Odisha Link
Bridging the Missing Links in Odisha
Daily Archives

July 21, 2021

ଟିମ୍‌ ଇଣ୍ଡିଆର ସଙ୍କଟମୋଚକ ଦୀପକ, ଦିନେ…

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଏକାକି ମ୍ୟାଚକୁ ଜିତାଇ ରାତା ରାତି ହିରୋ ପାଲଟିଛନ୍ତି ରାଜସ୍ଥାନର କ୍ରିକେଟ ଖେଳାଳି ଦୀପକ ଚହର। ମଙ୍ଗଳବାର ଖେଳାଯାଇଥିବା ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜର ୨ୟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଘରୋଇ ଶ୍ରୀଲଙ୍କା ଦଳକୁ ୩ ଓ୍ବିକେଟରେ ମାତ୍‌ ଦେଇ ବିଜୟୀ ହୋଇଥିଲା।…

S.Iଙ୍କ ବାଇକ୍‌ ଡିକିରୁ ମିଳିଲା ୨ ଲକ୍ଷ

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ପୁଲିସ୍‌ ବାବୁ। ଆଜି ଏକ ଚା’ ଦୋକାନରେ ବସି ଚାହା ପିଉଥିଲେ ପୁଲିସ୍‌ ବାବୁ। ଏହି ସମୟରେ ଭିଜିଲାନ୍ସ ଟିମ୍‌ ତାଙ୍କ ବାଇକ୍‌ ଡିକିରୁ ୨ ଲକ୍ଷ ଟଙ୍କା ଜବତ କରିଥିଲା। କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନାର ସବ୍‌ ଇନ୍ସପେକ୍ଟର ହେଉଛନ୍ତି ଉଗ୍ରସେନ ପଟେଲ। ତାଙ୍କ ନିକଟରୁ…

ସବୁ ଚମକୁଥିବା ଜିନିଷ ସୁନା ନୁହେଁ, ଏଭଳି…

ମୁମ୍ବାଇ: ପର୍ଣ୍ଣୋଗ୍ରାଫିକ୍‌ ଫିଲ୍ମ ଓ ଭିଡିଓ ପ୍ରସ୍ତୁତ କରି ତାକୁ ବିଭିନ୍ନ ମୋବାଇଲ୍‌ ଆପ୍‌ରେ ପ୍ରସାରଣ ଅଭିଯୋଗରେ ଛନ୍ଦି ହୋଇଯାଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ରାଜ୍‌ କୁନ୍ଦ୍ରା । ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ପକ୍ଷରୁ ସୋମବାର ବିଳମ୍ବିତ ରାତିରେ ତାଙ୍କୁ ଗିରଫ…

ସୁନାବେଶରେ ଶ୍ରୀ ଜିଉ, ୧୩୮ ପ୍ରକାର…

ପୁରୀ: ମହଣ ମହଣ ସୁନାରେ ଝଟକୁଛନ୍ତି ଶ୍ରୀଜିଉ। ସିଂହଦ୍ବାର ସମ୍ମୁଖରେ ଦର୍ଶନ ଦେଇଛନ୍ତି ତିନି ଠାକୁର। ପୁରୀରେ ଲଗାଣ ବର୍ଷା ଲାଗି ରହିଛି। ଭିଜି ଭିଜି ସୁନାବେଶରେ ଦର୍ଶନ ଦେଉଛନ୍ତି ମହାବାହୁ। ସୁନାବେଶରେ ଠାକୁରେ ଶ୍ରୀଭୁଜ, ଶ୍ରୀପୟର, ରତ୍ନପଦକ, ରତ୍ନକିରୀଟ, କାନଫୁଲ, ମର୍କତ ମୁକୁଟ, ପଦ ବଲ୍ଲବ,…

୨୬ରୁ ଖୋଲିବ ହଷ୍ଟେଲ, ସରକାର କଲେ ଘୋଷଣା

ଭୁବନେଶ୍ବର: କରୋନା କାଳରେ ରାଜ୍ୟ ସରକାର କଲେ ବଡ଼ ଘୋଷଣା। ଆସନ୍ତା ୨୬ରୁ ସ୍କୁଲ ସହ ହଷ୍ଟେଲ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ହଷ୍ଟେଲ ଖୋଲିବ ବୋଲି ସରକାର ଘୋଷଣା କରିଛନ୍ତି। ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ମୁଖ୍ୟତଃ…

