Odisha Link
Bridging the Missing Links in Odisha
Daily Archives

April 28, 2021

IPL: ଗୋଟିଏ ଦିନରେ ୩ଟି ରେକର୍ଡ କଲେ…

ନୂଆଦିଲ୍ଲୀ: କରୋନା କାଳରେ ଦେଶରେ ଚାଲିଛି ଫଟାଫଟ୍‌ କ୍ରିକେଟ ଲିଗ୍‌। ଜୈବ ସୁରକ୍ଷା ବଳୟ ଭିତରେ ଚାଲିଛି ଖେଳ। ଟୁର୍ଣ୍ଣାମେଣ୍ଟ ଆଗକୁ ବଢ଼ିବା ସହ ଖେଳାଳି ମାନେ କରୁଛନ୍ତି ରେକର୍ଡର ବର୍ଷା। ଏହାରି ମଧ୍ୟରେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ ଓ୍ବାର୍ଣ୍ଣର ପ୍ରଥମ ଖେଳାଳି ଭାବେ ଆଇପିଏଲ ଇତିହାସରେ…

୭୧ ବର୍ଷୀୟ ବାପାଙ୍କର ଦ୍ବିତୀୟ ବିବାହ…

ନୂଆଦିଲ୍ଳୀ: ଆଜିର ଆଧୁନିକ ଦୁନିଆରେ ପ୍ରାୟ ସମସ୍ତେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି। ଏପରିକିି ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ପୋଷ୍ଟ ଭାଇରାଲ ହେଉଥିବାର ଆପଣମାନେ ସମସ୍ତେ ଜାଣିଥିବେ। କେହି କେହି ଡ୍ୟାନ୍ସ , ଗୀତ ଗାଇ ରାତାରାତି ଷ୍ଟାର ହେଇ ଯାଉଛନ୍ତି। ଆଉ ଆବେ ଆଇପିଏଲ ଚାଲିଥିବାରୁ…

ଆଜି ବି ବୌଦ୍ଧ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ତାତି। ଯାହାରିଫଳରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। ବୁଧବାର ରାଜ୍ୟର ୧୫ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ରାଜ୍ୟରେ ଆଜି ପୁଣିଥରେ ବୌଦ୍ଧ ସହର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ୪୩.୨ ଡିଗ୍ରୀ ତାପମାତ୍ରା ସହ ଆଜି ବି ବୌଦ୍ଧ ସବୁଠୁ…

ରାଜଧାନୀରେ ଅଣାୟତ୍ତ କରୋନା, ଦିନକରେ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ରାଜ୍ୟରେ ଦୈନକ ୬ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ଦିନକରେ ହଜାରେରୁ ଅଧିକ…

ମାର୍କେଟ ବିଲ୍ଡିଂ ସିଲ୍

ଭୁବନେଶ୍ବର: ସିଲ୍‌ ହେଲା ଭୁବନେଶ୍ବର ମାର୍କେଟ ବିଲ୍ଡିଂ। କୋଭିଡ୍ ନିୟମ ଉଲଙ୍ଘନ କାରଣରୁ ସିଲ୍ କଲା ବିଏମ୍‌ସି ଓ କମିସନରେଟ୍ ପୋଲିସ। ୪୮ ଘଣ୍ଟା ପାଇଁ ସିଲ୍ ହେଲା ମାର୍କେଟ ବିଲ୍ଡିଂ। ସପ୍ତାହନ୍ତ ସଟ୍‌ଡାଉନ ପରେ ସୋମବାର ଖୋଲିବ ମାର୍କେଟ ବିଲ୍ଡିଂ।

୧ ଲକ୍ଷ ପୋର୍ଟେବଲ୍ ଅକ୍ସିଜେନ୍…

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି ମହାମାରୀ କରୋନା। ହୁହୁ ବଢ଼ିବାରେ ଲାଗିଛି ସଂକ୍ରମକଙ୍କ ସଂଖ୍ୟା ଯାହା କରୋନାର ଭୟାବହ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ଏଥିସହ ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ଅଭାବ କାରଣରୁ ଶହ ଶହ କରୋନା ଆକ୍ରାନ୍ତ ପ୍ରାଣ ହରାଉଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

କମିଲା କୋଭିସିଲ୍ଡ ଟିକା ଦର

ଭୁବନେଶ୍ବର: କମିଲା କୋଭିସିଲ୍ଡ ଟିକା ଦର। ରାଜ୍ୟ ପାଇଁ କୋଭିସିଲ୍ଡ ଟିକା ଦର କମାଇଲା ସେରମ ଇନଷ୍ଟିଚ୍ୟୁଟ୍। ୧୦୦ ଟଙ୍କା ହ୍ରାସ ନେଇ ସେରମ ସିଇଓ ଆଦର ପୁନାଓ୍ବାଲାଙ୍କ ସୂଚନା। କୋଭିସିଲ୍ଡ ଟିକା ଦର ୩ ଶହ ଟଙ୍କା ଧାର୍ଯ୍ୟ କଲା ସେରମ ଇନଷ୍ଟିଚ୍ୟୁଟ୍। ଏଣିକି ରାଜ୍ୟମାନଙ୍କୁ ୩ ଶହ ଟଙ୍କାରେ କୋଭିସିଲ୍ଡ…

କରୋନା ଦ୍ୱିତୀୟ ଲହରରେ କିପରି ରହିବେ…

ଭୁବନେଶ୍ବର: ଅଣାୟତ୍ତ କଲାଣି ମହମାରୀ କରୋନାର ଦ୍ୱିତୀୟ ଲହର। ହୁହୁ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ବଢୁଥିବା କୋଭିଡ୍ ସଂକ୍ରମଣ ନେଇ ପ୍ରେସମିଟ ଜରିଆରେ ରାଜ୍ୟବାସୀଙ୍କ ସମସ୍ତ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି। କୋଭିଡ୍ ଦ୍ୱିତୀୟ ଲହରରେ କିପରି ସୁରକ୍ଷିତ ରହିବେ…

କୋୱିନ ପୋର୍ଟାଲ ସର୍ଭର ଡାଉନ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ପଞ୍ଜିକରଣ। ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮ ବର୍ଷରୁ ୪୪ ବ୍ୟକ୍ତି ଟିକା ନେବେ। ତେବେ ଟିକାକରଣ କେନ୍ଦ୍ରରେ ହେବାକୁ ଥିବା ଭିଡକୁ ନିୟନ୍ତ୍ରିତ କରିବା ପାଇଁ ସରକାର CoWin ପୋର୍ଟଲରେ ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।  ଆଜି ଅପରାହ୍ନ ୪ ଟା…

କେନ୍ଦୁଝର ସହରାଞ୍ଚଳରେ ୧୪୪ ଧାରା ଲାଗୁ

କେନ୍ଦୁଝର: କାୟା ମେଲାଉଛି ମହାମାରୀ କରୋନା। ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର ସହରାଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ସହରାଞ୍ଚଳ ସଂଲଗ୍ନ ପଞ୍ଚାୟତରେ ମଧ୍ୟ ୧୪୪ ଧାରା ଲାଗୁ କରାଯାଇଛି। ଏଥିସହ ଯେକୌଣସି ସ୍ଥାନରେ ୫ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। ବିବାହ, ଅନ୍ତିମ ସଂସ୍କାରରେ…