Odisha Link
Bridging the Missing Links in Odisha

ଆପଲ୍‌ ସର୍ଭିସ ସେଣ୍ଟରରୁ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ପୋଷ୍ଟ, ମଲ୍ଟି ମିଲିୟନ ଡଲାରର କ୍ଷତିପୂରଣ

ନୋଏଡା: ବିଶ୍ୱର ସବୁଠାରୁ ଦାମୀ ମୋବାଇଲ୍‌ କମ୍ପାନୀ ଆପଲର ଅବେହଳା ସାମ୍ନାକୁ ଆସିଛି। ଜଣେ ଛାତ୍ରୀ ତାଙ୍କ ଫୋନକୁ ମରାମତି ପାଇଁ କମ୍ପାନୀକୁ ପଠାଇଥିଲେ। ହେଲେ ଆଇଫୋନ ସର୍ଭିସ ସେଣ୍ଟରରୁ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ ହୋଇଥିଲା।

ଏଥିପାଇଁ ଛାତ୍ରୀଙ୍କୁ ମଲ୍ଟି ମିଲିୟନ ଡଲାରର କ୍ଷତିପୂରଣ ଦେଇଛି ଆପଲ। ପେଗାଟ୍ରୋନ ଦ୍ୱାରା ପରିଚାଳିତ କାର୍ଲିଫର୍ଣ୍ଣିଆ ଠାରେ ଥିବା ମରାମତି କେନ୍ଦ୍ରର ଦୁଇ ଜଣ ଟେକ୍ନିସିଆନ ଏଭଳି କରିଥିବା ନେଇ ଜଣାପଡ଼ିଛି।

Leave A Reply

Your email address will not be published.