Odisha Link
Bridging the Missing Links in Odisha
Daily Archives

July 10, 2021

ନବ ଯୌବନ ଦର୍ଶନରେ ଭାବ ବିହ୍ଵଳ ହୋଇ…

ପୁରୀ: ସେ ତ ଭକ୍ତର ଦୁଃଖ ସଦାବେଳେ ବୁଝେ, ହେଲେ ଯେତେବେଳେ ନିଜେ ଅସୁବିଧାରେ ପଡେ ଭକ୍ତ ଖୋଜି ବୁଲେ କୁଆଡେ ଗଲେ ମୋ ମହାପ୍ରଭୁ, ସୁସ୍ଥ ହେବେ କେବେ, କେବେ ଦେଖା ମିଳିବ ନବ ଯୌବନ ଦର୍ଶନ। ଏହି ଭିତରେ ଗତକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ସମୟରେ ଶ୍ରୀମନ୍ଦିରରେ ଭାବବିହ୍ବଳ ପରିବେଶ ସୃଷ୍ଟି କରିଛି।…

ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ…

ଭୁବନେଶ୍ୱର: ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ କଲେ ଶିଳ୍ପୀ ସୁବଳ ମହାରଣା। ମାତ୍ର ଦେଢ଼ ସେଣ୍ଟିମିଟର ଉଚ୍ଚତାର ରଥ ନିର୍ମାଣ କରି ରେକର୍ଡ କରିଛନ୍ତି ସୁବଳ। ଦେଢ଼ ସେଣ୍ଟିମିଟର ଉଚ୍ଚତା ଥିବା ରଥର ଚଉଡା ୧.୪ ସେଣ୍ଟିମିଟର ରହିଛି। ନିମ୍ବ, ବେଲ, ତୁଳସୀ, ଗୁଆ କାଠରେ ଏହାର ନିର୍ମାଣ କରାଯାଇଛି।…

କୋଚଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ

ଚେନ୍ନାଇ: କୋଚଙ୍କ ନାମରେ ଯୌନ ଶୋଷଣର ଅଭିଯୋଗ। ଜଣେ ଆନ୍ତର୍ଜାତୀୟ ସ୍ତରର ଆଥଲେଟଙ୍କ ସମେତ ୭ଜଣ ମହିଳା ଖେଳାଳି ତାମିଲନାଡୁର କୋଚ୍ ପି ନାଗରାଜନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଛନ୍ତି। ସମସ୍ତ ଅଭିଯୋଗକାରୀ ୫୯ ବର୍ଷୀୟ ନାଗରାଜନଙ୍କ ଅଧୀନରେ ଜୁନିୟର ଭାବରେ ତାଲିମ ନେଇଥିଲେ। ଖେଳାଳିମାନେ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୧୨୦ କରୋନା…

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର କମୁଥିବା ବେଳେ ସୁସ୍ଥ ହାର ବଢ଼ିବାରେ ଲାଗିଛି। ଆଜି କରୋନା ସଂକ୍ରମଣରୁ ୩୧୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ କଟକ ଜିଲ୍ଲାରୁ ୫୯୫ ଜଣ ଅଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଏଥିସହି…

କୋଭାକ୍ସିନକୁ ମିଳିପାରେ ହୁ’ର…

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ଭାରତୀୟ କୋଭିଡ ଟିକା କୋଭାକ୍ସିନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ ଜରୁରୀକାଳୀନ ବ୍ୟବହାର ଅନୁମତି ମିଳିବାର ସମ୍ଭାବନା ରହିଛି। ଏ ନେଇ ସଂକେତ ଦେଇଛନ୍ତି ଡବ୍ଲୁଏଚଓ ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ। ସେ କହିଛନ୍ତି ଯେ, ଏବେ…

ରାଜଧାନୀରୁ ୩୧୪ କରୋନା ଆକ୍ରାନ୍ତ…

ଭୁବନେଶ୍ବର: ଭୁବନେଶ୍ବରରେ କରୋନା ସଂକ୍ରମଣ ହାର ଧିରେ ଧିରେ କମୁଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ୩୧୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନରୁ ୬୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି…

ଆଇପିଏସ୍‌ ଅଫସିରଙ୍କ ବିରୋଧରେ ଦେଶଦ୍ରୋହ…

ରାୟପୁର: ଆଇପିଏସ୍‌ ଅଫିସରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ। ଏପରି ଘଟଣା ଛତିଶଗଡ଼ରେ ଦେଖିବାକୁ ମିଳିଛି। ଘଟିଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଚଳିତ ସପ୍ତାହରେ ନିଲମ୍ବିତ ହୋଇଥିବା ଆଇପିଏସ୍‌ ଜିପି ସିଂହଙ୍କ ବିରୋଧରେ ଛତିଶଗଡ଼ ପୁଲିସ୍‌ ଦେଶଦ୍ରୋହ ମାମଲା ରୁଜୁ କରିଛି। ନିଲମ୍ବିତ ହେବା…

କ୍ଷୀର ଦାମ୍‌ ବଢ଼ାଇଲା ମଦର ଡାଏରୀ

ନୂଆଦିଲ୍ଲୀ: ଅମୁଲ କମ୍ପାନୀ ପରେ ଏବେ କ୍ଷୀର କ୍ଷୀର ଦାମ୍‌ ବଢ଼ାଇଲା ମଦର ଡାଏରୀ। ଅମୁଲ କମ୍ପାନୀ କ୍ଷୀର ପ୍ୟାକେଟର ଦାମ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବା ପରେ ଏବେ ମଦର ଡାଏରୀ ମଧ୍ୟ ଦାମ ବଢ଼ାଇଛି। ରବିବାର ଠାରୁ ଏହି ବର୍ଦ୍ଦିତ ଦର ଲାଗୁ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ମଦର ଡାଏରୀ…

କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଦୁର୍ଘଟଣା…

ଭୁବନେଶ୍ବର: ଲୋକପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଦୁର୍ଘଟଣା ଖବର ଗତକାଲି ରାତିରେ ସୋସିଆଲ ମିଡିଆରେ ଘୁରି ବୁଲିଥିଲା। ଏଥିରେ ସେ ଗୁରୁତର ଭାବେ ଆହତ ହୋଇଥିବା ନେଇ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏହି ଖବର ଶୁଣି ତାଙ୍କ ପ୍ରଶଂସକ ତାଙ୍କ ଆଶୁ କାମନା କରିଥିଲେ। ଦୁର୍ଘଟଣା ସମୟରେ…

ଜୁଲାଇ ୧୩ରୁ ହେବ ଶ୍ରୀମନ୍ଦିର ଗର୍ଭଗୃହ…

ଭୁବନେଶ୍ୱର: ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ଯାଞ୍ଚ କରାଯିବ ଗର୍ଭଗୃହ। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ) ପକ୍ଷରୁ ଶନିବାର ଏନେଇ ସୂଚନା ପ୍ରଦାନ କରାଯାଇଛି। ଏନେଇ ଆଜି ଏଏସଆଇ ସୁପରିଟେଣ୍ଡ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ୫ଜଣିଆ ଏଏସଆଇ ବିଶେଷଜ୍ଞ ଟିମ୍ ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ…