ଜିଲ୍ଲାକୁ ଶୀତ ସତର୍କତା

ଭୁବନେଶ୍ବର: ରାଜ୍ୟରେ ୧୬ ଜିଲ୍ଲାକୁ ସମ୍ଭାବ୍ୟ ଶୀତଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୂଆପଡ଼ା ଏବଂ ନବରଙ୍ଗପୁର ଆଦି…

ପିପିଲି ଉପନିର୍ବାଚନ: ଆରମ୍ଭ ହେଲା…

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଖୋଜା ଆରମ୍ଭ ହୋଇଛି। ଆଜି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ଘରେ ଆରମ୍ଭ ହୋଇଛି ମାନସ ମନ୍ଥନ। ମହାରଥୀଙ୍କ ପରିବାରରୁ ପ୍ରତିନିଧିତ୍ୱ ପାଇଁ ଦାବି କରିଛନ୍ତି ସ୍ଥାନୀୟ ନେତା। ପିପିଲି ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ କହିଛନ୍ତି…

ଝରାଫୁଲ ମୃତ୍ୟୁ ମାମଲା: ଡେମୋ ଦେଖାଇଲା…

ଭୁବନେଶ୍ବର: ବହୁ ଚର୍ଚ୍ଚିତ ରାମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା ଏବେ ନୂଆ ମୋଡ଼ ନେଇଛି। ଛାତ୍ରୀ ଝରାଫୁଲର ମୃତଦେହ ମିଳିଥିବା ସ୍ଥାନରେ ଅଭିଯୁକ୍ତ ପୋଲିସକୁ ଡ଼େମୋ ଦେଖାଇଛି। କୁଆଖିଆ ଥାନା ଦିଆଲଖଣ୍ଡି ଅଞ୍ଚଳରେ ଯେଉଁଠାରୁ ଝରାଫୁଲଙ୍କ ମୃତଦେହ ମିଳିଥିଲା ସେଠାକୁ ରାକେଶକୁ ନିଆଯାଇ ମୃତଦେହ…

ଆତ୍ମସମର୍ପଣ କଲେ ମହିଳା ଆଇଆଇସି

ବାଲେଶ୍ବର: ଟାଉନ ଥାନା ତତ୍କାଳୀନ ଆଇଆଇସି ସରୋଜିନୀ ନାଏକଙ୍କ ଆଜି ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁରେ ଜୁଲାଇ ମାସରେ ମାମଲା ରୁଜୁ କରିଥିଲା ଭିଜିଲାନ୍ସ। ସେ ଜମି ଜମା ମାମଲାରେ ଲାଞ୍ଚ ନେଉଥିବା ଅଭିଯୋଗରେ ମାମଲ ହୋଇଥିଲା। ମାମଲା ରୁଜୁ ପରେ ୬ମାସ ଧରି ଫେରାର ଥିଲେ ଆଇଆଇସି।

ଫର୍ଣ୍ଣିଚର କାରଖାନାରେ ପ୍ରସ୍ତୁତ…

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ନକଲି ମୃଦୁ ପାନୀୟ କାରଖାନା ଠାବ। କିଛି ଦିନ ହେବ ନକଲି ମୃଦୁ ପାନୀୟ କାରଖାନା ଚାଲିଥିବା ନେଇ ପୁଲିସ ପାଖକୁ ଅଭିଯୋଗ ଆସିଥିଲା । ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ଉକ୍ତ କାରଖାନାରେ ଚଢା଼ଉ ଜାରି ରଖିଛି । ପ୍ରକାଶ ଯେ, କିଛିଦିନ ହେବ…

ଫେବୃଆରୀ ୧୦ ରୁ ହେବ ପିଜି କ୍ଳାସ

ଭୁବନେଶ୍ବର: ଫେବୃଆରୀ ୧୦ ରୁ ଆରମ୍ଭ ହେବ ପିଜି ପାର୍ଟ-୧ କ୍ଲାସ୍‌। କ୍ଲାସ୍‌ ଆରମ୍ଭ ହେବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ସୁଚନା। ପ୍ରି-ଫାଇନାଲ ଇୟର କ୍ଲାସ୍‌ ମଧ୍ୟ ଫେବୃୃଆରୀ ୧୦ରୁ ଆରମ୍ଭ ହେବ। ୧୦ରେ କ୍ଲାସ୍‌ ଆରମ୍ଭ ହେବାର ଥିବାରୁ ୮ରେ ଖୋଲିଯିବ ହଷ୍ଟେଲ୍‌। କୋଭିଡ଼ ଗାଇଡ଼ଲାଇନ ମାନି…

ଫକୀରମୋହନ ମେଡିକାଲ କଲେଜ ଡାକ୍ତରୀ…

ବାଲେଶ୍ଵର: ଫକୀରମୋହନ ମେଡିକାଲ କଲେଜ ଡାକ୍ତରୀ ଛାତ୍ରଛାତ୍ରୀ ପୁଣି ଥରେ ଦୁର୍ବୃତ୍ତଙ୍କ ଆକ୍ରମଣ। ଏହି ଆକ୍ରମଣରେ ଜଣେ ସ୍ଥାନୀୟଲୋକ ଆହାତ ହୋଇଛନ୍ତି। ଖବର ପାଇ ରେମୁଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ ପଠାଇଛି। ପ୍ରକାଶ ଯେ, ସୋମବାର ରାତି…