Odisha Link
Bridging the Missing Links in Odisha
Daily Archives

April 10, 2021

୫ଟି ସଚିବଙ୍କ ସମୀକ୍ଷା, ସୁନ୍ଦରଗଡ଼…

ସୁନ୍ଦରଗଡ଼: ରାଜ୍ୟ ସରକାରଙ୍କ ୫-ଟି ଅଭିଯାନ ଅଧୀନରେ ରୂପାନ୍ତରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଯାହା ଫଳରେ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସରକାରୀ ହାଇସ୍କୁଲ ସଂପୂର୍ଣ୍ଣ ନୂଆ ରୂପ ନେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରଣ ହେବାକୁ ଥିବା ହାଇସ୍କୁଲ ମଧ୍ୟରୁ ୪୦ଟି ସ୍କୁଲର ସମୀକ୍ଷା କରାଯାଇଛି।…

ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ…

କଟକ: କଟକ ଏସିସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହୋଇଛି। ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ ଆରମ୍ଭ ହୋଇଛି ବଡ଼ ସର୍ଚ୍ଚ ଅପରେସନ। ସର୍ଚ୍ଚ ଅପରେସନ ନେଇ କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ଏକାଧିକ ସ୍ପେଶାଲ ସ୍କ୍ୱାର୍ଡ଼ ଗଠନ କରାଯାଇ ସର୍ଚ୍ଚ ଅପରେସନ ଚାଲିଛି। କଟକ ସହର ସୀମା ସିଲ୍…

ମୋଦୀ ଟିକା ନେଲେ ଲେଖାଶ୍ରୀ !

ଭୁବନେଶ୍ବର: କରୋନା ମାମଲା ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ କରୋନା ଟିକା ପ୍ରକ୍ରିୟାକୁ ମଧ୍ୟ ଅଧିକ ଫୋକସ୍‌ ଦେଉଛନ୍ତି ରାଜ୍ୟ ସରକାର। ରାଜ୍ୟରେ ବର୍ତ୍ତମାନ ୪୫ ବର୍ଷରୁ ଉର୍ଦ୍ଧ୍ବ ନାଗରକିଙ୍କୁ କରୋନା ଟିକା ପ୍ରଦାନ କରାଯାଉଛି। ଏହାରି ମଧ୍ୟରେ ବିଜେପି ନେତ୍ରୀ ଲେଖାଶ୍ରୀ…

ଓଟ ପିଠିରେ ବସିବାର ଅନୁଭବ ମିଳୁଛି…

ପିପିଲି: ପିପିଲିରେ ରାସ୍ତାଘାଟ ସଂପୂର୍ଣ୍ଣଭାବେ ବିପର୍ଯ୍ୟସ୍ତ ହୋଇଛି। ମୁଁ ରାଜସ୍ଥାନରେ ବିବାହ କରିଛି। ସେଠାରେ ଲୋକମାନେ ଓଟ ପିଠିରେ ବସିକି ଗଲେ ଯେପରି ଅନୁଭବ ହୁଏ ପିପିଲି ରାସ୍ତାରେ ଗାଡିରେ ଆସିବା ସମୟରେ ମୁଁ ସେମିତି ଅନୁଭବ କଲି। ପିପିଲି ରାସ୍ତାରେ ଆସିଲେ ରାଜସ୍ଥାନର ଓଟ ପିଠିରେ ବସିବାର ଅନୁଭବ…

ଗାଙ୍ଗଷ୍ଟର ହାଇଦର ଫେରାର

କଟକ: ଡାକ୍ତରଖାନା ବେଡ୍‌ରୁ ଚମ୍ପଟ ମାରିଛି କେନ୍ଦ୍ରାପଡ଼ାର କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। ଏକାଧିକ ମାମାଲରେ ସଂପୃକ୍ତ ହାଇଦର ଗତ କିଛି ଦିନ ହେବ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଥିଲା। ଜେଲରୁ ଅଣା ଯାଇ ହାଇଦରକୁ ଡାକ୍ରଖାନାରେ ଭର୍ତ୍ତି କରାଯାଇଥିଲା। ଏସସିବିର ସର୍ଜରୀ ଓ୍ଵାର୍ଡରେ ସେ ଚକିତ୍ସୀଧିନ…

