Odisha Link
Bridging the Missing Links in Odisha
Monthly Archives

June 2021

କାଳିଆ ଯୋଜନା ମୋର ସବୁଠାରୁ ପ୍ରିୟ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ପରିବାର ମାନଙ୍କୁ ୩୮୬ କୋଟି ଟଙ୍କାର ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ବାରା ୧୮ ଲକ୍ଷ ଭୂମିହୀନ କୃଷକ ପରିବାର ଉପକାର ପାଇବେ। ଏଥିରେ ପ୍ରତ୍ଯେକ ଭୂମିହୀନ ଚାଷୀ କାଳିଆ ଯୋଜନାର…

କରୋନା କାଳରେ ମହଙ୍ଗା ହେଲା ଅମୁଲ କ୍ଷୀର,…

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣରେ ହନ୍ତସନ୍ତ ହେଉଛନ୍ତି ଦେଶବାସୀ। ମହାମାରୀ ସମୟରେ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଦେଶବାସୀ। ଏସବୁ ମଧ୍ୟରେ ଲୋକଙ୍କୁ ଲାଗିଛି ଆଉ ଏକ ଝଟକା। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଏବେ ଅନ୍ୟଦ୍ରବ୍ୟ ଗୁଡ଼ିକରେ…

୧୦୮ ସହ ମିଶିଲା ୧୦୨ ଆମ୍ବୁଲାନ୍ସ ସେବା

ଭୁବନେଶ୍ୱର: ଏଣିକି ଆମ୍ବୁଲାନ୍ସ ସେବା ପାଇଁ କେବଳ ୧୦୮ ନମ୍ବର। ୧୦୮ ସହ ମିଶିଲା ୧୦୨ ଆମ୍ବୁଲାନ୍ସ ସେବା। ପୂର୍ବରୁ ଗର୍ଭବତୀ ଏବଂ ନବଜାତକ ଶିଶୁ ମାନଙ୍କ ପାଇଁ ଉପଲବ୍ଧ ଥିବା ୧୦୨ ଆମ୍ବୁଲାନ୍ସ ସେବାକୁ ୧୦୮ ନମ୍ବର ସହ ମିଶ୍ରଣ କରାଯାଇଛି। ଏହା ଦ୍ୱାରା ରାଜ୍ୟରେ ପ୍ରତ୍ୟେକ ଗର୍ଭବତୀ ଏବଂ ଛୋଟ ଶିଶୁଙ୍କର…

ଆଶିଂକ ଲକ୍‌ଡାଉନରେ ବଦଳିଲା ନାଇଟ୍…

ଭୁବନେଶ୍ବର: ରାଜ୍ୟରେ ଜୁଲାଇ ୧୬ ଯାଏଁ ଆଶିଂକ ଲକ୍‌ଡାଉନ। ଆଶିଂକ ଲକ୍‌ଡାଉନ ନେଇ ଘୋଷଣା କଲେ ମୁଖ୍ୟ ଶାସନ ସଚିବ। ମୁଖ୍ୟ ଶାସନ ସଚିବ କହିଛନ୍ତି, ଆଂଶିକ ଲକ୍‌ଡାଉନକୁ ଲୋକେ ପାଳନ କରିଛନ୍ତି। ସଂକ୍ରମଣ କମିଥିବାରୁ କାଟେଗୋରୀ Aକୁ ଆଉ ୩ ଜିଲ୍ଲା ଉନ୍ନୀତ ହୋଇଛି। ଏହି ୩ଟି ଜିଲ୍ଲା ହେଲା ଢେଙ୍କାନାଳ,…

ଆଶିଂକ ଲକ୍‌ଡାଉନରେ କଣ ଖୋଲିବ, କଣ ବନ୍ଦ…

ଭୁବନେଶ୍ବର: ରାଜ୍ୟରେ ଜୁଲାଇ ୧୬ ଯାଏଁ ଆଶିଂକ ଲକ୍‌ଡାଉନ। ଆଶିଂକ ଲକ୍‌ଡାଉନ ନେଇ ଘୋଷଣା କଲେ ମୁଖ୍ୟ ଶାସନ ସଚିବ। ମୁଖ୍ୟ ଶାସନ ସଚିବ କହିଛନ୍ତି, ଆଂଶିକ ଲକ୍‌ଡାଉନକୁ ଲୋକେ ପାଳନ କରିଛନ୍ତି। ସଂକ୍ରମଣ କମିଥିବାରୁ କାଟେଗୋରୀ Aକୁ ଆଉ ୩ ଜିଲ୍ଲା ଉନ୍ନୀତ ହୋଇଛି। ଏହି ୩ଟି ଜିଲ୍ଲା ହେଲା ଢେଙ୍କାନାଳ,…