ଚାନ୍ଦିପୁରରୁ ଆକାଶ ଏନ୍‌ଜି…

ଚାନ୍ଦିପୁର: ବାଲେଶ୍ବରର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡ଼ରୁ ଆକାଶ ମିସାଇଲର ନ୍ୟୁ ଜେନେରେସନ୍‌ ଭର୍ସନ୍‌ (ଆକାଶ ଏନ୍‌ଜି) ପରୀକ୍ଷଣ। ମଧ୍ୟାହ୍ନ ୧୨ଟା ୪୪ ମିନିଟ୍‌ରେ ଏହି ମିସାଇଲ ଉତ୍‌କ୍ଷେପଣ କରାଯାଇଛି। ସ୍ବଦେଶୀ ଜ୍ଞାନକୌଶଳରେ ଡ଼ିଆରଡ଼ିଓ ଦ୍ବାରା ପ୍ରସ୍ତୁତ…

କରୋନା ଟିକା ନେଲେ ଗର୍ଭବତୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଗର୍ଭାବତୀଙ୍କ ଟିକାକରଣ। ଆଜିଠାରୁ ଏହି ଅଭିଯାନକୁ ବ୍ୟାପକ କରାଯାଇଛି। ବିଏମ୍‌ସିର ସମସ୍ତ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଓ ସରକାରୀ ହସ୍ପିଟାଲରେ ଗର୍ଭବତୀଙ୍କ ଟିକାକରଣ କରାଯାଉଛି। ଭୁବନେଶ୍ୱରରେ ମୋଟ ୧୦ ହଜାରରୁ ଅଧିକ ଗର୍ଭବତୀଙ୍କୁ ଟିକାକରଣରେ…

କଙ୍ଗନାଙ୍କ ଫିଲ୍ମ ‘ଇମର୍ଜେନ୍ସୀ’କୁ ନେଇ…

ନୂଆଦିଲ୍ଲୀ: କଣ୍ଟ୍ରାଭର୍ସି କ୍ୱିନ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଇମର୍ଜେନ୍ସୀ’କୁ ନେଇ ରାଜନୀତିକ ଝଡ଼। ଫିଲ୍ମକୁ ନେଇ ବିଜେପି-କଂଗ୍ରେସ ପରସ୍ପରକୁ କାଦୁଅ ଫିଙ୍ଗିବା ଆରମ୍ଭ କଲେଣି। ଉଲ୍ଲେଖଯୋଗ୍ୟ ୪୬ ବର୍ଷ ପୂର୍ବେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଦେଶରେ ଲାଗୁ…

ଭୀମଟାଙ୍ଗି ପ୍ରିୟଙ୍କା ହତ୍ୟା ମାମଲା:…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଭୁବନେଶ୍ୱର ଭୀମଟାଙ୍ଗି ପ୍ରିୟଙ୍କା ହତ୍ୟା ମାମଲାରେ ଅଭିଯୁକ୍ତ ଜଗନ୍ନାଥ ସଂପର୍କରେ ବଡ଼ ସୂଚନା ଦେଲେ ଡିସିପି। ୪ ଦିନ ପୂର୍ବରୁ ସୁଇସାଇଡ୍ ନୋଟ୍ ପ୍ରସ୍ତୁତ କରିଥିଲା ଜଗନ୍ନାଥ। ଘଟଣା ଦିନ ଚକୋଲେଟ, ଥଣ୍ଡା, ଛୁରି, ବିଷ, ସିନ୍ଦୂର ଧରି ଆସିଥିଲା। ଜଗନ୍ନାଥ ପ୍ରିୟଙ୍କାଙ୍କ…

ଭାରତରେ ପ୍ରଥମ ବାର୍ଡ ଫ୍ଲୁରେ ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ ପ୍ରଥମେ ଥର ପାଇଁ ବାର୍ଡ ଫ୍ଲୁରେ ଜଣେ ମନୁଷ୍ୟର ମୃତ୍ୟୁ ହୋଇଛି। ହରିଆଣାର ଜଣେ ୧୧ ବର୍ଷୀୟ ବାଳକ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇ ପ୍ରାଣ ହରାଇଛି। ଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ହୋଇଛି। ଏହି H5N1 ଭାଇରସ ପକ୍ଷୀ କିମ୍ୱା କୁକୁଡ଼ାଙ୍କ ଦେହରେ ଦେଖାଯାଏ।…