Odisha Link
Bridging the Missing Links in Odisha
Daily Archives

June 7, 2021

ଦେଶବାସୀଙ୍କୁ ମାଗଣା ଟିକା ନେଇ…

ନୂଆନିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ମୋଦି କହିଛନ୍ତି ଯେ, କରୋନାର ୨ୟ ଲହରରେ ଆମର ଲଢ଼େଇ ଜାରି ରହିଛି। ଏଥିସହ ଦେଶବାସୀଙ୍କୁ ମାଗଣା ଟିକା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ୨୧ ଜୁନରୁ ମାଗଣା ଟିକା ପ୍ରଦାନ କରାଯିବ। ୧୮ ବର୍ଷରୁ ଅଧିକ ଲୋକଙ୍କୁ…

ବିଗତ ଶହେ ବର୍ଷ ମଧ୍ୟରେ ଏହା ସବୁଠୁ ବଡ଼…

ନୂଆନିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ମୋଦି କହିଛନ୍ତି ଯେ, କରୋନାର ୨ୟ ଲହରରେ ଆମର ଲଢ଼େଇ ଜାରି ରହିଛି। ଅନେକ ନିଜର ପରିଜନ, ପରିଚିତଙ୍କୁ ହରାଇଛନ୍ତି, ମୁଁ ସେମାନଙ୍କ ସହ ଅଛି। ବିଗତ ଶହେ ବର୍ଷ ମଧ୍ୟରେ ଏହା ସବୁଠୁ ବଡ଼ ମହାମାରୀ। ଆମେ ପୂର୍ବରୁ ଏଭଳି…

ଦିଲ୍ଲୀ ରେଳ ଷ୍ଟେସନରେ ସ୍ମାର୍ଟ…

ନୂଆଦିଲ୍ଲୀ: ରେଳ ଷ୍ଟେସନରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଦିଲ୍ଲୀ ସରକାର ସ୍ୱୟଂଚାଳିତ ଡଷ୍ଟବିନ ଲଗାଇବାକୁ ଯୋଜନା କରିଛନ୍ତି। ଏହି ଯୋଜନା ଅନୁଯାୟୀ, ଡଷ୍ଟବିନରେ ୭୫ ପ୍ରତିଶତ ଆବର୍ଜନା ଭର୍ତ୍ତି ହୋଇଗଲେ ଷ୍ଟେସନ ମାଷ୍ଟରଙ୍କ ମୋବାଇଲକୁ ମେସେଜ ପହଞ୍ଚିବ। ଏବେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଏହାର ପରୀକ୍ଷା…

କଟକରୁ ୧ କୋଟିର ବ୍ରାଉନସୁଗାର ଜବତ

କଟକ: କମିସନରେଟ୍ ପୁଲିସକୁ ବଡ ସଫଳତା। କଟକ ମଧୁସୂଦନ ସେତୁ ନିକଟରୁ ୧.୩୮ କେଜିର ବ୍ରାଉନସୁଗାର ଜବତ ହୋଇଛି। ଏହି ମାମଲାରେ ପୁଲିସ ୩ଜଣଙ୍କୁ ଗିରଫ କରିଛି। ଗିରଫ ସମୟରେ ପୁଲିସ ଗୋଟିଏ ବାଇକ୍, ଗୋଟିଏ କାର୍ ଏବଂ ୪ଟି ମୋବାଇଲ୍ ଜବତ କରିଛି। ସୂଚନା ମୁତାବକ, ୩ ଅଭିଯୁକ୍ତ କୋଲକାତାରୁ ବ୍ରାଉନସୁଗାର ଆଣି…

ଡଲାର ତୁଳନାରେ ବଢୁଛି ଟଙ୍କାର ମୂଲ୍ୟ

ମୁମ୍ବାଇ: ଡଲାର ତୁଳନାରେ ବଢୁଛି ଟଙ୍କାର ମୂଲ୍ୟ। ଘରୋଇ ସେୟାର ବଜାରରେ ପଜିଟିଭ୍ ଟ୍ରେଣ୍ଡ୍ ଓ ଅଶୋଧିତ ତୈଳ ମୂଲ୍ୟ ହ୍ରାସ କାରଣରୁ ସୋମବାର ଦିନ ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୨ ପଇସା ମଜବୁତ ହୋଇଛି। ଡଲାର ତୁଳନାରେ ଟଙ୍କାରେ ୧୨ ପଇସା ବୃଦ୍ଧି ହୋଇ ୭୨.୮୭ରେ ପହଞ୍ଚିଛି। ଏହା ଘରୋଇ ବଜାରରେ…