ଜୁଲାଇ ୧୬ ଯାଏଁ ଆଶିଂକ ଲକ୍‌ଡାଉନ

ଭୁବନେଶ୍ବର: ରାଜ୍ୟରେ ଜୁଲାଇ ୧୬ ଯାଏଁ ଆଶିଂକ ଲକ୍‌ଡାଉନ। ଆଶିଂକ ଲକ୍‌ଡାଉନ ନେଇ ଘୋଷଣା କଲେ ମୁଖ୍ୟ ଶାସନ ସଚିବ। ମୁଖ୍ୟ ଶାସନ ସଚିବ କହିଛନ୍ତି, ଆଂଶିକ ଲକ୍‌ଡାଉନକୁ ଲୋକେ ପାଳନ କରିଛନ୍ତି। ସଂକ୍ରମଣ କମିଥିବାରୁ କାଟେଗୋରୀ Aକୁ ଆଉ ୩ ଜିଲ୍ଲା ଉନ୍ନୀତ ହୋଇଛି। ଏହି ୩ଟି ଜିଲ୍ଲା ହେଲା ଢେଙ୍କାନାଳ,…

ଗର୍ଭବତୀଙ୍କୁ କୋଭିଡ଼ ଟିକା ପାଇଁ…

ନୂଆଦିଲ୍ଲୀ: ଦେଶରେ ଗର୍ଭବତୀଙ୍କୁ କରୋନା ଟିକା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମାର୍ଗଦର୍ଶିକା ଜାରି କରିଛନ୍ତି। ଗର୍ଭଧାରଣ କଲେ ସଂକ୍ରମଣ ହେବାର ବିପଦ ବଢିନଥାଏ ବୋଲି କୁହାଯାଇଛି। ସେହିପରି ଲକ୍ଷଣ ଥିବା ସଂକ୍ରମିତ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଏବଂ ମୃତ୍ୟୁର ଆଶଙ୍କା ଅଧିକ ରହିଛି।…

ଦୂତୀ ଚାନ୍ଦଙ୍କୁ ମିଳିଲା ଟୋକିଓ…

ନୂଆଦିଲ୍ଲୀ: ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ମିଳିଲା ଟୋକିଓ ଅଲିମ୍ପିକ୍ସ ଟିକେଟ। ୱାର୍ଲ୍ଡ ରାଙ୍କିଂ ଆଧାରରେ ଚୟନ ହେଲେ ଦୂତୀ ଚାନ୍ଦ। ମହିଳା ୧୦୦ ଓ ୨୦୦ ମିଟର ଦୌଡ଼ ବର୍ଗରେ ଦୂତୀ ଯୋଗ୍ୟତା ଅଜର୍ନ କରିଛନ୍ତି ଫଳରେ ତାଙ୍କୁ ଅଲିମ୍ପିକ ପାଇଁ ଟିକେଟ୍ ମିଳିଛି। ଅର୍ଜୁନ ପୁରସ୍କାର ବିଜେତା ଦୂତୀ ଚାନ୍ଦ…

ଅନ୍ତର୍ଜାତୀୟ ବିମାନ ଉଡ଼ାଣ ନେଇ ବଢ଼ିଲା…

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣାକୁ ପୁଣି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। କରୋନା ଯୋଗୁଁ ଉଭୟ ଭାରତକୁ ଓ ଭାରତରୁ ଉଡ଼ାଣ ଉପରେ କଟକଣା ଲାଗିଛି। ମାତ୍ର କାର୍ଗୋ ଅପରେସନ ଓ ସ୍ପେଶାଲ ଉଡ଼ାଣ ନେଇ କୌଣସି କଟକଣା…

OAS ସ୍ତରରେ ବଡ଼ଧରଣର ଅଦଳବଦଳ

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ୮ ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି। ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଇଏସଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ରାଜସ୍ୱ ପର୍ଷଦର ଅତିରିକ୍ତ ସଚିବ ନିହାର ରଞ୍ଜନ…