Odisha Link
Bridging the Missing Links in Odisha
Daily Archives

May 28, 2021

ଚର୍ଚ୍ଚାରେ କମଲନାଥଙ୍କ ବିବାଦୀୟ ବୟାନ:…

ଭୋପାଲ: ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ବିବାଦୀୟ ବୟାନ ଚର୍ଚ୍ଚାରେ। ସେ ଭାରତକୁ ବଦନାମ କହିବା ସହ ମହାନ ନୁହେଁ ବୋଲି କହିଛନ୍ତି। ଏହି ବୟାନକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ସୂଚନା ମୁତାବକ, ମଧ୍ୟପ୍ରଦେଶର ମହିରାକୁ ଏକ ଧାର୍ମିକ କାର୍ଯ୍ୟକ୍ରମ ପାଇଁ…

ସାପକୁ ଅକ୍ସିଜେନ ଦେଇ ବଞ୍ଚାଇଲେ ଯୁବକ

ମାଲକାନଗିରି: ବିଷଧର ନାଗସାପକୁ ସାପକୁ ଅକ୍ସିଜେନ ଦେଇ ବଞ୍ଚାଇଲେ ଜୀବନ। ଅଚେତ ନାଗସାପକୁ ଅକ୍ସିଜେନ୍‌ ଫୁଙ୍କି ବଞ୍ଚାଇଛନ୍ତି ଜଣେ ଯୁବକ। ଏ କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ଏ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ଭୁବନେଶ୍ୱର ଷ୍ଟେସନ ଯାତ୍ରୀ ସହାୟକଙ୍କୁ…

ଭୁବନେଶ୍ୱର: ଓଡ଼ିଆ ଅଭିନେତ୍ରୀ ତଥା ସାମାଜିକ କର୍ମୀ ବର୍ଷା ପ୍ରିୟଦର୍ଶିନୀ ଗତ କିଛି ସପ୍ତାହ ମଧ୍ୟରେ ସୋସିଆଲ ମିଡିଆ ପୃଷ୍ଠାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଉପଯୁକ୍ତ କୋଭିଡ୍ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ଅନୁରୋଧ କରୁଛନ୍ତି। ଏଥିସହ ସେ ଭୁବନେଶ୍ୱର ଏବଂ କଟକ ମଧ୍ୟରେ ତାଙ୍କର ସମାଜ…

ଜୁନ୍ ପହିଲାରୁ ଖୋଲିବ କଲେଜ ଓ…

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସାମନ୍ୟ ହ୍ରାସ ପାଇବାରେ ଲାଗିଛି। ଏହାରି ମଧ୍ୟରେ ସରିଛି ଖରାଦିନ ଛୁଟି। ଜୁନ୍ ପହିଲାରୁ ବିଶ୍ୱବିଦ୍ୟାଳୟ ଓ କଲେଜ ଖୋଲିବାକୁ ଯାଉଛି। ତେବେ ମେ’ ୩୧ ତାରିଖ ଯାଏ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖରାଦିନ ଛୁଟି ଘୋଷଣା କରାଯାଇଥିଲା। ଏନେଇ ସମସ୍ତ କୁଳପତି ଓ କଲେଜ…

ବିଦେଶକୁ ବିମାନ ଉଡ଼ାଣ କଟକଣା ଅବଧି…

ନୂଆଦିଲ୍ଲୀ: ପୁଣି ବିଦେଶକୁ ବିମାନ ଉଡ଼ାଣ କଟକଣା ଅବଧି ବୃଦ୍ଧି କରିଛନ୍ତି ଭାରତ ସରକାର। ପୂର୍ବଭଳି ଜୁନ୍‌ ମାସରେ ମଧ୍ୟ ବିଦେଶୀକୁ ଯାତ୍ରୀବାହୀ ବିମାନ ଉଡ଼ି ପାରିବ ନାହିଁ। ମହାମାରୀ କରୋନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଦେଶକୁ ବିମାନ ଉଡ଼ାଣ ଉପରେ ଲାଗିଥିବା କଟକଣାକୁ ଜୁନ୍‌ ୩୦ ଯାଏ ବୃଦ୍ଧି…

