Odisha Link
Bridging the Missing Links in Odisha
Daily Archives

June 7, 2021

ସ୍ପିଡପୋଷ୍ଟରେ ହେବ ଅସ୍ଥି ବିସର୍ଜନ,…

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀରେ ମୃତ୍ୟୁ ସଂଖ୍ୟା ଦୀନକୁ ଦିନ ବଢ଼ୁଛି। କୋଭିଡ୍ରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ପରିଜନ ସଂକ୍ରମଣ କାରଣରୁ ମୃତ ଦେହକୁ ଛୁଇଁବାକୁ ବି ଆସୁନାହାନ୍ତି। ଏଭଳି ସ୍ଥିତିରେ ଡାକ ବିଭାଗ କୋଭିଡ୍ରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କିୟଙ୍କ ପାଇଁ ଏକ ନୂତନ ଧରଣର…

ମହାକାଶକୁ ଯିବେ ଆମାଜନର ପ୍ରତିଷ୍ଠାତା…

ନୂଆଦିଲ୍ଲୀ: ମହାକାଶକୁ ଯିବେ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ। ଆସନ୍ତା ଜୁଲାଇ ୨୦ ତାରିଖରେ ସେ ମହାକାଶ ଯାତ୍ରା କରିବେ ବୋଲି ସୂଚନା ଦେଇଛନ୍ତି। ଜେଫ୍ ବେଜୋସ ପ୍ରଥମ ଅରବପତି ଭାବେ ମହାକାଶ ଯାତ୍ରା କରିବେ।…

ଭାରତର ଏମଏସଏମଇ କ୍ଷେତ୍ର ପାଇଁ ୫୦ କୋଟି…

ନୂଆଦିଲ୍ଲୀ: କରୋନା ମହମାରୀ କାରଣରୁ ଦେଶର ଏମଏସଏମଇ ସେକ୍ଟର ବିଶେଷ ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଭାରତର ଏମଏସଏମଇ କ୍ଷେତ୍ରକୁ ବୃଦ୍ଧି କରିବା ପାଇଁ ବିଶ୍ୱ ବ୍ୟାଙ୍କ ୫୦୦ ମିଲିୟନ ଡଲାର ପ୍ରୋଗ୍ରାମକୁ ଅନୁମୋଦନ କରିଛି। ଏହି କାର୍ଯ୍ୟକ୍ରମ ଦ୍ୱାରା ୫ ଲକ୍ଷ ୫୦ ହଜାର ଏମଏସଏମଇର…

ଭାରତ-ଶ୍ରୀଲଙ୍କା ସିରିଜ୍‌ ତାରିଖ ଘୋଷଣା

ନୂଆଦିଲ୍ଲୀ: ଜୁଲାଇ ୧୩ରୁ ଭାରତ-ଶ୍ରୀଲଙ୍କା ସିରିଜ୍‌ ଖେଳାଯିବ ୟ। ଆଇପିଏଲ୍ ପୂର୍ବରୁ ଖେଳାଳିଙ୍କୁ ପ୍ରସ୍ତୁତ ରଖିବା ପାଇଁ ଏହି ସିରିଜ୍ କରାଯାଉଛି। ଭାରତୀୟ ଟିମ ଶ୍ରୀଲଙ୍କା ବିପକ୍ଷରେ ୩ଟି ଦିନିକିଆ, ୩ଟି ଟି-୨୦ ମ୍ୟାଚ ଖେଳିବ। ସିରିଜର ଅନ୍ତିମ ମ୍ୟାଚ୍ ଜୁଲାଇ ୨୫ ତାରିଖରେ ଖେଳାଯିବ। ଏନେଇ ସୋନି…

ରାଜଧାନୀରେ ୫ଶହ ତଳକୁ ଖସିଲା…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣ ହାର କମୁଛି। ଆଜି ୫ଶହ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ଚିହ୍ନଟ ହୋଇଛନ୍ତି ୪୨୪ କରୋନା ଆକ୍ରାନ୍ତ। କ୍ୱାରାଣ୍ଟାଇନ ସେଣ୍ଟରୁ ୫୫ ଜଣ ଚିହ୍ନଟ ହୋଇଥିବା ବେଳେ ୩୬୯ ଲୋକାଲ କେସ ଚିହ୍ନଟ ହୋଇଛନ୍ତି। ସେହିପରି ୧୨୯୫ କରୋନା ଆକ୍ରାନ୍ତ ସୁସ୍ଥ…