କରୋନା ଔଷଧ ସେବନ ନେଇ ନୂଆ ଗାଇଡଲାଇନ

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ବ୍ୟବହୃତ ଔଷଧକୁ ନେଇ ନୂଆ ଗାଇଡଲାଇନ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଡାଇରେକ୍ଟାେରେଟ୍ ଜେନେରାଲ୍ ଅଫ୍ ହେଲଥ ସର୍ଭିସେସ୍‌ (ଡିଜିଏଚଏସ୍) ଏହି ନୂଆ ଗାଇଡଲାଇନ ଜାରି କରିଛନ୍ତି। ସାମାନ୍ୟ ଲକ୍ଷଣ ବା ଲକ୍ଷଣ ନ ଥିବା କରୋନା ରୋଗୀଙ୍କୁ…

ଦୁଇଦିନ ଧରି ବିଧବା ମହିଳାଙ୍କୁ…

ବଡ଼ବିଲ: ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ। ପରିବା ବିକ୍ରି କରି ଘରକୁ ଫେରୁଥିବା ସମୟରେ ମହିଳାଙ୍କୁ ଜଣେ ନାବାଳକ ସମେତ ୩ ଜଣ ମିଶି ଗଣବଳତ୍କାର କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଅଭିଯୋଗ ମୁତାବକ, ଗତ ଗୁରୁବାର ଏହି ମହିଳା ଜଣଙ୍କ…

ଦ୍ୱାଦଶ ମାର୍କ ଅପଲୋଡ ପାଇଁ ସିବିଏସଇର…

ନୂଆଦିଲ୍ଲୀ: ଦ୍ୱାଦଶ ମାର୍କ ଅପଲୋଡ ପାଇଁ ସିବିଏସଇ ପକ୍ଷରୁ ସବୁ ସ୍କୁଲକୁ ନିର୍ଦ୍ଦେଶ। କରୋନା କାରଣରୁ କିଛି ସ୍କୁଲ ପ୍ରାକ୍ଟିକାଲ/ଇଣ୍ଟରନାଲ ଆସେସମେଣ୍ଟ କରିନାହାନ୍ତି। ଯେଉଁମାନେ କରିପାରିନଥିବେ ତୁରନ୍ତ ଅନଲାଇନରେ କରାଇବାକୁ ସିବିଏସଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନଲାଇନରେ ଆସେସମେଣ୍ଟ କରି ଜୁନ…

ଆୟୁଷ୍ମାନ ଭାରତ: ୪ ବର୍ଷରେ ଖର୍ଚ୍ଚ…

ନୂଆଦିଲ୍ଲୀ: ଗୋଟିଏ ପଟେ କୋଭିଡ୍‌ ଦ୍ବିତୀୟ ଲହଡ଼ିରେ ଭାରତୀୟ ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର ସବୁ ସାମନାକୁ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ପ୍ରଚାରିତ ଯୋଜନା ଆୟୁଷ୍ମାନ ଭାରତ (ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା) ବାବଦରେ ଆସିଛି ସାଂଘାତିକ ତଥ୍ୟ। ସୂଚନା ଅଧିକାର ଆଇନ…

ବଢ଼ୁଛି ତୈଳ ଦର, ବିଜେଡି-ବିଜେପି କଳି

ଭୁବନେଶ୍ବର: ଦିନକୁ ଦିନ ବଢ଼ିବାରେ ଲାଗିଛି ତୈଳ ଦର। ଯାହାର ପ୍ରଭାବ ଦେଶବାସୀଙ୍କ ପକେଟ ଉପରେ ପକାଉଛି। କେବଳ ତୈଳ ଦର ନୁହେଁ ଅନାନ୍ୟ ଖାଦ୍ୟ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏସବୁ ମଧ୍ୟରେ ବିଜେଡି ନେତା ସଞ୍ଜୟ ଦାସବର୍ମା କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ସରକାର…