Odisha Link
Bridging the Missing Links in Odisha
Daily Archives

April 10, 2021

ପିପିଲି ଗଠନ ପାଇଁ ପିପିଲିବାସୀ ନୀରବ…

ପିପିଲି: ଦୀର୍ଘ ୩୫ ବର୍ଷର ଶାସନ ପରେ ବି ପିପିଲି-ଡେଲାଙ୍ଗରେ ଆଖିଦୃଶିଆ ବିକାଶ ହୋଇନାହିଁ। ରାଜ୍ୟ ରାଜଧାନୀ ଠାରୁ ମାତ୍ର ୨୫ କିମି ଦୂରରେ ଥିବା ପିପିଲି ନିର୍ବାଚନମଣ୍ଡଳୀରେ ରାଜ୍ୟ ସରକାରଙ୍କ ଦୃଷ୍ଟି ପଡୁନାହିଁ। ପିପିଲି ଡେଲାଙ୍ଗବାସୀ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ ରହୁଛନ୍ତି। ପ୍ରଧାନମନ୍ତ୍ରୀ…

ପ୍ରାଚୀନ ଭାରତୀୟ ଜ୍ଞାନ କୌଶଳକୁ…

ଭୁବନେଶ୍ୱର: ପ୍ରାୟ ଦୁଇ ଶତାବ୍ଦୀ ଧରି ଭାରତୀୟମାନଙ୍କ ମନସ୍ତତ୍ୱରେ ଗୋଟିଏ ବିଷୟ ବସା ବାନ୍ଧି ରହିଛି ଯେ, ସମସ୍ତ ବୈଜ୍ଞାନିକ ତତ୍ୱର ଉତ୍ପତି ଓ ବିକାଶ କେବଳ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଘଟିଛି ଓ ଭାରତ ଭଳି ଅଣ-ପାଶ୍ଚାତ୍ୟ ଦେଶରେ ବିଜ୍ଞାନ ବୋଲି ବିଶେଷ କିଛି ନ ଥିଲା। କିନ୍ତୁ ପ୍ରାଚୀନ ଭାରତୀୟ…

ଅମାନିଆଙ୍କୁ ଧରିବ ସିସିଟିଭି: ଡିସିପି

ଭୁବନେଶ୍ୱର: ରାଜ୍ୟରେ ପୁଣି ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ନେଇ ରାଜ୍ୟ ସରକାର ଲୋକମାନଙ୍କୁ ସଚେତନତା କରି ଆସୁଛନ୍ତି। ହେଲେ କିଛି ଅମାନିଆ ଏବେ ବି ବିନା ମାସ୍କ ଓ ସାମାଜିକ ଦୂରତାରେ ଯାତାୟତ କରି ପ୍ରଶାସନର କଟକଣାକୁ ଫୁ’ କରି ଉଡ଼ାଇଦେଉଛନ୍ତି। ଏଥର କୋଭିଡ଼୍ ଅମାନିଆଙ୍କୁ…

ଫିନାଇଲ୍ ପିଇ ଆତ୍ମହତ୍ୟା କରିବାକୁ ଧମକ…

କଟକ: ଏସସିବି ମେଡ଼ିକାଲ ନର୍ସିଂ କଲେଜରେ ଛାତ୍ର ଅସନ୍ତୋଷ ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ବଢ଼ିଥିବାରୁ ଆଜି ସନ୍ଧ୍ୟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ଭାରପ୍ରାପ୍ତ ପ୍ରିନ୍ସିପାଲ ନୋଟିସ ଜାରି କରିବା ପରେ ଦେଖାଦେଇଛି ଛାତ୍ର ଅସନ୍ତୋଷ। ତେବେ ହଷ୍ଟେଲ ନ ଛାଡ଼ିବା ଜିଦରେ ଅଟଳ ରହିଛନ୍ତି ଛାତ୍ରଛତ୍ରୀ।…

ଭିଜିଲାନ୍ସ ଜାଲରେ କୋଟିପତି କିରାଣି

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କିରାଣିଙ୍କ ଘରେ ରେଡ୍ ମାରିଥିଲା ଭିଜିଲାନ୍ସ। ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଚଢାଉ ପରେ ଆଜି ଗିରଫ ହୋଇଛନ୍ତି କିରାଣି। ମିଳିଥିବା ସୂଚନା ଅନୁସାରେ, ଗତକାଲି ସିନିୟର କ୍ଲର୍କ ଦିଲ୍ଲୀପ କୁମାର…