ପିପିଲି ଉପନିର୍ବାଚନ: ପ୍ରଚାରର ମଙ୍ଗ…

ପିପିଲି: ପିପିଲି ଉପନିର୍ବାଚନରେ ବିଜେପି ବିଶାଳ ପ୍ରଚାର ଅଭିଯାନ ଆରମ୍ଭ କରିଛି। ବିଜେପିର ରାଜ୍ୟ ସଭାପତିଙ୍କ ଠାରୁ ଆରମ୍ଭ କରି ବିଜେପି ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀଙ୍କ ସମେତ ଷ୍ଟାର ପ୍ରଚାରକମାନେ ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସମର୍ଥନରେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ଏହି…

କରୋନା: ଆଜି ଭୁବନେଶ୍ୱରରୁ ୧୭୧ ସଂକ୍ରମିତ…

ଭୁବନେଶ୍ୱର: ପୁଣି ରାଜ୍ୟରେ ଚିନ୍ତା ବଢ଼ାଇଛି କରୋନା ମହାମାରୀ। ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୧୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୪୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୨୬ ଜଣ ଲୋକାଲ୍‌ କେସ୍‌ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍‌ କରିଛି। ଆଜି…

ଦୁର୍ଘଟଣା: ଯବାନଙ୍କ ସହ ୨ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଘଟିପିରି ନିକଟରେ କାରକୁ ଧକ୍କା ଦେଲା ଟିପ୍ପର। ଦୁର୍ଘଟଣାରେ ଆର୍ମି ଯବାନଙ୍କ ସମେତ ଦୁଇ ମୃତ। କାର୍ ଦୁର୍ଘଟଣା ଯୋଗୁଁ ଚାଲିଗଲା ଜଣେ ଆର୍ମି ଯବାନଙ୍କ ଜୀବନ। ଏହି ଦୁର୍ଘଟଣାରେ ଏହି ଆର୍ମି ଯବାନଙ୍କ ସହ କାରରେ ଥିବା ତାଙ୍କର ଅନ୍ୟ ଜଣେବନ୍ଧୁଙ୍କର ମଧ୍ୟ ମୃତ୍ୟୁ ଘଟିଛି।…

ମେ ୧୫ରୁ ବିଭିନ୍ନ ବିଭାଗର କାର୍ଯ୍ୟ…

ଭୁବନେଶ୍ବର: ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ଉପରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଗାମୀ ମେ ୨୯ ତାରିଖ ଦିନ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ସରକାର ତାର ପଞ୍ଚମ ପାଳିର ଦ୍ୱିତୀୟ ବର୍ଷ ପୂରଣ କରୁଛି। ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନରେ…

ପିପିଲିରେ ବିଜେପି ନେତ୍ରୀଙ୍କୁ ଆକ୍ରମଣ

ପିପିଲି: ପିପିଲି ଉପନିର୍ବାଚନରେ ଶାସକ ବିଜେଡିକୁ ନିର୍ବାଚନ ପରାଜୟର ଭୟ ଘାରିଛି। ପୂର୍ବରୁ ବିଭିନ୍ନ ଉପନିର୍ବାଚନକୁ ହାତେଇବା ପାଇଁ ବିଜେଡି ଗୁଣ୍ଡାମାନେ ଯେପରି ଲୋକଙ୍କ ଭିତରେ ଆତଙ୍କ ଖେଳାନ୍ତି ଠିକ୍ ସମାନ ଢଙ୍ଗରେ ପିପିଲି ନିର୍ବାଚନମଣ୍ଡଳୀରେ ଆଜି ଶାସକ ଦଳର କର୍ମୀମାନେ ବିରୋଧୀଙ୍କୁ ମରଣାନ୍ତକ…