ଭୁବନେଶ୍ୱରରୁ ଆଜି ୭୪୭ ନୂଆ ପଜିଟିଭ…

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହାର ସାମାନ୍ୟ ହ୍ରାସ ପାଇଥିବା ବେଳେ ଭୁବନେଶ୍ୱରରୁ ଆଜି ୭୪୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୬୨୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୯୯୫ ଜଣ ସୁସ୍ଥ ହୋଇଛନ୍ତି। ଏନେଇ…

ଶୁଭେନ୍ଦୁଙ୍କୁ ନିମନ୍ତ୍ରଣ ନେଇ ରାଗିଲେ…

କୋଲକାତା: ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳ ଅଧଘଣ୍ଟା ଅପେକ୍ଷା କରାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମିଟିଂ ଶେଷ ଆଡକୁ ଦିଦି ଆସି କିଛି କାଗଜଡପତ୍ର ଦେଇ ଚାଲିଗଲେ। ବାତ୍ୟା ୟାସରେ ପ୍ରଭାବିତ କ୍ଷୟକ୍ଷତି ସମୀକ୍ଷା କରିବାକୁ ସକାଳେ ଓଡ଼ିଶା ପରେ ପଶ୍ଚିମବଙ୍ଗ ଯାଇଥିଲେ ପ୍ରଧାନମନ୍ତ୍ରୀ…

୨୦୨୧ ସୁଦ୍ଧା ସମସ୍ତେ କରୋନା ଟିକା ନେଇ…

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ସମସ୍ତେ କରୋନା ଟିକା ନେଇ ସାରିଥିବେ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାୱଡେକର। କରୋନା ଟିକାକକରଣର ମନ୍ଥରତାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଏକ ଟ୍ୱିଟ୍‌ର ଜାବାବ ଦେଇ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ।…

ସ୍ତ୍ରୀକୁ ଦ୍ୱିତୀୟ ପ୍ରେମିକ ସହ ବିବାହ…

ପାଟନା: ପ୍ରେମର କୌଣସି ବୟସସୀମା ନାହିଁ। କେତେବେଳେ କାହାକୁ ପ୍ରେମ ହୋଇଯିବ ସେକଥା କହିହେବ ନାହିଁ। ଲଭ୍ ମ୍ୟାରେଜ୍ କରି ଆଉ କାହାକୁ ପ୍ରେମ କରି ବସିଲେ ସ୍ତ୍ରୀ। ବିବାହ ପରେ ଗୋଟିଏ ଝିଅର ମାଆ ହୋଇ ବି ମହିଳାଙ୍କୁ ପ୍ରେମ ହୋଇଗଲା। ସ୍ୱାମୀ ଏକଥା ଜାଣିବା ପରେ ନିଜ ପତ୍ନୀଙ୍କୁ ତାଙ୍କ ପ୍ରେମିକ ସହ ବିବାହ…

୧୦୦ ମିଟରରୁ ଅଧିକ ଲମ୍ବା ଲାଇନ ହେଲେ ଟୋଲ…

ନୂଆଦିଲ୍ଲୀ: ଏଣିକି ଟୋଲ ଗେଟରେ ଆଉ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବନାହିଁ। ମାତ୍ର ୧୦ ସେକେଣ୍ଡରେ ଗାଡ଼ିଗୁଡିକ ପାର ହେବେ ଟୋଲ ଗେଟ୍। ନ୍ୟାସନାଲ ହାଇୱେ ଅଫ୍ ଇଣ୍ଡିଆ (ଏନଏଚଆଇ) ପକ୍ଷରୁ ଏନେଇ ଜାରି ହୋଇଛି ନୂଆ ନିର୍ଦ୍ଦେଶ। ସୂଚନା ଅନୁଯାୟୀ ଟୋଲ ପ୍ଲାଜାରେ ଏବେ ଗାଡ଼ିଗୁଡିକୁ ୧୦ ସେକେଣ୍ଡରୁ ଅଧିକ…