ନିୟମ ଉଲ୍ଲଂଘନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ…

ନରୱେ: ସାରା ବିଶ୍ଵରେ କାୟା ମେଲାଉଛି କରୋନା ମହାମାରୀ। ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସବୁ ଦେଶ ଲକ୍‌ଡାଉନ, ସଟ୍‌ଡାଉନ ଲାଗୁ କରିବା ଭଳି କଡା ପଦକ୍ଷେପ ନିଆଯାଉଛି। କିନ୍ତୁ ନରୱେ ପ୍ରଧାନମନ୍ତ୍ରୀ ଏର୍ନା ସୋଲବର୍ଗ ଖୋଦ ନିଜେ କୋଭିଡ ନିୟମ ଉଲ୍ଲଂଘନ କରି ଚର୍ଚ୍ଚାକୁ ଆସିଛନ୍ତି। ଏଥିପାଇଁ ପୁଲିସ…

ପିଲାଟି ବେଳୁ ଦୁଇଜଣ ଦିବ୍ୟାଙ୍ଗ, ଏବେ…

ଭୁବନେଶ୍ବର: ସୋସିଆଲ ମିଡିଆ ବଦଳାଇ ଦେଲା ଜୀବନ। ଦୁଇ ଦିବ୍ୟାଙ୍ଗଙ୍କୁ ବିବାହ ବନ୍ଧନରେ ବାନ୍ଧିଲା ସୋସିଆଲ ମିଡିଆ। ସୋସିଆଲ ମିଡିଆରେ ସାକ୍ଷାତ ହେବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଝାଡ଼ଖଣ୍ଡର ମହାବୀର ପ୍ରସାଦ ଶୁକ୍ଳ ଓ ଓଡ଼ିଶାର ସମ୍ବଲପୁର ନିବାସୀ ଲକ୍ଷ୍ମୀରାଣୀ ତ୍ରିପାଠୀ। ସୂଚନାଥାଉକି ଏହି…

ସିଲ୍‌ ହେଲା ୨ ସିନେମା ହଲ୍

ପାରଳାଖେମୁଣ୍ଡି: ରାଜ୍ୟରେ ହୁହୁ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ଗ୍ରାଫ୍ ଉପରମୁହାଁ ରହୁଥିବା ବେଳେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି। ଏହାରି ଭିତରେ ପାରଳାଖେମୁଣ୍ଡିର ୨ଟି ସିନେମା ହଲକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ କରାଯାଇଛି। ଜୟ ମା’ ଓ ଲକ୍ଷ୍ମୀ ନାମକ ଦୁଇଟି…

ଏମାର ମଠରୁ ମିଳିଲା ରୁପା ଇଟା!

ପୁରୀ: ପୁଣି ଏମାର ମଠରୁ ମଳିଲା ରୁପା ଇଟା। ପୁରୀ ଏମାର ମଠର ୪ ନମ୍ବର କୋଠରୀରୁ ପ୍ରାଥମିକ ପ୍ରର୍ଯ୍ୟାୟରେ ୮ ଖଣ୍ଡ ରୁପା ଇଟା ମିଳିଥିବା ବେଳେ ଏବେ ଆଉ ୩୭ ଖଣ୍ଡ ରୁପା ଇଟା ମିଳିଛି। ଏମାର ମଠ ମୁଖ୍ୟ ଗାଦି ପଛପଟେ ଖୋଳା ଚାଲିଥିବା ବେଳେ ସର୍ବମୋଟ ୪୫ ଖଣ୍ଡ ରୁପା ଇଟା ମିଳିଛି। ୨୦୧୦ରେ ୪୭ ଖଣ୍ଡ ରୁପା…

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା, ୪ ମୃତ

ନୂଆଦିଲ୍ଲୀ: ଆଜି ପଶ୍ଚିମବଙ୍ଗ ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ହିଂସାକାଣ୍ଡ ଘଟିଛି। ଏଥିରେ ମୋଟ ୪ ଜଣଙ୍କ ମୃତ୍ୟୁ ଘଟିଛି। କୁଚବେହାର ଜିଲ୍ଲା ମତଭଙ୍ଗରେ ମତଦାନ ବେଳେ ଗୁଳିକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଏକାଧିକ ପ୍ରାର୍ଥୀଙ୍କ ଗାଡ଼ି ଉପରକୁ ଆକ୍ରମଣ ମଧ୍ୟ କରାଯାଇଛି। ସବୁଠୁ ବଡ଼ କଥା…