ବାଲ୍ୟ ବିବାହ ଅଟକାଇ ଶିଶୁ କନ୍ୟାକୁ…

ଯାଜପୁର: ଯାଜପୁରରେ ଦିନକୁ ଦିନ ବାଲ୍ୟ ବିବାହ ଘଟଣା ସାମ୍ନାକୁ ଆସୁଛି। ଗତକାଲି କାଲିଆପାଣି ଥାନା ଅଞ୍ଚଳରେ ବାଲ୍ୟ ବିବାହ ରୋକା ଯାଇଥିବା ବେଳେ ପୁନର୍ବାର ଆଜି ଆଉ ଏକ ବାଲ୍ୟ ବିବାହକୁ ବନ୍ଦ କରି ଶିଶୁ କନ୍ୟାକୁ ଉଦ୍ଧାର କରିଛି ଯାଜପୁର ଚାଇଲ୍ଡଲାଇନ। ଯାଜପୁର ସଦର ଥାନା ଅଡଙ୍ଗ ପୁରଷୋତ୍ତମପୁର…

ଏବେ କମିବନି ତୈଳ ଦର: ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦର ଦିନକୁ ଦିନ ହୁହୁ ବଢିବାରେ ଲାଗିଛି। ପେଟ୍ରୋଲ୍ ଦର ଅନେକ ସହରରେ ଲିଟର ପିଛା ପ୍ରତି ୧୦୦ ଟଙ୍କା ଟଙ୍କାରେ ପହଞ୍ଚିଛି। ତୈଳ ବିପଣନକାରୀ କମ୍ପାନୀ ପ୍ରତିଦିନ ଦର ବୃଦ୍ଧି କରୁଛନ୍ତି। ଏଏହି ସବୁ ମଧ୍ୟରେ ଦେଶର ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ…

ସୋଆକୁ ଜାତୀୟ ସ୍ତରୀୟ ସ୍ୱଚ୍ଛତା…

ଭୁବନେଶ୍ୱର: ସ୍ୱଚ୍ଛତା ଆକ୍ସନ୍ ପ୍ଲାନ୍ କାର୍ଯ୍ୟକ୍ରମରେ ଉତମ ପାରଦର୍ଶିତା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଖୋର୍ଦ୍ଧା ଜିଲ୍ଲା ନିମନ୍ତେ “ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ଗ୍ରୀନ୍ ଚାମ୍ପିଅନ୍‌” ପୁରସ୍କାର ପାଇଁ ଚୟନ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ମହାତ୍ମା ଗାନ୍ଧି ନ୍ୟାସ୍‌ନାଲ୍…

ଆପଲ୍‌ ସର୍ଭିସ ସେଣ୍ଟରରୁ ଛାତ୍ରୀଙ୍କ…

ନୋଏଡା: ବିଶ୍ୱର ସବୁଠାରୁ ଦାମୀ ମୋବାଇଲ୍‌ କମ୍ପାନୀ ଆପଲର ଅବେହଳା ସାମ୍ନାକୁ ଆସିଛି। ଜଣେ ଛାତ୍ରୀ ତାଙ୍କ ଫୋନକୁ ମରାମତି ପାଇଁ କମ୍ପାନୀକୁ ପଠାଇଥିଲେ। ହେଲେ ଆଇଫୋନ ସର୍ଭିସ ସେଣ୍ଟରରୁ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ ହୋଇଥିଲା। ଏଥିପାଇଁ ଛାତ୍ରୀଙ୍କୁ ମଲ୍ଟି ମିଲିୟନ ଡଲାରର…

ନଭେମ୍ବର ଯାଏ ମାଗଣା ରାସନ ନେଇ…

ନୂଆନିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଦେଶବାସୀଙ୍କୁ ମାଗଣା ଟୀକା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହ ମାଗଣା ରାସନ ମଧ୍ୟ ଘୋଷଣା କରିଛନ୍ତି। କରୋନା ପାଇଁ ଜୀବିକା ବିପନ୍ନ ହୋଇଥିବାରୁ ନଭେମ୍ବର ମାସ ଯାଏ ମାଗଣା ରାସନ ଦିଆଯିବାକୁ ଘୋଷଣା…